Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

KKR vs RCB ଓପନିଂ ମୁକାବିଲା ଆସନ୍ତା କାଲି ହୋଇପାରେ ରବ୍ଦ: ଫ୍ୟାନ୍ସମାନଙ୍କ ପାଇଁ ଦୁଃଖ ଖବର

Ritu Das
Browse all articles by Ritu Das
·1 year ago
KKR vs RCB ଓପନିଂ ମୁକାବିଲା ଆସନ୍ତା କାଲି ହୋଇପାରେ ରବ୍ଦ: ଫ୍ୟାନ୍ସମାନଙ୍କ ପାଇଁ ଦୁଃଖ ଖବର

ଶନିବାର ଦିନ ଅର୍ଥାତ ୨୨ ମାର୍ଚ୍ଚ ୨୦୨୫ରେ ଆଇପିଏଲ ମ୍ୟାଚ ଆରମ୍ଭ ହେବାକୁ ଯାଉଛି । ଟୁର୍ଣ୍ଣାମେଣ୍ଟର ପ୍ରଥମ ମୁକାବିଲା କୋଲକାତା ନାଇଟ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ମଧ୍ୟରେ ଇଡେନ ଗାର୍ଡେନ ଷ୍ଟାଡିୟମରେ ଖେଳାଯିବ । ହେଲେ ଏହାରି ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି ।


ଏହି କାରଣ ପାଇଁ ରଦ୍ଦ ହୋଇପାରେ ମ୍ୟାଚ: କୋଲକାତାରେ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଏହି କାରଣ ପାଇଁ ରଦ୍ଦ ହୋଇପାରେ ମ୍ୟାଚ । ଆଇଏମଡି ଅନୁଯାୟୀ, ଆଣ୍ଟିସାଇକ୍ଲୋନିକ ସର୍କୁଲେସନ କାରଣରୁ ୨୨ ମାର୍ଚ୍ଚ ପର୍ଯ୍ୟନ୍ତ କୋଲକାତାରେ ଘଡଘଡି ଏବଂ ବର୍ଷା ହେବାର ସମ୍ଭାବନା ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
kkr-vs-rcb-opening-match-may-be-cancelled-tomorrow | Argus News