Asian Games 2026 / ଏସୀୟ କ୍ରୀଡ଼ାରେ ୨୮ବର୍ଷ ପରେ ଇତିହାସ ରଚିଲେ ମୀରାବାଇ ଚାନୁ…ଜିତିଲେ ରୌପ୍ୟ ପଦକ
·29 mins ago·3 min read

Key Points
ଭାରତର ପ୍ରସିଦ୍ଧ ଭାରୋତ୍ତୋଳକ ମୀରାବାଇ ଚାନୁ 2026 ଏସୀୟ କ୍ରୀଡାରେ ମହିଳା ୪୯ କିଲୋଗ୍ରାମ ଇଭେଣ୍ଟରେ ରୌପ୍ୟ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି।
ଭାରତର ପ୍ରସିଦ୍ଧ ଭାରୋତ୍ତୋଳକ ମୀରାବାଇ ଚାନୁ 2026 ଏସୀୟ କ୍ରୀଡାରେ ମହିଳା ୪୯ କିଲୋଗ୍ରାମ ଇଭେଣ୍ଟରେ ରୌପ୍ୟ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି। ଏହି ବିଜୟ ତାଙ୍କ ଚମତ୍କାର କ୍ୟାରିୟରର ଶୂନ୍ୟସ୍ଥାନକୁ ଏସୀୟ କ୍ରୀଡା ପଦକ ସହିତ ପୂରଣ କରିଛି। ସେ ମୋଟ୍ ୧୯୮ କିଲୋଗ୍ରାମ(ସ୍ନେଚ୍ ୮୭ କିଲୋଗ୍ରାମ ଏବଂ କ୍ଲିନ୍ ଆଣ୍ଡ ଜର୍କ ୧୧୧ କିଲୋଗ୍ରାମ) ଓଜନ ଇଠାଇ ରୌପ୍ୟ ସଫଳତା ହାସଲ କରିଛନ୍ତି ।
ଏହାସହ ପଢ଼ନ୍ତୁ: ଏସୀୟ କ୍ରୀଡା 2026: କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିଲା ଟିମ୍ ଇଣ୍ଡିଆ, ଶ୍ରୀଲଙ୍କାକୁ ୧୪୭ ରନରେ ପରାସ୍ତ କରି ଇତିହାସ ରଚିଲା
ସେ ଉତ୍ତର କୋରିଆର ଗୋଲ୍ଡ ମେଡାଲିଷ୍ଟ ରି ବାଦ ଏସିଆନ ଗେମ୍ସରେ ଭାରଉତ୍ତୋଳନ ମେଡାଲ ହାସଲ କରିଛନ୍ତି । ଏହି ଏସିଆନ ଗେମ୍ସରେ ଚାନୁଙ୍କର ଏହା ପ୍ରଥମ ପଦକ । ଭାରତ ୨୮ ବର୍ଷ ପରେ ଏସିଆନ ଗେମ୍ସ ଭାରଉତ୍ତୋଳନରେ ପଦକ ଜିତିଛି । ଗତ ସିଜିନରେ ସେ ଚତୁର୍ଥ ସ୍ଥାନରେ ରହିଥିଲେ । ଚାନୁ ଅଲମ୍ପିକ୍ସରେ ରୌପ୍ୟ ପଦକ, କମନୱେଲ୍ଥ ଗେମ୍ସରେ ୩ଟି ସ୍ୱର୍ଣ୍ଣ ପଦକ ଜିତିଥିଲେ ।
ଏସିଆନ ଗେମ୍ସରେ ଭାରୋତ୍ତୋଳନରେ ଭାରତର ଶେଷ ପଦକ ୧୯୯୮ ମସିହାରେ ଆସିଥିଲା । ୧୯୯୮ ବ୍ୟାଙ୍କକ ଏସୀୟ ଗେମ୍ସରେ କର୍ଣ୍ଣମ ମଲ୍ଲେଶ୍ୱରୀ ମହିଳା ୬୩ କିଲୋଗ୍ରାମ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିଲେ। ପରବର୍ତ୍ତୀ ୨୮ ବର୍ଷ ମଧ୍ୟରେ ଭାରତ ଏସୀୟ ଗେମ୍ସରେ କୌଣସି ପଦକ ପାଇନଥିଲା। ଏବେ, ୨୦୨୬ ଜାପାନ ଏସୀୟ ଗେମ୍ସରେ, ମୀରାବାଇ ଚାନୁ ଶେଷରେ ସେହି ପଦକ ମରୁଡ଼ି ର ଅନ୍ତ କରିଛନ୍ତି । ମୀରାବାଇ ୨୦୨୦ ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ବିଜେତା ଏବଂ ୨୦୨୬ ରାଜ୍ୟଗୋଷ୍ଠୀ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତି ଆସୁଥିଲେ। ଫଳସ୍ୱରୂପ, ତାଙ୍କୁ ଏସୀୟ ଗେମ୍ସ ସ୍ୱର୍ଣ୍ଣ ପଦକ ପାଇଁ ଜଣେ ଦୃଢ଼ ଦାବିଦାର ଭାବରେ ବିବେଚନା କରାଯାଉଥିଲା, କିନ୍ତୁ ଉତ୍ତର କୋରିଆର ଆଥଲେଟ୍ ରି ସୋଙ୍ଗ୍ ଗମ୍ ଆରମ୍ଭରୁ ଇଭେଣ୍ଟରେ ପ୍ରାଧାନ୍ୟ ବିସ୍ତାର କରିଥିଲେ। ମୀରାବାଇ ଚାନୁ ଏସୀୟ କ୍ରୀଡ଼ାର ସ୍ନାଚ୍ ରାଉଣ୍ଡରେ ୮୭ କିଲୋଗ୍ରାମ ଓଜନ ଉଠାଇଥିଲେ। ସ୍ନାଚ୍ ରାଉଣ୍ଡ ପରେ ସେ ତୃତୀୟ ସ୍ଥାନ ଅଧିକାର କରିଥିଲେ ।
ଉତ୍ତର କୋରିଆର ରି ସଙ୍ଗ ଗମ୍ ୯୪ କିଲୋଗ୍ରାମ ଓଜନ ଉଠାଇ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଉତ୍ତର କୋରିଆର ଆଥଲେଟ୍ କ୍ଲିନ୍ ଆଣ୍ଡ ଜର୍କରେ ମଧ୍ୟ ପ୍ରାଧାନ୍ୟ ବିସ୍ତାର କରି ସ୍ୱର୍ଣ୍ଣ ପଦକ ଜିତିଥିଲେ। ଚଳିତ ଏସିଆନ୍ ଗେମ୍ସରେ ସମୟ ସରିବା ସହ ବିଭିନ୍ନ ଇଭେଣ୍ଟରେ ଭାରତର ପ୍ରଦର୍ଶନ ଦେଖିବାକୁ ମିଳିଛି । ଭାରତ ଖାତରେ ମୋଟ୍ ୧୧ ପଦକ ରହିଛି । ଭାରତ ପାଖରେ ୧ ସ୍ବର୍ଣ୍ଣ, ୫ ରୌପ୍ୟ ଓ ୫ ବ୍ରୋଞ୍ଜ ପଦକ ରହିଛି । ପଦକ ତାଲିକାରେ ଅଷ୍ଟମ ସ୍ଥାନରେ ରହିଛି ଭାରତ । ମହିଳା ୧୦ ମିଟର ଏୟାର ପିସ୍ତର ଇଭେଣ୍ଟରେ ମନୁ ଭାକର ପଦକରୁ ବଞ୍ଚିତ ରହିଛନ୍ତି । ଟିମ୍ ଇଭେଣ୍ଟରେ ଭାରତ ଚତୁର୍ଥ ସ୍ଥାନରେ ରହିଛି । ସେହିପରି ମହିଳା ହକି ଟିମ୍ ଥାଇଲାଣ୍ଡ ବିପକ୍ଷରେ ବିରାଟ ବିଜୟ ହାସଲ କରିଛି । ୨୦-୧ ଗୋଲରେ ଥାଇଲାଣ୍ଡକୁ ପରାସ୍ତ କରିଛି ମହିଳା ହକି ଦଳ । ସେହିପରି ପୁରୁଷ କବାଡ଼ିରେ ଗ୍ରୁପ ଷ୍ଟେଜର ତୃତୀୟ ମ୍ୟାଚରେ ବାଂଲାଦେଶକୁ ପରାସ୍ତ କରିଛି ଭାରତ । ଆସନ୍ତାକାଲି ଚୀନ ବିପକ୍ଷରେ ପରବର୍ତ୍ତୀ ମ୍ୟାଚ୍ ଖେଳିବ ଭାରତ ।
ପ୍ରଧାନମନ୍ତ୍ରୀ ମୋଦୀ ଅଭିନନ୍ଦନ ଜଣାଇଛନ୍ତି
ପ୍ରଧାନମନ୍ତ୍ରୀ ମୋଦୀ ମୀରାବାଇ ଚାନୁଙ୍କୁ ପଦକ ଜିତିବା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, “ତୁମ ପାଇଁ ଏକ ସ୍ୱତନ୍ତ୍ର ରୌପ୍ୟ ପଦକ।“ ମହିଳା ୪୯ କିଲୋଗ୍ରାମ ଭାରୋତ୍ତୋଳନ ଇଭେଣ୍ଟରେ ପଦକ ଜିତିବା ପାଇଁ ତୁମକୁ ଅଭିନନ୍ଦନ। ତୁମର ଦୃଢ଼ ସଂକଳ୍ପ ଏବଂ ସ୍ଥିରତା ଦେଶକୁ ପ୍ରେରଣା ଦେଇ ଚାଲିଛି। ଭାରତ ତୁମ ପାଇଁ ଗର୍ବିତ। ତୁମର ଏହି ସଫଳତାରେ ଦେଶ ପକ୍ଷରୁ ତୁମକୁ ଅଜସ୍ର ଶୁଭେଚ୍ଛା

Mirabai Chanu nails all her three Snatch attempts, successfully lifting 83kg, 85kg and 87kg in a perfect start to her Asian Games campaign! 🔥
— Sony Sports Network (@SonySportsNetwk) September 23, 2026
Watch the 20th Asian Games Aichi-Nagoya LIVE on Sony Sports Network TV channels & Sony LIV.#SonySportsNetwork #SonyLIV #AsianGames… pic.twitter.com/E1DnrjOhuB
ଏସିଆନ ଗେମ୍ସରେ ଭାରୋତ୍ତୋଳନରେ ଭାରତର ଶେଷ ପଦକ ୧୯୯୮ ମସିହାରେ ଆସିଥିଲା । ୧୯୯୮ ବ୍ୟାଙ୍କକ ଏସୀୟ ଗେମ୍ସରେ କର୍ଣ୍ଣମ ମଲ୍ଲେଶ୍ୱରୀ ମହିଳା ୬୩ କିଲୋଗ୍ରାମ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିଲେ। ପରବର୍ତ୍ତୀ ୨୮ ବର୍ଷ ମଧ୍ୟରେ ଭାରତ ଏସୀୟ ଗେମ୍ସରେ କୌଣସି ପଦକ ପାଇନଥିଲା। ଏବେ, ୨୦୨୬ ଜାପାନ ଏସୀୟ ଗେମ୍ସରେ, ମୀରାବାଇ ଚାନୁ ଶେଷରେ ସେହି ପଦକ ମରୁଡ଼ି ର ଅନ୍ତ କରିଛନ୍ତି । ମୀରାବାଇ ୨୦୨୦ ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ବିଜେତା ଏବଂ ୨୦୨୬ ରାଜ୍ୟଗୋଷ୍ଠୀ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତି ଆସୁଥିଲେ। ଫଳସ୍ୱରୂପ, ତାଙ୍କୁ ଏସୀୟ ଗେମ୍ସ ସ୍ୱର୍ଣ୍ଣ ପଦକ ପାଇଁ ଜଣେ ଦୃଢ଼ ଦାବିଦାର ଭାବରେ ବିବେଚନା କରାଯାଉଥିଲା, କିନ୍ତୁ ଉତ୍ତର କୋରିଆର ଆଥଲେଟ୍ ରି ସୋଙ୍ଗ୍ ଗମ୍ ଆରମ୍ଭରୁ ଇଭେଣ୍ଟରେ ପ୍ରାଧାନ୍ୟ ବିସ୍ତାର କରିଥିଲେ। ମୀରାବାଇ ଚାନୁ ଏସୀୟ କ୍ରୀଡ଼ାର ସ୍ନାଚ୍ ରାଉଣ୍ଡରେ ୮୭ କିଲୋଗ୍ରାମ ଓଜନ ଉଠାଇଥିଲେ। ସ୍ନାଚ୍ ରାଉଣ୍ଡ ପରେ ସେ ତୃତୀୟ ସ୍ଥାନ ଅଧିକାର କରିଥିଲେ ।
A special Silver for @mirabai_chanu! Congratulations to her on winning the medal in the Women’s 49 kg Weightlifting event. Her determination and consistency continue to inspire the nation. India is proud of her. Best wishes for her future endeavours: PM @narendramodi pic.twitter.com/PTKLjXRjjw
— PMO India (@PMOIndia) September 23, 2026
ଉତ୍ତର କୋରିଆର ରି ସଙ୍ଗ ଗମ୍ ୯୪ କିଲୋଗ୍ରାମ ଓଜନ ଉଠାଇ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଉତ୍ତର କୋରିଆର ଆଥଲେଟ୍ କ୍ଲିନ୍ ଆଣ୍ଡ ଜର୍କରେ ମଧ୍ୟ ପ୍ରାଧାନ୍ୟ ବିସ୍ତାର କରି ସ୍ୱର୍ଣ୍ଣ ପଦକ ଜିତିଥିଲେ। ଚଳିତ ଏସିଆନ୍ ଗେମ୍ସରେ ସମୟ ସରିବା ସହ ବିଭିନ୍ନ ଇଭେଣ୍ଟରେ ଭାରତର ପ୍ରଦର୍ଶନ ଦେଖିବାକୁ ମିଳିଛି । ଭାରତ ଖାତରେ ମୋଟ୍ ୧୧ ପଦକ ରହିଛି । ଭାରତ ପାଖରେ ୧ ସ୍ବର୍ଣ୍ଣ, ୫ ରୌପ୍ୟ ଓ ୫ ବ୍ରୋଞ୍ଜ ପଦକ ରହିଛି । ପଦକ ତାଲିକାରେ ଅଷ୍ଟମ ସ୍ଥାନରେ ରହିଛି ଭାରତ । ମହିଳା ୧୦ ମିଟର ଏୟାର ପିସ୍ତର ଇଭେଣ୍ଟରେ ମନୁ ଭାକର ପଦକରୁ ବଞ୍ଚିତ ରହିଛନ୍ତି । ଟିମ୍ ଇଭେଣ୍ଟରେ ଭାରତ ଚତୁର୍ଥ ସ୍ଥାନରେ ରହିଛି । ସେହିପରି ମହିଳା ହକି ଟିମ୍ ଥାଇଲାଣ୍ଡ ବିପକ୍ଷରେ ବିରାଟ ବିଜୟ ହାସଲ କରିଛି । ୨୦-୧ ଗୋଲରେ ଥାଇଲାଣ୍ଡକୁ ପରାସ୍ତ କରିଛି ମହିଳା ହକି ଦଳ । ସେହିପରି ପୁରୁଷ କବାଡ଼ିରେ ଗ୍ରୁପ ଷ୍ଟେଜର ତୃତୀୟ ମ୍ୟାଚରେ ବାଂଲାଦେଶକୁ ପରାସ୍ତ କରିଛି ଭାରତ । ଆସନ୍ତାକାଲି ଚୀନ ବିପକ୍ଷରେ ପରବର୍ତ୍ତୀ ମ୍ୟାଚ୍ ଖେଳିବ ଭାରତ ।
ପ୍ରଧାନମନ୍ତ୍ରୀ ମୋଦୀ ଅଭିନନ୍ଦନ ଜଣାଇଛନ୍ତି
ପ୍ରଧାନମନ୍ତ୍ରୀ ମୋଦୀ ମୀରାବାଇ ଚାନୁଙ୍କୁ ପଦକ ଜିତିବା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, “ତୁମ ପାଇଁ ଏକ ସ୍ୱତନ୍ତ୍ର ରୌପ୍ୟ ପଦକ।“ ମହିଳା ୪୯ କିଲୋଗ୍ରାମ ଭାରୋତ୍ତୋଳନ ଇଭେଣ୍ଟରେ ପଦକ ଜିତିବା ପାଇଁ ତୁମକୁ ଅଭିନନ୍ଦନ। ତୁମର ଦୃଢ଼ ସଂକଳ୍ପ ଏବଂ ସ୍ଥିରତା ଦେଶକୁ ପ୍ରେରଣା ଦେଇ ଚାଲିଛି। ଭାରତ ତୁମ ପାଇଁ ଗର୍ବିତ। ତୁମର ଏହି ସଫଳତାରେ ଦେଶ ପକ୍ଷରୁ ତୁମକୁ ଅଜସ୍ର ଶୁଭେଚ୍ଛା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories