Cricket News / IND vs NZ: ଦ୍ଵିତୀୟ ଟି-୨୦ରେ ଏହି ଦୁଇ ଖେଳାଳିଙ୍କ ଉପରେ ସମସ୍ତଙ୍କ ନଜର
·7 months ago·2 min read

Key Points
ଭାରତ ଏବେ ରାୟପୁରରେ ହେବାକୁ ଥିବା ଦ୍ୱିତୀୟ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଜିତି ୨-୦ରେ ଆଗୁଆ ରହିବାକୁ ଲକ୍ଷ୍ୟ ରଖିବ। ତେବେ ରାୟପୁରରେ ଆଜି ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆର ରେକର୍ଡ କ’ଣ ଅଛି ଆସନ୍ତୁ ଜାଣିବା।
ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଜାନୁଆରୀ ୨୧ ତାରିଖ ବୁଧବାର ଦିନ ଖେଳାଯାଇଥିଲା। ନାଗପୁରରେ ଖେଳାଯାଇଥିବା ଏହି ମ୍ୟାଚ୍ ରେ ଟିମ୍ ଇଣ୍ଡିଆ ୪୮ ରନ୍ ରେ ଜିତିଥିଲା। ଅଭିଷେକ ଶର୍ମା ଏବଂ ରିଙ୍କୁ ସିଂହ ଦମଦାର ଇନିଂସ ଟିମ୍ ଇଣ୍ଡିଆକୁ ୨୩୮ ରନ୍ ର ବିଶାଳ ସ୍କୋରରେ ପହଞ୍ଚାଇଥିଲେ । ଏହା ପରେ ଭାରତୀୟ ବୋଲରମାନେ ଚମତ୍କାର ପ୍ରଦର୍ଶନ କରି ନ୍ୟୁଜିଲ୍ୟାଣ୍ଡ ଦଳକୁ ୨୦୦ ରନରେ ହିଁ ସୀମିତ ରଖିଥିଲେ । ଭାରତ ଏବେ ରାୟପୁରରେ ହେବାକୁ ଥିବା ଦ୍ୱିତୀୟ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଜିତି ୨-୦ରେ ଆଗୁଆ ରହିବାକୁ ଲକ୍ଷ୍ୟ ରଖିବ। ତେବେ ରାୟପୁରରେ ଆଜି ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆର ରେକର୍ଡ କ’ଣ ଅଛି ଆସନ୍ତୁ ଜାଣିବା।
ରାୟପୁରରେ ଟିମ୍ ଇଣ୍ଡିଆର ରେକର୍ଡ: ରାୟପୁରର ସହିଦ ବୀର ନାରାୟଣ ସିଂହ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଟିମ୍ ଇଣ୍ଡିଆର ବିଜୟ ପ୍ରତିଶତ ୧୦୦ ପ୍ରତିଶତ ରହିଛି। ପ୍ରକୃତରେ, ଭାରତ ଏଠାରେ କେବଳ ଅଷ୍ଟ୍ରେଲିଆ ବିପକ୍ଷରେ ଗୋଟିଏ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛି ଏବଂ ସେଥିରେ ସେ ବିଜୟ ହୋଇଥିଲା।
ଏହାସହ ପଢ଼ନ୍ତୁ: ରୋହିତଙ୍କ ଭରସା, ବିଶ୍ୱକପ୍ ଜିତିବାରେ ଇଣ୍ଡିଆ ପାଇଁ ଟ୍ରମ୍ପ କାର୍ଡ ସାଜିବେ ଏହି ଖେଳାଳି
ଏହି ମ୍ୟାଚ୍ ୨୦୨୩ ମସିହାରେ ଖେଳାଯାଇଥିଲା। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଭାରତ ଏହି ବିଜୟ ହାସଲ କରିଥିଲା। ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ୧୭୪ ରନ୍ କରିଥିଲା। ଜବାବରେ, ଅଷ୍ଟ୍ରେଲିଆ ଦଳ କେବଳ ୧୫୪ ରନ୍ କରିପାରିଥିଲା।
ଇଶାନ-ସାମସନଙ୍କ ଉପରେ ନଜର: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ଅନ୍ତର୍ଜାତୀୟରେ ଟିମ୍ ଇଣ୍ଡିଆ ବିଜୟ ଧାରା ଜାରି ରଖିବାକୁ ଚେଷ୍ଟା କରିବ। ରାୟପୁରରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ରେ ସମସ୍ତଙ୍କ ନଜର ସଞ୍ଜୁ ସାମସନ ଏବଂ ଇଶାନ କିଶାନଙ୍କ ଉପରେ ରହିବ। ନାଗପୁରରେ ସାମସନ ଏବଂ କିଶାନ ବ୍ୟାଟିଂରେ ଭଲ ପ୍ରଦର୍ଶନ କରିପାରି ନଥିଲେ। ଭାରତୀୟ ପ୍ରଶଂସକ ଆଶା କରୁଛନ୍ତି ଯେ ଉଭୟ ବ୍ୟାଟ୍ସମ୍ୟାନ୍ ଏବେ ରାୟପୁର ଟି-୨୦ ଅନ୍ତର୍ଜାତୀୟରେ ଭଲ ପ୍ରଦର୍ଶନ କରିବେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଟି-୨୦ ପାଇଁ ଭାରତୀୟ ଦଳ: ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଅଭିଷେକ ଶର୍ମା, ସଞ୍ଜୁ ସାମସନ (ୱିକେଟ୍ କିପର), ଇଶାନ କିଶାନ, ଶ୍ରେୟସ ଆୟର, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ସର ପଟେଲ, କୁଲଦୀପ ଯାଦବ, ଜସପ୍ରୀତ ବୁମରା, ବରୁଣ ଚକ୍ରବର୍ତ୍ତୀ, ରିଙ୍କୁ ସିଂ, ଅର୍ଶଦୀପ ସିଂ, ରବି ବିଷ୍ଣୋଇ, ହର୍ଷିତ ରାଣା ।
ନ୍ୟୁଜିଲାଣ୍ଡ ଦଳ: ମିଚେଲ ସାଣ୍ଟନର (ଅଧିନାୟକ), ଡେଭନ କନୱେ, ବେଭାନ ଜାକବସ୍, ଡାରିଲ ମିଚେଲ, ଗ୍ଲେନ ଫିଲିପ୍ସ, ଟିମ୍ ରବିନସନ, ଜିମି ନୀଶାମ, ଇଶ ସୋଢି, ଜ୍ୟାକ ଫାଉଲ୍ଡସ୍, ମାର୍କ ଚାପମ୍ୟାନ୍, ମାଇକେଲ ବ୍ରେସୱେଲ, ରାଚିନ ରବିନ୍ଦ୍ର, କାଇଲ ଜାମିସନ, ମ୍ୟାଟ ହେନରୀ, ଜାକବ ଡଫି।

Related Topics
Explore more stories