Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଭାରତ ବନାମ ଦକ୍ଷିଣ ଆଫ୍ରିକା: ଆଜି ନିର୍ଣ୍ଣାୟକ ଦିନିକିଆ

Sports

ଭାରତ ବନାମ ଦକ୍ଷିଣ ଆଫ୍ରିକା: ଆଜି ନିର୍ଣ୍ଣାୟକ ଦିନିକିଆ

Ritu Das
Browse all articles by Ritu Das
·2 years ago
ଭାରତ ବନାମ ଦକ୍ଷିଣ ଆଫ୍ରିକା: ଆଜି ନିର୍ଣ୍ଣାୟକ ଦିନିକିଆ

ଅର୍ଗସ ବ୍ୟୁରୋ: ଭାରତ-ଦକ୍ଷିଣ ଆଫ୍ରିକା ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ଉଭୟ ଦଳ ଗୋଟିଏ ଲେଖାଏଁ ଜିତିଥିବାରୁ ସ୍ଥିତି ସମାନ ରହିଛି। ଗୁରୁବାର ଏହି ଶୃଙ୍ଖଳାର ଶେଷ ତଥା ନିର୍ଣ୍ଣାୟକ ମ୍ୟାଚ ପର୍ଲରେ ଖେଳାଯିବ। 

ତେ‌ଣୁ ଉଭୟ ଦଳ ଗୁରୁବାର ମ୍ୟାଚ ଜିତି ଶୃଙ୍ଖଳା ନିଜ ଅଧୀନକୁ ନେବାକୁ ଚାହିଁବେ। ଦକ୍ଷିଣଆଫ୍ରିକାରେ ଭାରତ ଶେଷ ଥର ଲାଗି ୨୦୧୮ରେ ଦିନିକିଆ ଶୃଙ୍ଖଳା ଜିତିଥିଲା। ୫ ବର୍ଷ ପରେ ପୁଣି ଥରେ ଏଠାରେ ଟ୍ରଫି ଜିତିବା ଲାଗି ଭାରତ ଦୁଇ ଓପନର୍‌ ଋତୁରାଜ ଗାଏକ୍ବାଡ ଓ ବି.ସାଇ ସୁଦର୍ଶନଙ୍କଠୁ ଭଲ ଆରମ୍ଭ ଆଶା ରଖିଛି। ସୁଦର୍ଶନ (୫୫, ୬୨ ରନ୍‌) ପ୍ରଥମ ଦୁଇ ମ୍ୟାଚରେ ଭଲ କରିଥିଲା ବେଳେ ଗାଏକ୍ବାଡ ଭଲ ସହଯୋଗ ଦେଇପାରି ନାହାନ୍ତି। ଏହି ଯୋଡ଼ି ମାତ୍ର ୨୩ ଏବଂ ୪ ରନ କରିଛନ୍ତି।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
India vs South Africa | Argus News