Cricket Handshake Controversy / ICC କ’ଣ ଖେଳାଳିମାନଙ୍କୁ ହ୍ୟାଣ୍ଡସେକ୍ କରିବାକୁ ବାଧ୍ୟ କରିପାରିବ?
·5 months ago·2 min read

Key Points
ହ୍ୟାଣ୍ଡସେକ କରିବା କେବଳ ଏକ ପରମ୍ପରା, ନିୟମ ନୁହେଁ:
ପୂର୍ବରୁ ହାତ ମିଳାଇ ଖେଳ ଆରମ୍ଭ କରାଯାଉଥିଲା। କିନ୍ତୁ ଆଇସିସି ଏବେ ହ୍ୟାଣ୍ଡସେକ କରିବା ପରମ୍ପରାକୁ ସ୍ବେଚ୍ଛାକୃତ କହି ପାକିସ୍ତାନକୁ ବାରମ୍ବାର ବେଜିତ କରୁଛି।

ଯେମିତି ବିଶ୍ବକପ ମ୍ୟାଚର ଦିନ ପାଖଉଛି ସେମିତି ନୂଆ ନୂଆ ଟ୍ବିଷ୍ଟ ଦେଖିବାକୁ ମିଳିଛି। ପିସିବି ବୋର୍ଡ ପାଖରେ ପଇସା ନାହିଁ କିନ୍ତୁ କଣ କରିବା ଖେଳକୁ ନେଇ ନିଜ ପ୍ରକୃତି ବି ଛାଡ଼ୁନି। ପାକିସ୍ତାନ କ୍ରିକେଟ୍ ବୋର୍ଡର ଅଧ୍ୟକ୍ଷ ମୋହସିନ୍ ନକଭି ଭାରତ ବିରୁଦ୍ଧରେ ପାକିସ୍ତାନର ମ୍ୟାଚ୍ ବୟକଟକୁ ସମାପ୍ତ କରିବା ପାଇଁ ତିନୋଟି ସର୍ତ୍ତ ରଖିଛନ୍ତି। ଆଉ ସେଗୁଡିକ ହେଲା ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦରୁ ଅଧିକ ରାଜସ୍ୱ ଅଂଶ, ଦ୍ୱିପାକ୍ଷିକ କ୍ରିକେଟ୍ ସମ୍ପର୍କ ପୁନଃଆରମ୍ଭ ପାଇଁ ଦାବି ଏବଂ ୨୦୨୬ ଟି୨୦ ବିଶ୍ୱକପ୍ ରେ ଭାରତୀୟ ଖେଳାଳିମାନେ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବାର ଆବଶ୍ୟକତା। ଏହି ସମୟରେ, ଆସନ୍ତୁ ଜାଣିବା ଯେ ICC ଖେଳାଳିମାନଙ୍କୁ ହାତ ମିଳାଇବାକୁ ବାଧ୍ୟ କରିପାରିବ କି ନାହିଁ?
ତୀବ୍ର ରାଜନୈତିକ ଏବଂ ଭାବପ୍ରବଣ ଭାବନା ସତ୍ତ୍ୱେ ନିୟମ ସ୍ପଷ୍ଟ ଯେ- ICC ଖେଳ ପରିସ୍ଥିତି ଏବଂ କ୍ରିକେଟ୍ ନିୟମ ଅନୁସାରେ, ହାତ ମିଳାଇବା ବାଧ୍ୟତାମୂଳକ ନୁହେଁ।
ଏହା ଆଦୌ ବାଧ୍ୟତାମୂଳକ ନୁହେଁ ଏବଂ ଏପରି କୌଣସି ନିୟମ ନାହିଁ ଯାହା ICC ଖେଳାଳିମାନଙ୍କୁ ମ୍ୟାଚ୍ ପୂର୍ବରୁ କିମ୍ବା ପରେ ହାତ ମିଳାଇବାକୁ ବାଧ୍ୟ କରିପାରିବନି। ICC ଏବଂ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡର ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି ଯେ ହାତ ମିଳାଇବା ନିଜସ୍ବ ଇଚ୍ଛା। ଆମେ ସେଥିରେ କାହାକୁ ବାଧ୍ୟ କରିପାରିବୁନି।
ହ୍ୟାଣ୍ଡସେକ କରିବା କେବଳ ଏକ ପରମ୍ପରା, ନିୟମ ନୁହେଁ
ପୂର୍ବରୁ ହାତ ମିଳାଇ ଖେଳ ଆରମ୍ଭ କରାଯାଉଥିଲା। କିନ୍ତୁ ଆଇସିସି ଏବେ ହ୍ୟାଣ୍ଡସେକ କରିବା ପରମ୍ପରାକୁ ସ୍ବେଚ୍ଛାକୃତ କହି ପାକିସ୍ତାନକୁ ବାରମ୍ବାର ବେଜିତ କରୁଛି। PCB ବାଧ୍ୟତାମୂଳକ ହାତ ମିଳାଇବା ଉପରେ ଜିଦ୍ ଧରିଛି ଏହା ପୂର୍ବ ଏକ ଉଦାହରଣରୁ ଆସିଛି। ପ୍ରକୃତରେ, ଗତ କିଛି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଖେଳାଳିମାନେ ପାକିସ୍ତାନ ସହିତ ମ୍ୟାଚ୍ ପରେ ହାତ ମିଳାଉନାହାନ୍ତି।
ଜବାବରେ, ପାକିସ୍ତାନ ଭବିଷ୍ୟତର ଟୁର୍ଣ୍ଣାମେଣ୍ଟଗୁଡ଼ିକରେ ଏପରି ପରିସ୍ଥିତିକୁ ଏଡାଇବା ପାଇଁ ଏକ ବାଧ୍ୟତାମୂଳକ ପ୍ରୋଟୋକଲ୍ ପ୍ରଚଳନ କରିବାକୁ ICCକୁ ଅନୁରୋଧ କରିଛି। ଏହି ବିବାଦର ମୂଳ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ରହିଛି। ଯେଉଁଠାରେ ଭାରତୀୟ ପର୍ଯ୍ୟଟକଙ୍କୁ ଧର୍ମ ପଚାରି ମାରଦିଆଯାଇଥିଲା। ଏହି ଆକ୍ରମଣ ପରେ, ଭାରତୀୟ ଖେଳାଳିମାନେ ପୀଡିତଙ୍କ ପ୍ରତି ଏକତା ପ୍ରଦର୍ଶନ କରିବା ପାଇଁ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବାକୁ ମନା କରିଦେଇଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories