|
logo
Live

Argus News - ନଭେମ୍ବର ୨୪ ଓ ୨୫ ଦୁଇ ଦିନ ଆଇପିଏଲ ମେଗା ନିଲାମ

Sports

ନଭେମ୍ବର ୨୪ ଓ ୨୫ ଦୁଇ ଦିନ ଆଇପିଏଲ ମେଗା ନିଲାମ

Smruti Parija
Browse all articles by Smruti Parija
·1 year ago
ନଭେମ୍ବର ୨୪ ଓ ୨୫ ଦୁଇ ଦିନ ଆଇପିଏଲ ମେଗା ନିଲାମ

ଅର୍ଗସ ବ୍ୟୁରୋ: ଆଜି ଆଇପିଏଲ ୨୦୨୫ର ମେଗା ନିଲାମ । ସାଉଦି ଆରବରେ ଆଇପିଏଲ ୨୦୨୫ ସଂସ୍କରଣ ପାଇଁ ମେଗା ଅକ୍ସନ ଅନୁଷ୍ଠିତ ହେବ। ନଭେମ୍ବର ୨୪ ଓ ୨୫ ଦୁଇ ଦିନ ଏହି ମେଗା ନିଲାମ ଅନୁଷ୍ଠିତ ହେବ । ସମସ୍ତ ୧୦ ଫ୍ରାଞ୍ଚାଇଜ୍‌ ଖେଳାଳିଙ୍କୁ ନିଜ ଦଳରେ ସାମିଲ ପାଇଁ ବିଡ୍‌ ଲଗାଇବେ । 

ଆଇପିଏଲ ୨୦୨୫ ମେଗା ନିଲାମରେ ସମୁଦାୟ 577 ଖେଳାଳି ଅଂଶଗ୍ରହଣ କରିବେ । ଯେଉଁଥିରେ ୨୦୧ ବିଦେଶୀ କ୍ରିକେଟର ଅଛନ୍ତି । ନିଲାମ ପାଇଁ ସର୍ବାଧିକ ରିଜର୍ଭ ମୂଲ୍ୟ ହେଉଛି ୨ କୋଟି ଟଙ୍କା ରହିଛି । ସେହିପରି ଆସନ୍ତା ବର୍ଷ ଅର୍ଥାତ ୨୦୨୫ ଆଇପିଏଲ ମାର୍ଚ୍ଚ ୧୪ରୁ ଆରମ୍ଭ ହେବ ଆଇପିଏଲର। ମେ’ ୨୫ରେ ଅନୁଷ୍ଠିତ ହେବ ଫାଇନାଲ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ନଭେମ୍ବର ୨୪ ଓ ୨୫ ଦୁଇ ଦିନ ଆଇପିଏଲ ମେଗା ନିଲାମ | Argus News