ପ୍ୟାରିସ ଅଲମ୍ପିକ୍ସକୁ ୪୦ ଏସି ପଠାଇଲା କ୍ରୀଡ଼ା ମନ୍ତ୍ରଣାଳୟ
·1 year ago

ଅର୍ଗସ ବ୍ୟୁରୋ:ଚାଲିଛି କ୍ରୀଡ଼ା ମହାକୁମ୍ଭ,ପ୍ୟାରିସରୁ ସାମ୍ନାକୁ ଆସିଛି ଚିନ୍ତାଜନକ ଖବର। ଏଯାଏ ଭାରତ ପ୍ୟାରିସ ଅଲମ୍ପିକ୍ସରେ ୩ଟି ବ୍ରୋଞ୍ଜ ପଦକ ଜିତିଛି। ନିର୍ମାଣ ହୋଇଥିବା କ୍ରୀଡ଼ା ଗ୍ରାମରେ ଏସି ବ୍ୟବହାର କରାଯାଇ ନାହିଁ,ଫଳରେ ଅତ୍ୟଧିକ ଗରମ ଅନୁଭବ କରୁଛନ୍ତି ଭାରତୀୟ କ୍ରୀଡ଼ାବିତ,ଏହାକୁ ଦୃଷ୍ଟିରେ ରଖି ଗରମରୁ ରକ୍ଷା ପାଇବା ପାଇଁ ୪୦ଟି ପୋର୍ଟେବଲ ଏସି ପଠାଇଛି କ୍ରୀଡ଼ା ମନ୍ତ୍ରଣାଳୟ।
ପ୍ୟାରିସରେ ତାପମାତ୍ରା ୪୦ ଡିଗ୍ରୀରୁ ଉପରେ ରହିଛି। ଫଳରେ ଏନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ବିଭିନ୍ନ ରାଷ୍ଟ୍ରର ପ୍ରତିନିଧି। ବ୍ରୋଞ୍ଜ ପଦକ ହାତେଇଥିବା ଭାରତୀୟ ସୁଟର ସ୍ୱପ୍ନିଲ ମଧ୍ୟ
ଏନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: