Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ମଣିପାଲ ଟାଇଗର୍ସକୁ 2 ରନ୍‌ରେ ହରାଇଲା କୋଣାର୍କ ସୂର୍ଯ୍ୟାସ

Smruti Parija
Browse all articles by Smruti Parija
·1 year ago
ମଣିପାଲ ଟାଇଗର୍ସକୁ 2 ରନ୍‌ରେ ହରାଇଲା କୋଣାର୍କ ସୂର୍ଯ୍ୟାସ

ଅର୍ଗସ ବ୍ୟୁରୋ: ମଣିପାଲ ଟାଇଗର୍ସକୁ ହରାଇଲା କୋଣାର୍କ ସୂର୍ଯ୍ୟାସ । ଲିଜେଣ୍ଡସ ଲିଗ୍ କ୍ରିକେଟରେ କୋଣାର୍କ ସୂର୍ଯ୍ୟାସ ଓଡ଼ିଶା ଦଳ ବିଜୟୀ । ବିଜୟ ସହ ଅଭିଯାନ ଆରମ୍ଭ କଲା କୋଣାର୍କ ସୂର୍ଯ୍ୟାସ ଓଡ଼ିଶା । ମଣିପାଲ ଟାଇଗର୍ସକୁ 2 ରନ୍‌ରେ ହରାଇଲା କୋଣାର୍କ ସୂର୍ଯ୍ୟାସ । ଲୋ ସ୍କୋରିଂ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍‌ ମଣିପାଲ ଟାଇଗର୍ସକୁ ହରାଇଲା । ମଣିପାଲ ଟାଇଗର୍ସକୁ 105 ରନ୍‌ ଟାର୍ଗେଟ୍ ଦେଇଥିଲା କୋଣାର୍କ ସୂର୍ଯ୍ୟାସ ।  ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ୍ ହରାଇ 102 ରନ୍ କଲା ମଣିପାଲ ଟାଇଗର୍ସ । ଉଦଘାଟନୀ ମ୍ୟାଚରେ ଜିତିଲା ଓଡ଼ିଶାର କୋଣାର୍କ ସୂରୟାସ ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Manipal Tigers lost to-Konark Suryas by 2 runs | Argus News