Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ ମୁକାବିଲା: ଭାରତ 4 ୱିକେଟ ବିନିମୟରେ କରିଛି 264 ରନ

Banajyotshna Ray
Browse all articles by Banajyotshna Ray
·11 months ago·1 min read
ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ ମୁକାବିଲା: ଭାରତ 4 ୱିକେଟ ବିନିମୟରେ କରିଛି 264 ରନ

Key Points

ଓର୍ଲ୍ଡ ଟ୍ରାଫୋର୍ଡ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ ମୁକାବିଲା

ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ 4 ୱିକେଟ ବିନିମୟରେ କରିଛି 264 ରନ

ଓର୍ଲ୍ଡ ଟ୍ରାଫୋର୍ଡ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ ମୁକାବିଲା । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ 4 ୱିକେଟ ବିନିମୟରେ କରିଛି 264 ରନ । ଜୟସ୍ବାଲ ଓ ଶାଇ ସୁଦର୍ଶନଙ୍କ ଅର୍ଦ୍ଧଶତକ ବଳରେ ଭାରତ ଏହି ସ୍କୋର କରିଛି । ସିରିଜକୁ ବରାବର ସ୍ଥିତିକୁ ଆଣିବା ପାଇଁ ଜୋରଦାର ଉଦ୍ୟମ ଜାରି ରଖିଛି ଟିମ ଇଣ୍ଡିଆ । ଆଜି ଟସ ଜିଣି ଇଂଲଣ୍ଡ ବୋଲିଂ ନିଷ୍ପତ୍ତି ନେଇଥିଲା ।  


ପୂର୍ବରୁ ଲର୍ଡସ ଟେଷ୍ଟ ଜିତି ଶୃଙ୍ଖଳାରେ ଘରୋଇ ଇଂଲଣ୍ଡ୨-୧ରେ ଆଗୁଆ ରହିଛି । ଶୁଭମନ୍‍ ଗିଲଙ୍ ନେତୃତ୍ବରେ ଦଳ ୪ର୍ଥ ଟେଷ୍ଟ ଜିତିବାକୁ ପ୍ରୟାସ ଜାରି ରଖିଛି । ୪ର୍ଥ ଟେଷ୍ଟରୁ ନୀତିଶ କୁମାର ରେଡ୍ଡୀ, ଅର୍ଶଦୀପ ସିଂହ ଓ ଆକାଶ ଦୀପ ବାଦ ପଡିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ind-vs-eng-4th-test-day-1-highlights-india-2644-at-stumps-vs-england-in-manchester | Argus News