Kohli Reaction / ଗୌତମ ଗମ୍ଭୀରଙ୍କ ନାଁରେ ହାଏ ହାଏ ଶୁଣି କୋହଲି ପବ୍ଲିକଙ୍କୁ ଦେଲେ ଏମିତି ପ୍ରତିକ୍ରିୟା: ଭାଇରାଲ ହେଉଛି ଭିଡିଓ
·5 months ago·2 min read

Key Points
ସେସିଆଲ ମିଡିଆରେ ଏକ ଭିଡିଓ ଖୁବ ଦ୍ରୂତ ଗତିରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ଗୌତମ ଗମ୍ଭୀରଙ୍କ ବିରୋଧରେ ତୀବ୍ର ନାରାବାଜି ହେଉଛି। ଷ୍ଟାଡିୟମରେ ଥିବା ପ୍ରଶଂସକମାନେ ‘ଗୌତମ ଗମ୍ଭୀର ହାଏ ହାଏ’ ସ୍ଲୋଗାନ ଦେଇଥିଲେ।
ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଶେଷ ହୋଇଛି। ନ୍ୟୁଜିଲାଣ୍ଡ ୨-୧ରେ ଐତିହାସିକ ବିଜୟ ହାସଲ କରିଛି। ଗତ ବର୍ଷ କିୱିମାନେ ଟେଷ୍ଟ ସିରିଜରେ ଟିମ୍ ଇଣ୍ଡିଆକୁ ୩-୦ରେ ପରାସ୍ତ କରିଥିଲେ। ପ୍ରଶଂସକମାନେ ଟେଷ୍ଟ ସିରିଜ୍ ପାଇଁ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ଦାୟୀ କରିଥିଲେ। ଏବେ ପୁଣି ଥରେ, ମେନ୍ ଇନ୍ ବ୍ଲୁଙ୍କ ଖରାପ ପ୍ରଦର୍ଶନ ପାଇଁ ପ୍ରଶଂସକମାନେ ମୁଖ୍ୟ ପ୍ରଶିକ୍ଷକଙ୍କ ପ୍ରତି କ୍ରୋଧ ପ୍ରକାଶ କରୁଛନ୍ତି।
ସେସିଆଲ ମିଡିଆରେ ଏକ ଭିଡିଓ ଖୁବ ଦ୍ରୂତ ଗତିରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ଗୌତମ ଗମ୍ଭୀରଙ୍କ ବିରୋଧରେ ତୀବ୍ର ନାରାବାଜି ହେଉଛି। ଷ୍ଟାଡିୟମରେ ଥିବା ପ୍ରଶଂସକମାନେ ‘ଗୌତମ ଗମ୍ଭୀର ହାଏ ହାଏ’ ସ୍ଲୋଗାନ ଦେଇଥିଲେ। ଏହି ନାରାବାଜି ସମୟରେ ସମସ୍ତ ଭାରତୀୟ ଖେଳାଳି ଏବଂ ସପୋର୍ଟ ଷ୍ଟାଫ ଗ୍ରାଉଣ୍ଡରେ ଉପସ୍ଥିତ ଥିଲେ। ମୁଖ୍ୟ କୋଚଙ୍କ ବିରୋଧରେ ନାରାବାଜି ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ଇନ୍ଦୋରର ହୋଲକର ଷ୍ଟାଡିୟମ “ଗୌତମ ଗମ୍ଭୀର ହାଏ ହାଏ” ସ୍ଲୋଗାନରେ କମ୍ପୁଥିଲା। ମୁଖ୍ୟ କୋଚଙ୍କ ବିରୋଧରେ ଏସବୁ ଘଟୁଥିବା ସମୟରେ ବିରାଟ କୋହଲି, ଟିମ ଇଣ୍ଡିଆର ଅନ୍ୟ ଖେଳାଳିଙ୍କ ସହିତ ମଧ୍ୟ ଗ୍ରାଉଣ୍ଡରେ ଉପସ୍ଥିତ ଥିଲେ। ଏହା ଦେଖି କୋହଲି ବିରକ୍ତ ହୋଇଯାଇଥିଲେ।
ବିରାଟ କୋହଲି ‘ଗୌତମ ଗମ୍ଭୀର ହାଏ ହାଏ’ ସ୍ଲୋଗାନ କରୁଥିବା ଜନତାଙ୍କୁ ଇଙ୍ଗିତ କଲେ ଏବଂ ସେମାନଙ୍କୁ ଚୁପ ହେବାକୁ କହିଥିଲେ। ଏହାଶୁଣି ସେ ମୁଣ୍ଡରେ ହାତ ଦେଇଥିଲେ। ଗମ୍ଭୀରଙ୍କ ବିରୋଧରେ ଗର୍ଜନ ଏବଂ ବିରାଟଙ୍କ ପ୍ରତିକ୍ରିୟାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ନ୍ୟୁଜିଲାଣ୍ଡ ପ୍ରଥମ ଥର ପାଇଁ ଭାରତରେ ଦିନିକିଆ ସିରିଜ ଜିତିଲା।
ଏହା ପ୍ରଥମ ଥର ଥିଲା ଯେତେବେଳେ ନ୍ୟୁଜିଲାଣ୍ଡ ଭାରତୀୟ ମାଟିରେ ଭାରତ ବିପକ୍ଷରେ ଏକ ଦିନିକିଆ ସିରିଜ ଜିତିଥିଲା। ଟିମ୍ ଇଣ୍ଡିଆ ସିରିଜର ପ୍ରଥମ ମ୍ୟାଚରେ 4 ୱିକେଟରେ ବିଜୟୀ ହୋଇ ଆଗୁଆ ହୋଇଥିଲା, କିନ୍ତୁ ପରେ ନ୍ୟୁଜିଲାଣ୍ଡ ବାକି ଦୁଇଟି ମ୍ୟାଚ ଜିତି ସିରିଜ ନିଜ ନାଁରେ ଅକ୍ତିଆର କରିଥିଲା।
ନ୍ୟୁଜିଲାଣ୍ଡ ସିରିଜରେ ବିରାଟ କୋହଲିଙ୍କ ବ୍ୟାଟ୍ ପୂରା ଦମରେ ଥିଲା। ସିରିଜରେ ସର୍ବାଧିକ ରନ୍ ସ୍କୋରରଙ୍କ ତାଲିକାରେ ସେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। କୋହଲି ତିନୋଟି ମ୍ୟାଚ୍ ରେ ତିନୋଟି ଇନିଂସରେ 80 ହାରରେ 240 ରନ କରିଥିଲେ। ସେ ଗୋଟିଏ ଶତକ ଏବଂ ଗୋଟିଏ ଅର୍ଦ୍ଧଶତକ କରିଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories