Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଟି-20 ବିଶ୍ୱକପରେ ବିଜୟରୁ ଅଭିଯାନ ଆରମ୍ଭ କଲା ଭାରତ

Sports

ଟି-20 ବିଶ୍ୱକପରେ ବିଜୟରୁ ଅଭିଯାନ ଆରମ୍ଭ କଲା ଭାରତ

Banajyotshna Ray
Browse all articles by Banajyotshna Ray
·2 years ago
ଟି-20 ବିଶ୍ୱକପରେ ବିଜୟରୁ ଅଭିଯାନ ଆରମ୍ଭ କଲା ଭାରତ

ଅର୍ଗସ ବ୍ୟୁରୋ: ଟି-20 ବିଶ୍ବକପରେ ବିଜୟରୁ ଅଭିଯାନ ଆରମ୍ଭ କଲା ଭାରତ। ପ୍ରଥମ ମ୍ୟାଚରେ ଆୟର୍ଲାଣ୍ଡକୁ 8 ଓ୍ବିକଟରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ। ଭାରତୀୟ ବୋଲରଙ୍କ ଶାଣିତ ବୋଲିଂ ଆଗରେ ଆୟର୍ଲାଣ୍ଡର ବ୍ୟାଟର ଧରାଶାୟୀ ହୋଇଥିଲେ। ହାର୍ଦ୍ଧିକ ପାଣ୍ଡ୍ୟା 3ଟି ଓ୍ବିକେଟ, ଅର୍ଶଦୀପ ଓ ବୁମରା 2ଟି ଲେଖାଏଁ ଓ୍ବିକେଟ ନେଇଥିଲେ। ବିଜୟ ଲକ୍ଷ୍ୟ ହାସଲ ବେଳେ ରୋହିତ ଶର୍ମାଙ୍କ ଦମଦାର ଅର୍ଦ୍ଧଶତକ ଦେଖିବାକୁ ମିଳିଥିଲା। ପ୍ରଥମେ ବ୍ୟାଟିଂ କରି ଆୟର୍ଲାଣ୍ଡ 16 ଓଭରରେ ସବୁ ଓ୍ବିକେଟ ହରାଇ ମାତ୍ର 96 ରନ କରିଥିଲା। ଯବାବରେ ଭାରତ 2ଟି ଓ୍ବିକେଟ ହରାଇ 12.2 ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା।

ଅଧିକ ପଢ଼ନ୍ତୁ ଖେଳ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
India start their campaign with a win against Ireland | Argus News