Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଜର୍ମାନୀଠୁ ହାରିଲା ଭାରତ,ଗୁରୁବାର ବ୍ରୋଞ୍ଜ ଲଢେଇ 

Sports

ଜର୍ମାନୀଠୁ ହାରିଲା ଭାରତ,ଗୁରୁବାର ବ୍ରୋଞ୍ଜ ଲଢେଇ 

Sangram Tripathy
Browse all articles by Sangram Tripathy
·1 year ago
ଜର୍ମାନୀଠୁ ହାରିଲା ଭାରତ,ଗୁରୁବାର ବ୍ରୋଞ୍ଜ ଲଢେଇ 


ଅର୍ଗସ ବ୍ୟୁରୋ:ସେମିଫାଇନାଲରେ ଜର୍ମାନୀଠୁ ହାରିଛି ଭାରତ। ଫଳରେ ଭାରତର ସ୍ୱର୍ଣ୍ଣ ପଦକ ଆଶା ମଉଳିଛି। ଜର୍ମାନୀ ୩-୨ରେ ଭାରତକୁ ହରାଇ ଫାଇନାଲରେ ପ୍ରବେଶ କରିଛି। ମାର୍କୋ ମିଲଟାକୁଙ୍କ ଗୋଲ୍ ଭାରତକୁ ଫାଇନାଲ ଯିବାକୁ ଅଟକାଇଦେଇଥିଲା। ସ୍ୱର୍ଣ୍ଣ ପଦକ ପାଇଁ ନେଦରଲାଣ୍ଡସ ସହ ଜର୍ମାନୀ ଖେଳିବ। ସ୍ୱର୍ଣ୍ଣ, ରୌପ୍ୟ ପଦରୁ ବଞ୍ଚିତ ଥିବା ଭାରତ ଗୁରୁବାର ବ୍ରୋଞ୍ଜ ପଦକ ପାଇଁ ସ୍ପେନ ସହ ମୁକାବିଲା କରିବ। ଭାରତ ଏହି ମ୍ୟାଚ୍ ଜିତି ବ୍ରୋଞ୍ଜ ପଦକ ନିଜ ନାଁରେ କରୁ ବୋଲି ଆଶା ରଖିଛନ୍ତି ହକି ପ୍ରେମୀ 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
India lost to Germany, fought for bronze on Thursday | Argus News