ଭାରତ-ବାଂଲାଦେଶ ତୃତୀୟ ଟି-ଟ୍ୱେଣ୍ଟି,କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
·1 year ago

ଅର୍ଗସ ବ୍ୟୁରୋ:ଆଜି ଭାରତ-ବାଂଲାଦେଶ ତୃତୀୟ ଟି-ଟ୍ୱେଣ୍ଟି । ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେମୁହାଁମୁହିଁ ହେବେ ୨ ଟିମ୍। ବାଂଲାଦେଶ ବିପକ୍ଷରେ କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ସୂର୍ଯ୍ୟସେନା । ୩ମ୍ୟାଚ ବିଶିଷ୍ଟ ସିରିଜ୍ରେ ୨-୦ରେ ଆଗୁଆ ରହିଛି ଭାରତ । ବର୍ତ୍ତମାନ ସୁଦ୍ଧା ଭାରତୀୟ ଦଳ ଏହି ପଡ଼ିଆରେ ୨ଟି ଟି-୨୦ ମ୍ୟାଚ୍ ଖେଳି ଉଭୟରେ ବିଜୟୀ ହୋଇଛି
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
