Videos
|
Sports

ଇଂଲଣ୍ଡକୁ ୬୮ ରନରେ ହରାଇ ତୃତୀୟ ଥର ଫାଇନାଲରେ ପ୍ରବେଶ କଲା ଭାରତ

Banajyotshna Ray
Browse all articles by Banajyotshna Ray
·2 years ago
ଇଂଲଣ୍ଡକୁ ୬୮ ରନରେ ହରାଇ ତୃତୀୟ ଥର ଫାଇନାଲରେ ପ୍ରବେଶ କଲା ଭାରତ

ଅର୍ଗସ ବ୍ୟୁରୋ:  10 ବର୍ଷ ଅପେକ୍ଷାର ପଡ଼ିଛି ପୂର୍ଣ୍ଣଛେଦ । 2022 ଟି-20 ବିଶ୍ବକପ୍ ସେମିଫାଇନାଲ ପରାଜୟର ପ୍ରତିଶୋଧ ନେଇ ଭାରତ ଏଥର ଫାଇନାଲରେ ପ୍ରବେଶ କରିଛି। ବର୍ଷା ମଧ୍ୟ ଭାରତର ବିଜୟକୁ ଅଟକାଇ ପାରିନଥିଲା। ଦ୍ବିତୀୟ ସେମିଫାଇନାଲରେ ଇଂଲଣ୍ଡକୁ ଭାରତ 68 ରନ ରେ ହରାଇଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ 7 ଓ୍ବିକେଟ ବିନିମୟରେ 171 ରନ ସଂଗ୍ରହ କରିଥିଲା । ଏହାର ଜବାବରେ ଇଂଲଣ୍ଡ 16.4 ଓଭରରେ 103 ରନ କରି ଅଲ ଆଉଟ ହୋଇଯାଇଥିଲା । ତେବେ ଟାଇଟଲ ଲଢେଇରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ଭାରତ। ଶେଷଥର ପାଇଁ ଭାରତ 2014 ଟି-20 ଫାଇନାଲ ଖେଳିଥିଲା ।

ଅଧିକ ପଢ଼ନ୍ତୁ ଖେଳ ଖବର:

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: