Ishan Kishan / ଖୁବଶୀଘ୍ର ବିବାହ କରିବେ ଇଶାନ କିଶନ, ରିଲେସନସିପ୍ କନଫର୍ମ କଲେ କ୍ରିକେଟର...
·6 months ago·2 min read

Key Points
କେତେ ଧନୀ ଇଶାନ କିଷନଙ୍କ ଗର୍ଲଫ୍ରେଣ୍ଡ ?
ଭାଇରାଲ ହେଉଛି ଦୁହିଁଙ୍କ ବିବାହ ଖବର
ଭାଇରାଲ ହେଉଛି ଦୁହିଁଙ୍କ ବିବାହ ଖବର
ଗତକାଲିର ମ୍ୟାଚ ପରେ ଖୁବ ଚର୍ଚ୍ଚାରେ କ୍ରିକେଟର ଇଶାନ କିଶନ। ତାଙ୍କ ସହ ତାଙ୍କ ପ୍ରେମିକା ଅଦିତି ହୁଣ୍ଡିଆ ଏବେ ଚର୍ଚ୍ଚାରେ ଅଛନ୍ତି। ଏବେ ପ୍ରଶ୍ନ କି କଣ କରନ୍ତି ଅଦିତି। କେତେ ସମ୍ପତ୍ତିର ମାଲିକାଣୀ ସେ।ଭାରତୀୟ କ୍ରିକେଟ ଦଳର ୱିକେଟକିପର-ବ୍ୟାଟସମ୍ୟାନ୍ ଇଶାନ କିଶନ। ଆଦିତା ହୁଣ୍ଡିଆ, ମଡେଲିଂ ବ୍ୟତୀତ, ଜଣେ ଫ୍ୟାଶନ୍ ଇନଫ୍ଲୁଏନ୍ସର ଏବଂ ବ୍ୟବସାୟୀ। ତାଙ୍କର ମୋଟ ସମ୍ପତ୍ତି ୧୬ ରୁ ୨୫ କୋଟି ଟଙ୍କା ମଧ୍ୟରେ ହେବ ବୋଲି ଆକଳନ କରାଯାଇଛି। ତାଙ୍କ ଆୟର ଏକ ପ୍ରମୁଖ ଅଂଶ ତାଙ୍କ ନିଜସ୍ୱ ଫ୍ୟାଶନ୍ ବ୍ରାଣ୍ଡରୁ ଆସିଥାଏ। ଇନଷ୍ଟାଗ୍ରାମରେ ତାଙ୍କର ୩ ଲକ୍ଷରୁ ଅଧିକ ଫ୍ୟାନ୍ସ ଫଲୋର୍ସ ମଧ୍ୟ ଅଛନ୍ତି। ଯେଉଁଠାରେ ସେ ବିଭିନ୍ନ ବ୍ରାଣ୍ଡର ପ୍ରଚାର କରନ୍ତି। ସଂଗୀତ ଆଲବମ୍ ଏବଂ ମଡେଲିଂ ବ୍ୟତୀତ, ସେ ବିଜ୍ଞାପନ ମାଧ୍ୟମରେ ମଧ୍ୟ ରୋଜଗାର କରନ୍ତି।
ଅଦିତି ହୁଣ୍ଡିଆ ରାଜସ୍ଥାନର ରାଜଧାନୀ ଜୟପୁର ବାସିନ୍ଦା । ତାଙ୍କ ବାପା ଲଲିତ ହୁଣ୍ଡିଆ ସେ ଜଣେ ନାମୀଦାମୀ ବ୍ୟବସାୟୀ। ଅଦିତି ଏକ ଉଚ୍ଚ ଶ୍ରେଣୀର ଜୈନ ପରିବାରରୁ ଆସିଛନ୍ତି । ଅଦିତି ପେଶାରେ ଜନେ ମଡେଲ ଏବଂ ବ୍ଲଗର। ୨୦୧୬ ରୁ ମଡେଲିଂରେ ଆକ୍ଟିଭ୍। ଅଦିତି ଜୟପୁରରେ ନିଜର ଫ୍ୟାଶନ୍ ଆଉଟଲେଟ୍ ମଧ୍ୟ ଖୋଲିଛନ୍ତି। ଅଦିତି ତାଙ୍କର ସମ୍ପୂର୍ଣ୍ଣ ଶିକ୍ଷା ଜୟପୁରରେ ସମାପ୍ତ କରିଛନ୍ତି। ମଡେଲିଂ ବ୍ୟତୀତ, ଅଦିତି ତାଙ୍କ ମାଆଙ୍କ ସହିତ ସାମାଜିକ କାର୍ଯ୍ୟରେ ମଧ୍ୟ ସକ୍ରିୟ। ରିପୋର୍ଟ ଅନୁଯାୟୀ, ସେ ଏବଂ ତାଙ୍କ ମାଆ "ସଙ୍ଗିନୀ" ଗୋଷ୍ଠୀ ସହିତ ଜଡିତ। ଯାହା ଅନାଥ ପିଲାମାନଙ୍କୁ ସାହାଯ୍ୟ କରେ।
କୁହାଯାଉଛି ଯେ, ଦୁହେଁ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। କ୍ରିକେଟର ଇଶାନଙ୍କ ଜେଜେବାପା ଅନୁରାଗ ପାଣ୍ଡେ ସେମାନଙ୍କ ସମ୍ପର୍କକୁ କନଫର୍ମ କରିଛନ୍ତି। ଏତିକି ହିଁ ନୁହେଁ ବିବାହ ପାଇଁ ସମ୍ମତି ମଧ୍ୟ ଦେଇଛନ୍ତି। କୁହାଯାଉଛି ଦୁହେଁ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହୋଇପାରନ୍ତି। ଇଶାନ କିଶନଙ୍କ ସହ ତାଙ୍କ ବିବାହର ଗୁଜବ ପରେ ଫ୍ୟାନ୍ସମାନେ ଗୁଗଲ୍ ସର୍ଚ୍ଚ ଜାରି ରଖିଛନ୍ତି। ଲୋକମାନେ ତାଙ୍କ ବିଷୟରେ ଜାଣିବାକୁ ଏହା ସହ ତାଙ୍କ ବ୍ୟାକଗ୍ରାଉଣ୍ଡ, ଶିକ୍ଷା ଏବଂ ଜୀବନଶୈଳୀ ବିଷୟରେ ଜାଣିବାକୁ ଆଗ୍ରହୀ ଅଛନ୍ତି। ଯାହା ବର୍ତ୍ତମାନ ସମସ୍ତଙ୍କ ସାମ୍ନାରେ। ତେବେ କେବେ ଏହି ଯୋଡି ବିବାହ କରିବେ ତାକୁ ନେଇ ଫ୍ୟାନ୍ସ ବି ଉତ୍ସାହରେ ଅଛନ୍ତି।
ଏଥିସହ ପଢ଼ନ୍ତୁ: ଆଉ ଥରେ ହେବ ମ୍ୟାଚ, ପାକିସ୍ତାନ ଖେଳାଳିଙ୍କୁ କନ୍ଦେଇ ଛାଡିବ ଟିମ ଇଣ୍ଡିଆ!

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଶ୍ରୀଲଙ୍କାରେ ମାଡ଼ ବିଶ୍ବରେ ଗୁଞ୍ଜରଣ। କଲମ୍ବୋରେ ଇଷାନ ଝଡ଼ ଆଗରେ ଚିତ ପଟାଙ୍ଗ୍ ପାକିସ୍ତାନ। ଟିଟ୍ୱେଣ୍ଟି ବିଶ୍ୱକପର ସବୁଠୁ ବଡ଼ ଲଢ଼େଇରେ ଭାରତ ସାମ୍ନାରେ ମାଟି କାମୁଡିଲା ପାକିସ୍ତାନ। କଲମ୍ୱୋ ଫାଇଟରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୬୧ ରନ୍ର ବଡ଼ ବ୍ୟବଧାନରେ ପରାସ୍ତ କରି ସୁପର-୮ରେ ପ୍ରବେଶ କରିଛି ଟିମ୍ ଇଣ୍ଡିଆ। ଇଶାନ୍ କିଷାନଙ୍କ ବିସ୍ଫୋରକ ବ୍ୟାଟିଂ ପରେ ବୋଲରଙ୍କ ଘାତକ ବୋଲିଂରେ ଥରହର ହୋଇଛି ପାକିସ୍ତାନ। ପାକିସ୍ତାନ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତୀୟ ଦଳର ଓପନର ଅଭିଷେକ ଶର୍ମା ଶୂନରେ ଆଉଟ୍ ହୋଇ ନିରାଶ କରିଥିଲେ ମଧ୍ୟ ମଙ୍ଗ ସମ୍ଭାଳି ନେଇଥିଲେ ଇଷାନ କିଷାନ। ମାତ୍ର ୪୦ଟି ବଲରେ ୭୭ ରନ୍ର ଏକ ବିସ୍ଫୋରକ ପାଳି ଖେଳି ପାକିସ୍ତାନୀ ବୋଲରଙ୍କୁ ନାକେଦମ୍ କରିଦେଇଥିଲେ ଇଶାନ୍ କିଷାନ୍।
ଅଧିକ ପଢ଼ନ୍ତୁ ଖେଳ ଖବର:
ଅଧିକ ପଢ଼ନ୍ତୁ ଖେଳ ଖବର:
Related Topics
Explore more stories