ଅଲିମ୍ପିକ୍ସ ପୁରୁଷ ହକି ସେମିଫାଇନାଲରେ ଭାରତ: ସୁଟଆଉଟରେ ଗ୍ରେଟ ବ୍ରିଟେନକୁ ୪-୨ ଗୋଲରେ ହରାଇଲା ଭାରତ
·1 year ago

ଅର୍ଗସ ବ୍ୟୁରୋ: ଅଲିମ୍ପିକ୍ସ ପୁରୁଷ ହକି ସେମିଫାଇନାଲରେ ଭାରତ । କ୍ୱାଟର୍ସରେ ଗ୍ରେଟ୍ ବ୍ରିଟେନକୁ ହରାଇ ସେମିରେ ପ୍ରବେଶ କରିଛି ଭାରତ । ସୁଟ୍ ଆଉଟରେ ୪-୨ ଗୋଲରେ ଗ୍ରେଟ ବ୍ରିଟେନ ବିପକ୍ଷରେ ଜିତିଲା ଭାରତ ।
ନିର୍ଦ୍ଧାରିତ ସମୟରେ ୧-୧ ଗୋଲରେ ଡ୍ର ହୋଇଥିଲା ମ୍ୟାଚ । ସୁଟ ଆଉଟ ଗୋଲ ବେଳେ ଚମତ୍କାର ପ୍ରଦର୍ଶନ କରିଥିଲେ ଗୋଲକିପର ଶ୍ରୀଜେଶ । ଏହି ବିଜୟ ସହ ଭାରତ ଏବେ ସେମିଫାଇନାଲରେ ପ୍ରବେଶ କରିଛି।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: