Videos
|
Sports

ପଡ଼ିଆରେ ମ୍ୟାଚ ଚାଲୁଥିବାବେଳେ ବଜ୍ରପାତ

Ritu Das
Browse all articles by Ritu Das
·2 years ago
ପଡ଼ିଆରେ ମ୍ୟାଚ ଚାଲୁଥିବାବେଳେ ବଜ୍ରପାତ

ଅର୍ଗସ ବ୍ୟୁରୋ: ଇଣ୍ଡୋନେସିଆରୁ ଏକ ହୃଦୟ ବିଦାରକ ଖବର ଆସିଛି। ଏକ ଲାଇଭ ମ୍ୟାଚ ସମୟରେ ବଜ୍ରପାତରେ ଖେଳାଳିଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। 

ଇଣ୍ଡୋନେସିଆରେ ଏକ ଫ୍ରେଣ୍ଡଲି ଫୁଟବଲ ମ୍ୟାଚ ସମୟରେ ଶନିବାର ଏହି ଘଟଣା ଘଟିଛି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଆପଣ ଦେଖିପାରିବେ ଯେ, ଖରାପ ପାଗରେ ମ୍ୟାଚ ଖେଳାଯାଉଛି। ଏବଂ ସମସ୍ତ ଖେଳାଳି ପ୍ରତି ଧ୍ୟାନ ଦେଉଛନ୍ତି। ଏହି ସମୟ ମଧ୍ୟରେ ଜଣେ ଖେଳାଳିଙ୍କୁ ବିଜୁଳି ମାରିଛି। ଆଉ ସେ ତଳେ ପଡ଼ିଯାଇଛନ୍ତି। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Lightning during | Argus News