Videos
|
Sports

ପାକିସ୍ତାନରେ ଭାରତ ସୁରକ୍ଷିତ ନୁହେଁ: ହରଭଜନ

Sangram Tripathy
Browse all articles by Sangram Tripathy
·2 years ago
ପାକିସ୍ତାନରେ ଭାରତ ସୁରକ୍ଷିତ ନୁହେଁ: ହରଭଜନ

ଅର୍ଗସ ବ୍ୟୁରୋ: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆୟୋଜକ ରହିଛି ପାକିସ୍ତାନ,ଭାରତ ପାକିସ୍ତାନ ଗସ୍ତ କରିବକି ନାହିଁ ତାହା ଏଯାଏ ସ୍ପଷ୍ଟ ହୋଇନାହିଁ। ଭାରତୀୟ ଟିମକୁ ପାକିସ୍ତାନ ଛାଡ଼ିବାକୁ ରାଜି ହେଉନାହିଁ ବିସିସିଆଇ। ଏହା ଉପରେ ଭାରତର ନିଷ୍ପତ୍ତି କ’ଣ ହେବ ସେ ନେଇ ଦ୍ୱନ୍ଦ୍ୱ ରହିଛି। ଭାରତର ପୂର୍ବତନ ଖେଳାଳି ହରଭଜନ ସିଂ କହିଛନ୍ତି ପାକିସ୍ତାନରେ ସବୁଦିନ ଅଘଟଣ ଘଟୁଛି, ଭାରତୀୟ ଦଳ ସେଠାରେ ସୁରକ୍ଷିତ ନୁହେଁ,ତେଣୁ ସେଠାକୁ ନଯିବା ଉଚିତ୍ । ସେଠାକୁ ଯିବା ଦଳ ପାଇଁ ନିରାପଦ ବୋଲି ମୁଁ ଭାବୁନାହିଁ।

ବିସିସିଆଇର ଆଭିମୁଖ୍ୟ ସଂପୂର୍ଣ୍ଣ ଠିକ୍ ଏବଂ ଆମ ଖେଳାଳିଙ୍କ ସୁରକ୍ଷାଠାରୁ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ। ମୁଁ ବିସିସିଆଇର ନିଷ୍ପତ୍ତିକୁ ସମର୍ଥନ କରୁଛି ବୋଲି କହିଛନ୍ତି।ଦେଖିବାକୁ ଗଲେ ଯଦି ଭାରତ ପାକିସ୍ତାନ ନଯାଉଛି ତେବେ ଶ୍ରୀଲଙ୍କା କିମ୍ବା ୟୁଏଇରେ ଭାରତର ମ୍ୟାଚ୍ ଅନୁଷ୍ଠିତ ହୋଇପାରେ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
India is not safe in Pakistan: Harbhajan | Argus News