Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ହକିରେ ସ୍ପେନ ବିପକ୍ଷରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ

Banajyotshna Ray
Browse all articles by Banajyotshna Ray
·2 years ago
ହକିରେ ସ୍ପେନ ବିପକ୍ଷରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ

ଅର୍ଗସ ବ୍ୟୁରୋ:  ପୁରୁଷ ପ୍ରୋଲିଗ୍ ହକିରେ ସ୍ପେନ ବିପକ୍ଷରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ । ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ସ୍ପେନ୍ ବିପକ୍ଷ ମ୍ୟାଚ୍କୁ ସୁଟ୍ଆଉଟରେ ୭-୮ ଗୋଲରେ ଜିତିନେଇଛି ଭାରତ। ମ୍ୟାଚର ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ଉଭୟ ଦଳ ୨-୨ରେ ବରାବର ଥିବାବେଳେ ସୁଟଆଉଟରେ ହୋଇଥିଲା ଫଇସଲା । ଏହାସହ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଭାରତୀୟ ଦଳ ଅପରାଜେୟ ରହିବାର ରେକର୍ଡକୁ ଅକ୍ଷୂର୍ଣ୍ଣ ରଖିଛି। ସୋମବାର ଖେଳାଯାଇଥିବା ଅନ୍ୟ ଏକ ମ୍ୟାଚରେ ନେଦରଲାଣ୍ଡ୍ସ ୨-୧ ଗୋଲରେ ଆୟର୍ଲାଣ୍ଡ୍କୁ ପରାସ୍ତ କରିଛି।

ଅଧିକ ପଢ଼ନ୍ତୁ ଖେଳ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
India started their hockey campaign with a win against Spain | Argus News