Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ପ୍ରଥମ ଥର ପାଇଁ ୩ମ୍ୟାଚ୍ ବିଶିଷ୍ଟ ସିରିଜ ହାରିଲା ଭାରତ

Smruti Parija
Browse all articles by Smruti Parija
·1 year ago
ପ୍ରଥମ ଥର ପାଇଁ ୩ମ୍ୟାଚ୍ ବିଶିଷ୍ଟ ସିରିଜ ହାରିଲା ଭାରତ

ଅର୍ଗସ ବ୍ୟୁରୋ: ଟେଷ୍ଟ ସିରିଜରେ ଭାରତର ଲଜ୍ୟାଜନକ ପରାଜୟ । ୨୫ ରନରେ ନ୍ୟୁଜିଲାଣ୍ଡଠୁ ହାରିଲା ଭାରତ । ବ୍ୟାଟ୍ସ ମ୍ୟାନଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ଟିମ୍ ଇଣ୍ଡିଆ ପରାଜିତ । ଭାରତ ଆଗରେ ୧୪୭ ରନର ଟାର୍ଗେଟ ଥିଲା ମାତ୍ର ୧୨୧ ରନ୍ କରିଛି ଟିମ ଇଣ୍ଡିଆ । ପ୍ରଥମ ଥର ପାଇଁ ୩ ମ୍ୟାଚ୍ ବିଶିଷ୍ଟ ସିରିଜ ହାରିଲା ଭାରତ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
India suffer first-ever 0-3 series whitewash at home, lose by 25 runs against New Zealand | Argus News