Videos
|
Sports

ଦିଲ୍ଲୀକୁ ୭ ଓ୍ୱିକେଟରେ ପରାସ୍ତ କଲା କୋଲକାତା ନାଇଟ୍ ରାଇଡର୍ସ

Banajyotshna Ray
Browse all articles by Banajyotshna Ray
·2 years ago
ଦିଲ୍ଲୀକୁ ୭ ଓ୍ୱିକେଟରେ ପରାସ୍ତ କଲା କୋଲକାତା ନାଇଟ୍ ରାଇଡର୍ସ

ଅର୍ଗସ ବ୍ୟୁରୋ:  ଆଇପିଏଲ୍‌ରେ ସୋମବାର କୋଲ୍‌କାତା ନାଇଟ୍ ରାଇଡର୍ସ ୭ ୱିକେଟ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି। ବୋଲରଙ୍କ ସହାୟତାରେ କେକେଆର, ଦିଲ୍ଲୀର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲା। ଫଳରେ ଦିଲ୍ଲୀ ମାତ୍ରା ୧୫୩ ରନ୍‌ରେ କରିଥିଲା। ଏହା ପରେ କେକେଆର୍‌ ୨୧ ବଲ୍ ପୂର୍ବରୁ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା। ଫିଲ୍ ସଲ୍ଟଙ୍କ ୬୮ ରନ୍‌ ବଳରେ ଦଳ ସହଜ ବିଜୟ ହାସଲ କରିନେଇଥିଲା। ଏଥିସହିତ କେକେଆର୍‌ ନବମ ମ୍ୟାଚ୍‌ରୁ ଷଷ୍ଠ ବିଜୟ ସହ ଦ୍ବିତୀୟ ସ୍ଥାନରେ ରହିଛି। ଦିଲ୍ଲୀ କ୍ୟାପିଟାଲ୍ସ 11ତମ ମ୍ୟାଚ୍‌ରୁ ଷଷ୍ଠ ପରାଜୟ ବରଣ କରି ଟେବଲୁଲରେ ଷଷ୍ଠ ସଥାନରେ ରହିଛି।

ଅଧିକ ପଢ଼ନ୍ତୁ ଖେଳ ଖବର:

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: