Videos
|
Sports

ନ୍ୟୁଜଲାଣ୍ଡ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଭାରତୀୟ ମହିଳା ଟିମ୍

Banajyotshna Ray
Browse all articles by Banajyotshna Ray
·1 year ago
ନ୍ୟୁଜଲାଣ୍ଡ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଭାରତୀୟ ମହିଳା ଟିମ୍

ଅର୍ଗସ ବ୍ୟୁରୋ:  ଆଇସିସି ମହିଳା ଟି-20 ବିଶ୍ବକପରେ ଆଜି ନ୍ୟୁଜଲାଣ୍ଡ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଭାରତୀୟ ମହିଳା ଟିମ୍… ଗତକାଲି ଉଦଘାଟନୀ ମ୍ୟାଚରେ ସ୍କଟଲ୍ୟାଣ୍ଡକୁ ପରାସ୍ତ କରିଥିଲା ବାଂଲାଦେଶ...ଏହି ଟୁର୍ଣ୍ଣାମେଣ୍ଟ ବାଂଲାଦେଶରେ ଖେଳାଯିବାକୁ ଥିବାବେଳେ ରାଜନୈତିକ ହିଂସା କାରଣରୁ ଏହାକୁ ୟୁଏଇକୁ ସ୍ଥାନାନ୍ତର କରାଯାଇଥିଲା। ମହିଳା ଟି୨୦ରେ ଅଷ୍ଟ୍ରେଲିଆ ସବୁଠାରୁ ଶକ୍ତିଶାଳୀ ଦଳ ହୋଇଥିବା ବେଳେ ଏହାର ଆଧିପତ୍ୟ ଶେଷ କରିବା ପାଇଁ ଭାରତ, ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ପ୍ରୟାସ କରିବେ। ରବିବାର ପାକିସ୍ତାନ-ଭାରତ ମୁହାଁମୁହିଁ ହେବେ । ବିଶ୍ବକପରେ ଗ୍ରୁପ -Aରେ ସ୍ଥାନ ପାଇଛି ଟିମ୍ ଇଣ୍ଡିଆ।

ଅଧିକ ପଢ଼ନ୍ତୁ ଖେଳ ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
India W vs New Zealand W | Argus News