Cricketer Dating / ସିରାଜ ନୁହେଁ, ମାହିରା ଶର୍ମା ଏହି କ୍ରିକେଟରଙ୍କୁ ଡେଟ୍ କରୁଥିବା ଜଣାପଡ଼ିଛି
·1 hour ago·2 min read

Key Points
ଭାରତୀୟ କ୍ରିକେଟର ଅଭିଷେକ ଶର୍ମା ଏବଂ ଅଭିନେତ୍ରୀ ମାହିରା ଶର୍ମା ପୁଣିଥରେ ଚର୍ଚ୍ଚାରେ ଅଛନ୍ତି
କିନ୍ତୁ ଏଥର ସେମାନଙ୍କର ଲଭଲାଇଫ ପାଇଁ ସେ ଖବରରେ ଅଛନ୍ତି

ଭାରତୀୟ କ୍ରିକେଟର ଅଭିଷେକ ଶର୍ମା ଏବଂ ଅଭିନେତ୍ରୀ ମାହିରା ଶର୍ମା ପୁଣିଥରେ ଚର୍ଚ୍ଚାରେ ଅଛନ୍ତି, କିନ୍ତୁ ଏଥର ସେମାନଙ୍କର ଲଭଲାଇଫ ପାଇଁ ସେ ଖବରରେ ଅଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ସୋସିଆଲ ମିଡିଆ ବ୍ୟବହାରକାରୀମାନେ ସେମାନଙ୍କର ଇନଷ୍ଟାଗ୍ରାମ ପୋଷ୍ଟରେ ଏକ ଆକର୍ଷଣୀ କଥା ଲକ୍ଷ୍ୟ କରିଛନ୍ତି। ଯାହା ଫଳରେ ସେମାନେ ଦୁହେଁ ଡେଟ୍ କରୁଛନ୍ତି ବୋଲି ଅନୁମାନ କରାଯାଉଛି। ଯାହା ଦ୍ୱାରା ସେମାନଙ୍କ ମଧ୍ୟରେ ସମ୍ଭାବ୍ୟ ସମ୍ପର୍କ ବିଷୟରେ ସୋସିଆଲ ମିଡିଆରେ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି।
ଏହାସହ ପଢ଼ନ୍ତୁ: IND vs AFG: ODI ସିରିଜ ପାଇଁ ଟିମ୍ ଇଣ୍ଡିଆରେ ବଡ଼ ପରିବର୍ତ୍ତନ… ୭ଜଣ ଟେଷ୍ଟ ଖେଳାଳିଙ୍କୁ ବାଦ୍ ଦିଆଗଲା
ମାହିରା ଶର୍ମା ଇନଷ୍ଟାଗ୍ରାମରେ କଳା ଟ୍ୟାଙ୍କ ଟପ୍ ଏବଂ ଜିନ୍ସ ପିନ୍ଧି ଫଟୋ ପୋଷ୍ଟ କରିଛନ୍ତି। ସେ ପୋଷ୍ଟର କ୍ୟାପସନରେ ଲେଖିଛନ୍ତି, "ଯଦି ତୁମେ କଥା ହେବାକୁ ଚାହୁଁଛ, ମୋର ସୁନ୍ଦରତା ବିଷୟରେ କଥା ହୁଅ।" ତଥାପି, ପ୍ରଶଂସକମାନେ ଅନ୍ୟ କିଛି ପ୍ରତି ଆକର୍ଷିତ ହୋଇଥିଲେ। ମାହିରାଙ୍କ ହାତପାଖରେ 'ପ୍ଲସ୍' ଚିହ୍ନ ଥିବା ଏକ କଳା ବ୍ରେସଲେଟ୍। ଏହି ନିର୍ଦ୍ଦିଷ୍ଟ ବ୍ରେସଲେଟ୍ ସୋସିଆଲ ମିଡିଆରେ ଆଲୋଚନାର ବିଷୟ ପାଲଟିଛି । ଯାହା ପ୍ରଶଂସକମାନଙ୍କୁ ଅଭିଷେକ ଶର୍ମାଙ୍କ ସହ ଯୋଡିବାକୁ ସଙ୍କେତ ଦେଇଥିଲା ଏବଂ ଦୁହେଁ ସମ୍ପର୍କରେ ଅଛନ୍ତି ବୋଲି ଗୁଜବକୁ ପ୍ରୋତ୍ସାହିତ କରିଥିଲା।
ଇଣ୍ଟେରେଷ୍ଟିଙ୍ଗ କଥା ହେଉଛି, ପ୍ରାୟ ସେହି ସମୟରେ ମାହିରା ତାଙ୍କ ପୋଷ୍ଟ ସେୟାର କରିଥିଲେ। ଅଭିଷେକ ଶର୍ମା ମଧ୍ୟ ଇନଷ୍ଟାଗ୍ରାମରେ ଫଟୋ ଅପଲୋଡ୍ କରିଥିଲେ। ଏହି ପୋଷ୍ଟ-ଆଇପିଏଲ୍ ଫଟୋରେ, ଅଭିଷେକଙ୍କୁ ସମାନ 'ପ୍ଲସ୍' ଚିହ୍ନ ଥିବା ଏକ ସମାନ ବ୍ରେସଲେଟ୍ ପିନ୍ଧିଥିବା ଦେଖାଯାଇଥିଲା। ଏହି ସମାନତା ପ୍ରଶଂସକଙ୍କ ମଧ୍ୟରେ ଆଲୋଚନାର ବିଷୟ ପାଲଟିଥିଲା। ସମାନ ଥିବା ବ୍ରେସଲେଟ୍ ଏବଂ ପ୍ରାୟ ଗୋଟିଏ ସମୟରେ ସେୟାର ହୋଇଥିବା ପୋଷ୍ଟ ଦେଖି, ସୋସିଆଲ ମିଡିଆ ୟୁଜର୍ସମାନେ ଅଦ୍ଭୁତ ଭାବରେ ଅନୁମାନ କରିବା ଆରମ୍ଭ କରିଥିଲେ। ପ୍ରଶଂସକମାନେ ବିଶ୍ୱାସ କରନ୍ତି ଯେ ଉଭୟଙ୍କ ମଧ୍ୟରେ କିଛି ବିଶେଷ କିଛି ଚାଲିଛି। ହେଲେ ଏଥିରେ କୌଣସି ଅଫିସିଆଲି ଘୋଷଣା କନଫର୍ମ ହୋଇନି।
ମାହିରା ଶର୍ମାଙ୍କ ନାଁ ପୂର୍ବରୁ ମହମ୍ମଦ ସିରାଜଙ୍କ ସହ ଯୋଡା ଯାଇଥିଲା
ମାହିରା ଶର୍ମାଙ୍କ ନାମ ପ୍ରଥମ ଥର ପାଇଁ ଜଣେ କ୍ରିକେଟରଙ୍କ ସହ ଯୋଡା ଯାଇଛି ବୋଲି ପୂର୍ବରୁ ଚର୍ଚ୍ଚା ହୋଇଥିଲା। ତଥାପି, ରିପୋର୍ଟ ଅନୁଯାୟୀ, ମାହିରା ଏବଂ ସିରାଜ ଉଭୟ ଏହି ଦାବିଗୁଡ଼ିକୁ ଅସ୍ୱୀକାର କରିଛନ୍ତି ଏବଂ ସ୍ପଷ୍ଟ କରିଛନ୍ତି ଯେ ଗୁଜବଗୁଡ଼ିକ ଭିତ୍ତିହୀନ। ବର୍ତ୍ତମାନ, ଅଭିଷେକ ଶର୍ମା ଏବଂ ମାହିରା ଶର୍ମାଙ୍କ ମଧ୍ୟରେ ସମ୍ପର୍କର କୌଣସି ଠୋସ୍ ପ୍ରମାଣ ନାହିଁ। ସମସ୍ତ କଳ୍ପନାଜଳ୍ପନା ସେମାନଙ୍କର ସମାନ ଆସେସୋରିଜ୍ ଏବଂ ପ୍ରଶଂସକଙ୍କ ମନ୍ତବ୍ୟ ଉପରେ ଆଧାରିତ। ଯେପର୍ଯ୍ୟନ୍ତ ସେମାନଙ୍କ ମଧ୍ୟରୁ କେହି ଖୋଲାଖୋଲି ଭାବରେ କଥା ନ କୁହନ୍ତି, ଏହି ଗୁଜବ କେବଳ ସେହିପରି ରହିବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories