ଅଷ୍ଟ୍ରେଲିଆକୁ ହରାଇଲା ଭାରତ
·2 years ago

ଅର୍ଗସ ବ୍ୟୁରୋ: ପୁଣି ଭାରତର ବଡ଼ ବିଜୟ । ଭାରତ- ଅଷ୍ଟ୍ରେଲିଆ ମଧ୍ୟରେ ଜାରି ରହିଥିବା ଦ୍ବିତୀୟ ଟି -୨୦ ମ୍ୟାଚରେ ଅଷ୍ଟ୍ଟ୍ରେଲିଆକୁ 44 ରନରେ ମାତ୍ ଦେଇଛି ଟିମ୍ ମେନ୍ ଇନ୍ ବ୍ଲୁ। ଅଷ୍ଟ୍ରେଲିଆ ପ୍ରଥମେ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଫଳରେ ପ୍ରଥମ ଇନିଂସରେ ଭାରତ 4 ଓ୍ବିକେଟ ହରାଇ 235 ରନ କରିଥିଲା । ଜବାବରେ ଅଷ୍ଟ୍ରେଲିଆ 20 ଓଭରରେ ମାତ୍ର 191 ରନ କରିଛି। ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ର ପ୍ରଥମ ଦୁଇଟି ମ୍ୟାଚ ରେ ଭାରତ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି।
ଅଧିକ ପଢ଼ନ୍ତୁ ଖେଳ ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: