Videos
|
Sports

ପୁଣି ମେ ୧୬ରୁ ଆରମ୍ଭ ହୋଇପାରେ ଆଇପିଏଲ

Swoyang prajna Mishra
Browse all articles by Swoyang prajna Mishra
·1 year ago
ପୁଣି ମେ ୧୬ରୁ ଆରମ୍ଭ ହୋଇପାରେ ଆଇପିଏଲ

ପୁଣି ମେ ୧୬ରୁ ଆରମ୍ଭ ହୋଇପାରେ ଆଇପିଏଲ । ଭାରତ ପାକିସ୍ତାନ ଯୁଦ୍ଧ ନେଇ ମେ ୯ ତାରିଖରୁ ଆଇପିଏଲ ମ୍ୟାଚ୍ ବନ୍ଦ ରହିଥିବା ସୂଚନା ଦେଇଥିଲା ବିସିସିଆଇ । ଏବେ ପୁଣି ୧୬ରୁ ବଳକା ଥିବା ମ୍ୟାଚ ଖେଳାଯିବା ନେଇ ସମ୍ଭାବନା ରହିଛି । ଆଇପିଏଲ ୨୦୨୫ରେ ମୋଟ ୭୪ ଟି ମ୍ୟାଚ ଖେଳାଯିବାର ଥିଲା । ଏବେ ଯାଏଁ ୫୮ ଟି ମ୍ୟାଚ୍ ଖେଳାଯାଇଛି । ବାକି ରହିଛି ୧୬ ଟି ମ୍ୟାଚ୍ ।


୧୨ଟି ଲିଗ୍ ଓ ୪ ଟି ପ୍ଲେ ଅଫ୍ ମ୍ୟାଚ୍ ବାକି ରହିଛି । ଚେନ୍ନାଇ, ମୁମ୍ବାଇ, କୋଲକାତା ଓ ରାଜସ୍ଥାନର ଦୁଇଟି ଲେଖାଏଁ ଲିଗ୍ ମ୍ୟାଚ୍ ବାକି ରହିଛି । ବାକି ଟିମର ୩ ଟି ଲେଖାଏଁ ଲିଗ୍ ମ୍ୟାଚ ବାକି ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
IPL may start again from May 16th | Argus News