|
logo
Live

Argus News - ଭାରତ-ଶ୍ରୀଲଙ୍କା ୩ୟ ଟି-୨୦,ସିରିଜ ମୂଳପୋଛ ଲକ୍ଷ୍ୟରେ  ସୂର୍ଯ୍ୟ ସେନା

Sports

ଭାରତ-ଶ୍ରୀଲଙ୍କା ୩ୟ ଟି-୨୦,ସିରିଜ ମୂଳପୋଛ ଲକ୍ଷ୍ୟରେ  ସୂର୍ଯ୍ୟ ସେନା

Sangram Tripathy
Browse all articles by Sangram Tripathy
·1 year ago
ଭାରତ-ଶ୍ରୀଲଙ୍କା ୩ୟ ଟି-୨୦,ସିରିଜ ମୂଳପୋଛ ଲକ୍ଷ୍ୟରେ  ସୂର୍ଯ୍ୟ ସେନା

ଅର୍ଗସ ବ୍ଠୁରୋ: ଭାରତ-ଶ୍ରୀଲଙ୍କା ମଧ୍ୟରେ ଆଜି ପାଲକେଲେରେ ଖେଳାଯିବ ଶେଷ ଟି-୨୦,କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ରହିଛି ଭାରତ । ୩ଟି ଟି-୨୦ ମ୍ୟାଚ୍ ରୁ ୨-୦ରେ  ସିରିଜ ଜିତି ଆଗରେ ରହିଛି  ସୂର୍ଯ୍ୟ ସେନା। ପ୍ରଥମ ଟି-୨୦ ମ୍ୟାଚକୁ ଭାରତ ୪୩ ରନରେ ବିଜୟ ହାସଲ କରିଥିଲା,ପ୍ରଥମ ମ୍ୟାଚ୍ ରେ ୫୮ ରନ୍ ପାରି ଖେଳି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ହାତେଇଥିଲେ ଅଧିନାୟକ ସୂର୍ଯ୍ୟକୁମାର ।

ଦ୍ବିତୀୟ ମ୍ୟାଚରେ ଭାରତ ୭ ୱିକେଟ୍ ବିଜୟ ହାସଲ କରିଥିଲା। ଆଗକୁ ଶ୍ରୀଲଙ୍କାରେ ଭାରତ ରୋହିତଙ୍କ ଅଧିନାୟକତ୍ବରେ ୩ଟି ଦିନିକିଆ ସିରିଜ୍ ଖେଳିବ। ଟି-୨୦ରେ ଗମ୍ଭୀର-ସୂର୍ଯ୍ୟଙ୍କ ଯୋଡି ସିରିଜକୁ ମୂଲପୋଛ କରି  ଇତିହାସ ଜିତିବା ଲକ୍ଷ୍ୟରେ ରହିଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଭାରତ-ଶ୍ରୀଲଙ୍କା ୩ୟ ଟି-୨୦,ସିରିଜ ମୂଳପୋଛ ଲକ୍ଷ୍ୟରେ  ସୂର୍ଯ୍ୟ ସେନା | Argus News