Videos
|
Sports

ପ୍ୟାରିସ ଅଲମ୍ପିକ 2024ରେ ବିଜୟ ସହ ଅଭିଯାନ ଆରମ୍ଭ କଲା ଭାରତ

Banajyotshna Ray
Browse all articles by Banajyotshna Ray
·2 years ago
ପ୍ୟାରିସ ଅଲମ୍ପିକ 2024ରେ ବିଜୟ ସହ ଅଭିଯାନ ଆରମ୍ଭ କଲା ଭାରତ

ଅର୍ଗସ ବ୍ୟୁରୋ: ପ୍ୟାରିସ ଅଲମ୍ପିକ 2024ରେ ବିଜୟ ସହ ଅଭିଯାନ ଆରମ୍ଭ କଲା ଭାରତ। ପୁଲ-ବି ର ଖେଳାଯାଇଥିବା ଏକ ମ୍ୟାଚରେ ନ୍ୟୁଜଲାଣ୍ଡ ବିପକ୍ଷ ମ୍ୟାଚରେ 3-2 ଗୋଲରେ ବିଜୟ ହାସଲ କରିଛି। ପରବର୍ତୀ ମ୍ୟାଚରେ ଜୁଲାଇ 29 ତାରିଖରେ ଆର୍ଜେଣ୍ଟିନାକୁ ଭେଟିବ ଭାରତ। ସେପଟେ 10ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଆଜି ପଦକ ପାଇଁ ଲଢେଇ କରିବେ ମନୁ ଭାକର ।  ବ୍ୟାଡମିଣ୍ଟନରେ ପିଭି ସିନ୍ଧୁଙ୍କ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଉପରେ ସମସ୍ତଙ୍କ ନଜର ।

ଅଧିକ ପଢ଼ନ୍ତୁ ଖେଳ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
India kicks off Paris Olympics 2024 campaign with victory | Argus News