Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପର୍ଥରେ ଭାରତର ବଡ ବିଜୟ

Sports

ପର୍ଥରେ ଭାରତର ବଡ ବିଜୟ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ପର୍ଥରେ ଭାରତର ବଡ ବିଜୟ

ଅର୍ଗସ ବ୍ୟୁରୋ:  ପର୍ଥ ଟେଷ୍ଟରେ ଟିମ୍ ଇଣ୍ଡିଆର ବିଜୟ । ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ଦମଦାର ପ୍ରଦର୍ଶନ । ବିଜୟ ହାସଲ କରିଛି ବୁମରା ବାହିନୀ । ଯଶସ୍ୱୀ ଜଏସ୍ୱାଲ ଏବଂ ବିରାଟ କୋହଲିଙ୍କ ବିସ୍ଫୋରକ ଶତକ ଏବଂ ସେ୍ ଆଟାକୁ ଭାରତକୁ ଏହି ବିଶାଳ ବିଜୟ ଭେଟି ଦେଇଛି । ଏହି ବିଜୟ ସହିତ ଏକ ନୂଆ ରେକର୍ଡ ସୃଷ୍ଟି କରିଛି ଟିମ ଇଣ୍ଡିଆ । ଟ୍ରାଭିସ ହେଡଙ୍କ ଅର୍ଦ୍ଧଶତକ ପରେ ମଧ୍ୟ ଅଷ୍ଟ୍ରେଲିଆ ପର୍ଥ ଟେଷ୍ଟ ହାତଛଡ଼ା କରିଛି । ତେବେ ଏହି ବିଜୟ ସହ ଭାରତର ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍ ପାଇନାଲ ଖେଳିବାର ସ୍ୱପ୍ନ ପୁଣିଥରେ ଉଜ୍ଜୀବିତ ହୋଇଛି । ବର୍ଡର ଭାଗାସ୍କର ଟ୍ରଫିର ପ୍ରଥମ ଟେଷ୍ଟରେ ବିଶାଳ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ଦମଦାର ବୋଳିଂ ସହ ୨୯୫ ରନରେ ପର୍ଥ ଟେଷ୍ଟ ନିଜ ନାମରେ କରିଛି ବୁମରାହ ବାହିନୀ ।

ଅଧିକ ପଢ଼ନ୍ତୁ ଖେଳ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
India creates history with 1st win over Australia at Perth's Optus Stadium | Argus News