India Pakistan Match / ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ, ଏମିତି କହିଲା PCB...
·7 months ago·2 min read

Key Points
କଣ ପୁଣି ଦେଖିବାକୁ ମିଳିବ ଭାରତ-ପାକିସ୍ତାନ ମ୍ୟାଚ
ମ୍ୟାଚ ହେଲେ କଣ କରିବ PCB
ମ୍ୟାଚ ହେଲେ କଣ କରିବ PCB
ସାମ୍ନାକୁ ଆସିଲା ବଡ଼ ଖବର। ଏମିତି କହିଲେ ପାକିସ୍ତାନୀ ଖେଳାଳି। ବାଂଲାଦେଶ ଟି-୨୦ ବିଶ୍ଵକପ୍ ୨୦୨୬ରୁ ବାହାର ହେବା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଚରମ ସୀମାକୁ ପହଞ୍ଚିଛି। ପାକିସ୍ତାନ କ୍ରିକେଟ୍ ବୋର୍ଡ ସ୍ପଷ୍ଟ କରିଛି ଯେ ୧୫ ଫେବୃଆରୀରେ କୋଲମ୍ବୋରେ ହେବାକୁ ଥିବା ଟିମ୍ ଇଣ୍ଡିଆ ବିରୋଧୀ ମ୍ୟାଚ୍ରେ ସେମାନେ ଖେଳିବେ ନାହିଁ। ପାକିସ୍ତାନର ବହିଷ୍କାର ନିଷ୍ପତ୍ତି ଉପରେ ଭାରତୀୟ ଟିମ୍ର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, “ମ୍ୟାଚ୍ ନ ଖେଳିବା ନିଷ୍ପତ୍ତି ପାକିସ୍ତାନର। ଟିମ୍ ଇଣ୍ଡିଆ କେବେ ମଧ୍ୟ ଖେଳିବାକୁ ମନା କରିନାହିଁ।”
ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ୧୨ ଫେବୃଆରୀର ମ୍ୟାଚ୍ ପରେ ଭାରତୀୟ ଦଳ କୋଲମ୍ବୋକୁ ଯାତ୍ରା କରିବ। ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। କିନ୍ତୁ ଏହି ନିଷ୍ପତ୍ତି ପରେ ଏକ ବଡ଼ ପ୍ରଶ୍ନ ଉଠିଛି ଯେ, ଯଦି ସେମିଫାଇନାଲ କିମ୍ବା ଫାଇନାଲରେ ଭାରତ-ପାକିସ୍ତାନ ମୁକାବିଲା ହୁଏ, ତେବେ ପାକିସ୍ତାନର ରଣନୀତି କଣ ହେବ?ଉଲ୍ଲେଖନୀୟ ଯେ, ବାଂଲାଦେଶର ଭେନ୍ୟୁ ବଦଳାଇବା ଦାବିକୁ ସମର୍ଥନ କରିଥିବା ଏକମାତ୍ର ଦେଶ ହେଉଛି ପାକିସ୍ତାନ। ବାଂଲାଦେଶକୁ ଟି-୨୦ ବିଶ୍ଵକପ୍ ୨୦୨୬ରୁ ବାହାର କରାଯାଇଥିବାବେଳେ, ତାଙ୍କ ସ୍ଥାନରେ ସ୍କଟଲ୍ୟାଣ୍ଡକୁ ସୁଯୋଗ ମିଳିଛି।
ଏଥିସହ ପଢ଼ନ୍ତୁ: ଟଙ୍କା ଦେଲେନି ବୋଲି ମହିଳାଙ୍କ ସହ ଏମିତି କଲେ କିନ୍ନର, ଦେଖନ୍ତୁ ଏହି ଭିଡିଓ...
ଗୁରୁବାର ୫ ଫେବୃଆରୀରେ ହୋଇଥିବା କ୍ୟାପ୍ଟେନ୍ମାନଙ୍କ ପ୍ରେସ୍ କନଫରେନ୍ସରେ ପାକିସ୍ତାନ ଟିମ୍ର ଅଧିନାୟକ ସଲମାନ ଆଗା ଏହି ବିଷୟରେ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି, “ଭାରତ ବିରୋଧରେ ଖେଳିବା ଆମ ନିୟନ୍ତ୍ରଣରେ ନାହିଁ। ଏହା ସରକାରଙ୍କ ନିଷ୍ପତ୍ତି। ଯଦି ସେମିଫାଇନାଲ କିମ୍ବା ଫାଇନାଲରେ ଭାରତ ସହ ମ୍ୟାଚ୍ ପଡ଼େ, ତେବେ ଆମେ ପ୍ରଥମେ ସରକାରଙ୍କ ପରାମର୍ଶ ନେବୁ।”ପାକିସ୍ତାନ ସ୍ପଷ୍ଟ କରିଛି ଯେ ସେମାନଙ୍କ ଧ୍ୟାନ କ୍ରିକେଟ୍ରେ ରହିଛି, କିନ୍ତୁ ବାଂଲାଦେଶ ପକ୍ଷରେ ଠିଆ ହୋଇ ଭାରତ ବିରୋଧୀ ମ୍ୟାଚ୍ ବହିଷ୍କାର କରିବା ନିଷ୍ପତ୍ତି ନିଆଯାଇଛି। ନିର୍ଦ୍ଧାରିତ ସୂଚୀ ଅନୁଯାୟୀ, ୧୫ ଫେବୃଆରୀରେ କୋଲମ୍ବୋରେ ଏହି ମ୍ୟାଚ୍ ଖେଳାଯିବାକୁ ଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଫେବ୍ରୁଆରୀ ୭ରୁ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ବକପ୍ । କିନ୍ତୁ ଏବେ ବି ବିବାଦ ଥମିବାରେ ନାଁ ନେଉନି । ପ୍ରଥମେ ବାଂଲାଦେଶ ଟି-୨୦ ବିଶ୍ବକପ୍ରୁ ବାଦ୍ ପଡ଼ିଥିଲା । ଆଉ ଏବେ ପାକିସ୍ତାନ ଫେବ୍ରୁଆରୀ ୧୫ରେ ହେବାକୁ ଥିବା ଭାରତ ବିପକ୍ଷ ମ୍ୟାଚ୍ ଖେଳିବାକୁ ମନା କରିଦେଇଛି । ଆଉ ଏବେ ଭାରତୀୟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟି-୨୦ ବିଶ୍ୱକପରେ ପାକିସ୍ତାନର ଅଂଶଗ୍ରହଣକୁ ନେଇ ଚାଲିଥିବା ଅନିଶ୍ଚିତତା ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି । ଗୁରୁବାର ମୁମ୍ବାଇରେ ଟି-୨୦ ବିଶ୍ୱକପ୍ ଅଧିନାୟକଙ୍କ ସାମ୍ବାଦିକ ସମ୍ମିଳନୀରେ ସୂର୍ଯ୍ୟକୁମାର କହିଛନ୍ତି ଯେ ଭାରତର ମତ ସମ୍ପୂର୍ଣ୍ଣ ସ୍ପଷ୍ଟ ଏବଂ ଦଳ କେବେ ପାକିସ୍ତାନ ବିପକ୍ଷରେ ଖେଳିବାକୁ ମନା କରିନାହିଁ ।
ଅଧିକ ପଢ଼ନ୍ତୁ ଖେଳ ଖବର:
ଅଧିକ ପଢ଼ନ୍ତୁ ଖେଳ ଖବର: