India VS South Africa / ଲକ୍ଷ୍ନୌରେ T20 ସିରିଜ୍ ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ, ଦକ୍ଷିଣ ଆଫ୍ରିକା ପାଇଁ କର ବା ମର ସ୍ଥିତି
·9 months ago·2 min read

Key Points
ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ ଟିକିଆ ଟି୨୦ ସିରିଜ୍ ଖେଳାଯାଉଛି
ଆଜିର ମୁକାବିଲା ଜିତି ଟିମ୍ ଇଣ୍ଡିଆ ସିରିଜକୁ ଆଗୁଆ କବଜା କରିବା ଲକ୍ଷ୍ୟରେ ରହିବ
ସେପଟେ ଦକ୍ଷିଣ ଆଫ୍ରିକା ମଧ୍ୟ ମ୍ୟାଚ୍ ଜିତି ସିରିଜକୁ ବରାବର କରିବା ପାଇଁ ଚେଷ୍ଟା କରିବ

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ ଟିକିଆ ଟି୨୦ ସିରିଜ୍ ଖେଳାଯାଉଛି । ସିରିଜର ଚତୁର୍ଥ ମୁକାବିଲା ବୁଧବାର ଲକ୍ଷ୍ନୌରେ ଖେଳାଯିବ । ପୂର୍ବରୁ ଭାରତ ୧-୧ରେ ଆଗୁଆ ରହିଛି । ଆଜିର ମୁକାବିଲା ଜିତି ଟିମ୍ ଇଣ୍ଡିଆ ସିରିଜକୁ ଆଗୁଆ କବଜା କରିବା ଲକ୍ଷ୍ୟରେ ରହିବ । ସେହିପରି ଦକ୍ଷିଣ ଆଫ୍ରିକା ମଧ୍ୟ ମ୍ୟାଚ୍ ଜିତି ସିରିଜକୁ ବରାବର କରିବା ପାଇଁ ଚେଷ୍ଟା କରିବ ।
ସୂର୍ଯ୍ୟ-ଗିଲଙ୍କ ଉପରେ ନଜର
ଟି୨୦ ସିରିଜରେ ଫେଲ୍ ମାରିଛନ୍ତି ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ଏବଂ ଉପ ଅଧିନାୟକ ଶୁଭମନ ଗିଲ୍ । ଉଭୟଙ୍କ ବ୍ୟାଟରୁ ବଡ ସ୍କୋର ବାହାରୁନି । କିନ୍ତୁ ଲକ୍ଷ୍ନୌରେ ଦୁଇ ବ୍ୟାଟର ବିସ୍ଫୋରକ ପାଳି ଖେଳିବେ ବୋଲି ଫ୍ୟାନ୍ସ ଆଶା ରଖିଛନ୍ତି । କାରଣ ଆସନ୍ତା ଟି୨୦ ବିଶ୍ୱକପ୍ ପୂର୍ବରୁ ଗିଲ୍ ଏବଂ ସୂର୍ଯ୍ୟ ଫର୍ମକୁ ଫେରିବା ଖୁବ୍ ଗୁରୁତ୍ୱପୂର୍ଣ୍ଣ।
ଏହାସହ ପଢ଼ନ୍ତୁ: ଭାରତ ଫେରିବା ପରେ ପୁଣି ପ୍ରେମାନନ୍ଦଜୀ ମହାରାଜଙ୍କୁ ଭେଟି ଆଶୀର୍ବାଦ ନେଲେ ବିରାଟ-ଅନୁଷ୍କା
ଭଲ ଷ୍ଟାର୍ଟ୍ ଦେବେ ଅଭିଷେକ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଯଦି ଭାରତ ପ୍ରଥମେ ବ୍ୟାଟିଂ କରେ ତେବେ ବଡ ସ୍କୋର ଲକ୍ଷ୍ୟରେ ରହିବ । ତେଣୁ ଅଭିଷେକଙ୍କ ବ୍ୟାଟ୍ ଚାଲିବା ଖୁବ୍ ଜରୁରୀ । ସେ ହିଁ ଲଗାତାର ଭାବେ ଦଳକୁ ଭଲ ଷ୍ଟାର୍ଟ୍ ଦେଇ ଆସୁଛନ୍ତି । ପ୍ରଥମ ବଲରୁ ପ୍ରହାର କରୁଛନ୍ତି । ଯାହା ବିରୋଧୀଙ୍କ ଶିବିବରେ ଆତଙ୍କ ଖେଳାଇ ଦେଉଛି ।
ଭାରତକୁ ଅକ୍ଷର ଝଟକା
ଟିମ୍ ଇଣ୍ଡିଆ ଷ୍ଟାର୍ ଅଲରାଉଣ୍ଡର ଅକ୍ଷର ପଟେଲ ସ୍ୱାସ୍ଥ୍ୟଗତ କାରଣରୁ ଦଳରୁ ବାଦ୍ ପଡିଛନ୍ତି । ଯାହା ଟିମ୍ ପାଇଁ ଝଟକା । ସେ ଉଭୟ ବୋଲିଂ ଏବଂ ବ୍ୟାଟିଂରେ ଦଳରେ ସନ୍ତୁଳନ ରଖୁଥିଲେ । ତାଙ୍କ ବଦଳରେ ଶେହବାଜ ଅହମ୍ମଦଙ୍କୁ ସ୍ଥାନ ମିଳିଛି । ସେ ଆଇପିଏଲରେ ଆରସିବି ଏବଂ ହାଇଦ୍ରାବାଦ ପାଇଁ ଖେଳି ସାରିଛନ୍ତି ।
ଦକ୍ଷିଣ ଆଫ୍ରିକା ପାଇଁ କର ବା ମର ସ୍ଥିତି
ସିରିଜକୁ ଜୀବିତ ରହିବାକୁ ହେଲେ ଦକ୍ଷିଣ ଆଫ୍ରିକାକୁ ଆଜିର ମୁକାବିଲା ଜିତିବାକୁ ହେବ । ଦଳ ଗୋଟିଏ ମୁକାବିଲା ଜିତିଛି । ଯଦି ଚତୁର୍ଥ ଟି୨୦ରେ ବିଜୟୀ ହୁଏ ତାହାଲେ ବରାବର ହେବ । ନଚେତ୍ ଦଳ ସିରିଜରେ ପରାସ୍ତ ହେବା ନିଶ୍ଚିତ । ତେଣୁ ଆଜିର ମ୍ୟାଚ୍ ଭ୍ରମଣକାରୀ ଟିମ୍ ପାଇଁ କର ବା ମର ସଦୃଶ ହେବ।
ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟି-ଟ୍ଵେଣ୍ଟିରେ କାମ ଦେଲା ଗମ୍ଭୀରଙ୍କ ଚାଲାକି; ଶେଷ ଓଭର୍ରେ କରିଦେଲେ ଖେଳ
ଧର୍ମାଶାଳାରେ ଖେଳା ଯାଇଥିବା ତୃତୀୟ ଟି-ଟ୍ଵେଣ୍ଟି ଜିତି ନେଇଛି ଭାରତ । ୨୫ ବଲ୍ ବାକି ଥାଇ ୭ ୱିକେଟ୍ରେ ଭାରତ ବିଜୟୀ ହୋଇଛି । ଏଥିସହ ୫ଟିକିଆ ସିରିଜ୍ରେ ଭାରତ ୨-୧ରେ ଆଗୁଆ ରହିଛି । ଭାରତର ବିଜୟରେ ଅର୍ଶଦୀପ ସିଂହ କମାଲ ବୋଲିଂ କରିଥିଲେ ।

୪ ଓଭର୍ ବୋଲିଂ କରି ମାତ୍ର ୧୩ ରନ୍ ଦେଇ ଦୁଇଟି ୱିକେଟ୍ ହାତେଇଛନ୍ତି ଅର୍ଶଦୀପ । ଧର୍ମଶାଳା ମ୍ୟାଚ୍ରେ ଭାରତୀୟ ବୋଲରଙ୍କ କମାଲ ଦେଖିବାକୁ ମିଳିଥିଲା । ଅର୍ଶଦୀପ, ହର୍ଷିତ, ବରୁଣ ଓ କୁଲଦୀପ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।
Related Topics
Explore more stories