Cricket News / ଦ୍ୱିତୀୟ ଟି-୨୦ରେ ଅଷ୍ଟ୍ରେଲିଆକୁ ୧୨୬ ରନ୍ ଟାର୍ଗେଟ୍ ଦେଲା ଭାରତ: କେବଳ ଅଭିଷେକଙ୍କ ଅର୍ଦ୍ଧଶତକୀୟ ପାଳି
·8 months ago·2 min read

Key Points
ଶୁଭମନ ମାତ୍ର ୫ ରନ କରି ହେଜେଲଉଡଙ୍କ ବଲରେ ଆଉଟ ହୋଇଥିଲେ । ଏହା ପରେ ଭାରତ ନିୟମିତ ବ୍ୟବଧାନରେ ଓ୍ବିକେଟ ହରାଇ ଚାଲିଥିଲା। ଅଭିଷେକ ଶର୍ମା ଓ ହର୍ଷିତ ରାଣାଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁପାରିନଥିଲେ ।
ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡ୍ (ଏମସିସି)ଠାରେ ଶୁକ୍ରବାର ଖେଳାଯାଇଥିବା ୨ୟ ଟି-୨୦ ମ୍ୟାଚ (India vs Australia) ରେ ଭାରତ ଗୁରୁତର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୧୨୫ ରନରେ ଅଲଆଉଟ୍ ହୋଇଯାଇଛି । ଫଳରେ ଅଷ୍ଟ୍ରେଲିଆ ଆଗରେ ୧୨୬ ରନର ଲକ୍ଷ୍ୟ ରହିଛି।
ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବୋଲିଂ କରିଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଏକ ଭଲ ଆରମ୍ଭ କରିଥିବା ସତ୍ତ୍ବେ ୨୦ ରନରେ ପ୍ରଥମ ଓ୍ବିକେଟ ହରାଇଥିଲା । ଶୁଭମନ ମାତ୍ର ୫ ରନ କରି ହେଜେଲଉଡଙ୍କ ବଲରେ ଆଉଟ ହୋଇଥିଲେ । ଏହା ପରେ ଭାରତ ନିୟମିତ ବ୍ୟବଧାନରେ ଓ୍ବିକେଟ ହରାଇ ଚାଲିଥିଲା । ଅଭିଷେକ ଶର୍ମା ଓ ହର୍ଷିତ ରାଣାଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁପାରିନଥିଲେ।
ଏହାସହ ପଢ଼ନ୍ତୁ: ପୁଣି IPLକୁ ଫେରିବେ ଯୁବରାଜ ସିଂ ! ଲକ୍ଷ୍ନୌର ହୋଇପାରନ୍ତି ମୁଖ୍ୟ କୋଚ୍
ଅଭିଷେକ ୬୮ ରନ କରିଥିବାବେଳେ ରାଣା ୩୫ ରନ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଜୋସ ହେଜେଲଉଡ୍ ୩ଟି ଓ୍ବିକେଟ ନେଇଥିବାବେଳେ ଜାଭିଏର ବାର୍ଟଲେଟ ଓ ନାଥନ ଏଲିସ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ସୂଚନାଯୋଗ୍ୟ ଯେ ଏହି ସିରିଜର ପ୍ରଥମ ମ୍ୟାଚଟି ବର୍ଷା ଯୋଗୁଁ ବାତିଲ ହୋଇଯାଇଥିଲା।
ଏହାସହ ପଢ଼ନ୍ତୁ: ଭାରତୀୟ ମହିଳା ଟିମ୍ର ବିଜୟ ପରେ ଶୁଭେଚ୍ଛା ଜଣାଇଲେ କୋହଲି, ଲେଖିଲେ ହୃଦୟସ୍ପର୍ଶୀ ପୋଷ୍ଟ
ଅଷ୍ଟ୍ରେଲିଆକୁ ପାଞ୍ଚ ୱିକେଟରେ ହରାଇ ଫାଇନାଲ୍ରେ ଭାରତୀୟ ମହିଳା ଦଳ । ICC ମହିଳା କ୍ରିକେଟ ବିଶ୍ୱକପ୍ ୨୦୨୫ର ଫାଇନାଲରେ ପହଞ୍ଚିଛି । ଗୁରୁବାର, ଅକ୍ଟୋବର ୩୦ ତାରିଖରେ ନଭି ମୁମ୍ବାଇର DY ପାଟିଲ ସ୍ପୋର୍ଟ୍ସ ଏକାଡେମୀରେ ଅନୁଷ୍ଠିତ ଏହି ମ୍ୟାଚ୍ । ଭାରତୀୟ ଦଳକୁ ୩୩୯ ରନର ଟାର୍ଗେଟ ଦିଆଯାଇଥିଲା । ତେବେ ୪୯ତମ ଓଭରର ତୃତୀୟ ବଲରେ ଭାରତ ଏହାକୁ ସହଜରେ ହାସଲ କରିନେଇଥିଲା । ହରମାନ ବ୍ରିଗେଡ ଏବେ ଫାଇନାଲରେ ଦକ୍ଷିଣ ଆଫ୍ରିକା ସହିତ ମୁକାବିଲା କରିବ।
ଯାହା ରବିବାର, ନଭେମ୍ବର ୨ ତାରିଖରେ ସମାନ ସ୍ଥାନରେ ଖେଳାଯିବ । ତେବେ ବିଜୟ ପରେ ସମସ୍ତେ ଭାରତୀୟ ମହିଳା ଦଳର ପ୍ରଭାବଶାଳୀ ପ୍ରଦର୍ଶନକୁ ପ୍ରଶଂସା କରୁଛନ୍ତି । ଏଥିରୁ ବାଦ୍ ପଡିନାହାନ୍ତି ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି । ମହିଳା ବ୍ରିଗେଡଙ୍କର ବିଜୟ ନେଇ ହୃଦୟସ୍ପର୍ଶୀ ପୋଷ୍ଟ କରିଛନ୍ତି । ଅଷ୍ଟ୍ରେଲିଆ ଭଳି ଏକ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ଉପରେ ଆମ ଦଳର ଅବାସ୍ତବ ବିଜୟ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories