Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଭାରତ-ଅଷ୍ଟ୍ରେଲିଆ ଟି-୨୦ ମୁକାବିଲା, ଜିତିଲା ଭାରତ

Sports

ଭାରତ-ଅଷ୍ଟ୍ରେଲିଆ ଟି-୨୦ ମୁକାବିଲା, ଜିତିଲା ଭାରତ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଭାରତ-ଅଷ୍ଟ୍ରେଲିଆ ଟି-୨୦ ମୁକାବିଲା, ଜିତିଲା ଭାରତ

ଅର୍ଗସ ବ୍ୟୁରୋ:  ଭାରତ-ଅଷ୍ଟ୍ରେଲିଆ ଟି-୨୦ ମୁକାବିଲା । ପ୍ରଥମ ମ୍ୟାଚ୍‌ ରେ ଭାରତର ଚମତ୍କାର ପ୍ରଦର୍ଶନ । ୨୦୯ ରନର ବିଶାଳ ଲକ୍ଷ୍ୟକୁ ଚେଜ୍‌ କରି ଟିମ୍‌ ଇଣ୍ଡିଆ ବିଜୟୀ । ଶେଷ ବଲରେ ଛକା ମାରି ଭାରତକୁ ବିଜୟୀ କରାଇଲେ ରିଙ୍କୁ ସିଂହ । ବିଶାଖାପାଟଣାଠାରେ ଖେଳାଯାଉଥିବା ଏହି ମ୍ୟାଚ୍‌ ରେ ପ୍ରତି ଦର୍ଶକଙ୍କ ଫୁଲ୍‌ ପଇସା ହୋଇଛି ବସୁଲ। କାହିଁକି ନା ଶେଷ ବଲ୍‌ ଯାଏ ଯାଇଥିଲା ମ୍ୟାଚ୍‌ । ଅନ୍ତିମ ବଲ୍‌ ରେ ହିଁ ହୋଇଥିଲା ନିର୍ଣ୍ଣୟ ।

ଆଗକୁ ଟି-୨୦ ବିଶ୍ବକପ ଥିବା ବେଳେ ଏହି ଟି-୨୦ ସିରିଜର ବେଶ ଗୁରୁତ୍ବ ରହିଛି । ଗତକାଲିର ମ୍ୟାଚରେ ଯୁବା ଖେଳାଳିଙ୍କ ପ୍ରତିଭା ଦେଖିଛନ୍ତି ଦେଶବାସୀ । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୨୦୮ ରନର ବିରାଟ ସ୍କାର କରିଥିଲେ ବି ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ଚମତ୍କାର ବ୍ୟାଟିଂ କରି ବିଜୟୀ ହୋଇଛି ଟିମ୍‌ ଇଣ୍ଡିଆ ।

ଅଧିକ ପଢ଼ନ୍ତୁ ଖେଳ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Argus Whatsapp Channel Mobile Top
Sponsored
India Vs Australia T20 | Argus News