Cricket Controversy / ଜିମ୍ବାୱେ ବିପକ୍ଷ ଦ୍ୱିତୀୟ ଟି-୨୦ରେ ଭାରତର ବଡ଼ ପରିବର୍ତ୍ତନ… ୟଶ ଠାକୁରଙ୍କ ଡେବ୍ୟୁ….ଅଶୋକ ଶର୍ମା ବିଦା
·1 month ago·2 min read

Key Points
ପୁଣି ଆଜି ଟିମରେ ବଡ଼ ପରିବର୍ତ୍ତନ ହୋଇଛି
ୟଶ ଠାକୁରଙ୍କୁ ତାଙ୍କର ଅନ୍ତର୍ଜାତୀୟ ଡେବ୍ୟୁ କରିବାର ସୁଯୋଗ ଦିଆଯାଇଛି

ଏବେ ଇଣ୍ଡିଆ ଟିମରେ ଏଭଳି ସ୍ଥିତି ଚାଲିଛି କେଉଁ ମ୍ୟାଚ ନା କେଉଁ ମ୍ୟାଚରେ କିଛି ଖେଳାଳି ବିଦା ହେଉଛନ୍ତି ତ ଆଉ କିଛି ଖେଳାଳିଙ୍କୁ ସୁଯୋଗ ମିଳୁଛି। ପ୍ରତି ମ୍ୟାଚରେ ପରିବର୍ତ୍ତନ ଚାଲିଛି। ଆଉ ଏବେକାର ଖେଳାଳିମାନେ ଅଧିକ ଆହତ ହେଉଥିବା ଖବର ମଧ୍ୟ ଆସୁଛି। ପୁଣି ଆଜି ଟିମରେ ପରିବର୍ତ୍ତନ। ଭାରତ ଏବଂ ଜିମ୍ବାୱେ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ୨୫ ଜୁଲାଇରେ ହରାରେ ସ୍ପୋର୍ଟ୍ସ କ୍ଲବରେ ଖେଳାଯାଉଛି। ଜିମ୍ବାୱେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତର ପ୍ଲେଇଂ ଏକାଦଶରେ ପରିବର୍ତ୍ତନ କରାଯାଇଛି। ୟଶ ଠାକୁରଙ୍କୁ ତାଙ୍କର ଅନ୍ତର୍ଜାତୀୟ ଡେବ୍ୟୁ କରିବାର ସୁଯୋଗ ଦିଆଯାଇଛି।
ଏହାସହ ପଢ଼ନ୍ତୁ: ଚାଷୀ ପୁଅରୁ ଟିମ୍ ଇଣ୍ଡିଆ ପର୍ଯ୍ୟନ୍ତ... ଜାଣନ୍ତୁ ଅଶୋକ ଶର୍ମାଙ୍କ ସଂଘର୍ଷର କାହାଣୀ…ଜିମ୍ବାୱେ ବିପକ୍ଷରେ ଆଜି କଲେ ଡେବ୍ୟୁ
ଅଶୋକ ଶର୍ମା ବାଦ ପଡ଼ିଛନ୍ତି
ପୂର୍ବ ମ୍ୟାଚ୍ ରେ ଭାରତ ପାଇଁ ତାଙ୍କର ଅନ୍ତର୍ଜାତୀୟ ଡେବ୍ୟୁ କରିଥିବା ଅଶୋକ ଶର୍ମାଙ୍କୁ ଦ୍ୱିତୀୟ ମ୍ୟାଚ୍ ପାଇଁ ପ୍ଲେଇଂ ଏକାଦଶରେ ସାମିଲ କରାଯାଇ ନଥିଲା। ଅଧିନାୟକ ଶ୍ରେୟସ ଆୟର ଯଶ ଠାକୁରଙ୍କ ଉପରେ ବିଶ୍ୱାସ ପ୍ରକାଶ କରି ତାଙ୍କୁ ପ୍ଲେଇଂ ଏକାଦଶରେ ସାମିଲ କରିଥିଲେ। ୟଶ ୨୦୨୬ ଆଇପିଏଲରେ ଚମତ୍କାର ପ୍ରଦର୍ଶନ କରିଥିଲେ। ଏହା ବ୍ୟତୀତ, ଭାରତର ପ୍ଲେଇଂ ଏକାଦଶରେ ଅନ୍ୟ କୌଣସି ପରିବର୍ତ୍ତନ ନାହିଁ।
ଏହାସହ ପଢ଼ନ୍ତୁ: ରୋହିତ ଶର୍ମାଙ୍କ ଦିନିକିଆ ଅବସର ଗୁଜବକୁ ଖଣ୍ଡନ କଲେ ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଳା…'ଏବେ କୌଣସି ପ୍ରଶ୍ନ ଉଠୁନାହିଁ...'

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଭାରତର ପ୍ଲେଇଂ ଏକାଦଶ: ବୈଭବ ସୂର୍ଯ୍ୟବଂଶୀ, ଅଭିଷେକ ଶର୍ମା, ଈଶାନ କିଷନ (ଓ୍ବିକେଟ କିପର), ଶ୍ରେୟସ ଆୟର (କ୍ୟାପଟେନ), ତିଲକ ବର୍ମା, ରିଙ୍କୁ ସିଂ, ଶିବମ ଦୁବେ, ରବି ବିଷ୍ଣୋଇ, ୟଶ ଠାକୁର, ମୟଙ୍କ ଯାଦବ।
ଜିମ୍ବାଓ୍ବେ ପ୍ଲେଇଂ ଏକାଦଶ: ବ୍ରାୟନ ବେନେଟ, ବେନ କୁରେନ, ଡାୟୋନ ମାୟର୍ସ, ସିକନ୍ଦର ରାଜା (ଅଧିନାୟକ), ରୟାନ ବର୍ଲ, ବେସଲି ମଧେବେରେ, ତଦିବାନାଶୋନ ନାରୁମନି (ଓ୍ବିକେଟ କିପର), ବ୍ରଡ ଇବାଂଶ, ନ୍ୟୂମେନ ନ୍ୟାମୂରୀ, ରିଚାର୍ଡ ନଗାରବା, ବ୍ଲେସିଙ୍ଗ ମୁଜରବାନି।

Related Topics
Explore more stories