World Cup / ଫାଇନାଲ୍ ପୂର୍ବରୁ ନ୍ୟୁଜିଲାଣ୍ଡ ଅଧିନାୟକ ସେଣ୍ଟନର କହିଲେ- କାହିଁକି ଲାଗୁଛି ଡର ?
·4 months ago·2 min read

Key Points
ସେଣ୍ଟନର କହିଛନ୍ତି, ନ୍ୟୁଜିଲାଣ୍ଡ ଛୋଟ ଛୋଟ ଭୁଲ୍ ସୁଧାରିବାକୁ ପ୍ରୟାସ କରୁଛି । ବିଗତ କିଛି ଟୁର୍ଣ୍ଣାମେଣ୍ଟରେ ଆମ ଦଳ ଉନ୍ନତ ପ୍ରଦର୍ଶନ କରିଛି ।
ଅହମଦାବାଦ: ଆଇସିସି ଟି-ଟ୍ଵେଣ୍ଟି ବିଶ୍ଵକପ୍ ୨୦୨୬ର ଫାଇନାଲ୍ ମୁକାବିଲା ରବିବାର ଅହମଦାବାଦରେ ଖେଳାଯିବ । ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ୍ ମ୍ୟାଚ୍ ପୂର୍ବରୁ ନ୍ୟୁଜିଲାଣ୍ଡ ଅଧିନାୟକ ମିଚେଲ୍ ସେଣ୍ଟନର ପ୍ରେସମିଟ୍ରେ ଅନକ ରୋଚକ ପ୍ରଶ୍ନର ଜବାବ ଦେଇଛନ୍ତି ।
ଭାରତୀୟ ବୋଲର୍ ଜଶପ୍ରୀତ ବୁମରାଙ୍କ ପ୍ରଶଂସା କରିଛନ୍ତି ସେଣ୍ଟନର । ସେ କହିଛନ୍ତି, "ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଭଲ୍ ସ୍କୋର୍ ହେବ । ଜଶପ୍ରୀତ ବୁମ୍ରା ନିଶ୍ଚିତ ଭାବେ ଭାରତ ପାଇଁ ଗେମ୍ ଚେଞ୍ଜର ସାବ୍ୟସ୍ତ ହେବେ ।"
ଏଥିସହ ପଢ଼ନ୍ତୁ: ଫାଇନାଲ୍ ପୂର୍ବରୁ ନ୍ୟୁଜିଲାଣ୍ଡ ଖେଳାଳିଙ୍କ ବଡ଼ ବୟାନ୍, ବୁମରାହଙ୍କୁ ନେଇ କହିଦେଲେ ଏମିତି କଥା...
ସାମ୍ବାଦିକ ସମ୍ମିଳନୀରେ ସେଣ୍ଟନର ଆହୁରି କହିଛନ୍ତି, "ନ୍ୟୁଜିଲାଣ୍ଡ ଛୋଟ ଛୋଟ ଭୁଲ୍ ସୁଧାରିବାକୁ ପ୍ରୟାସ କରୁଛି । ବିଗତ କିଛି ଟୁର୍ଣ୍ଣାମେଣ୍ଟରେ ଆମ ଦଳ ଉନ୍ନତ ପ୍ରଦର୍ଶନ କରିଛି । ଟ୍ରଫି ହାତେଇବା ପାଇଁ କିଛି ଲୋକଙ୍କ ହୃଦୟ ଭାଙ୍ଗିବାରେ ମୋର କୌଣସି ଆପତ୍ତି ନାହିଁ ।"
ବଋଣଙ୍କୁ ନେଇ କ'ଣ କହିଲେ ?
ନ୍ୟୁଜିଲାଣ୍ଡ ଅଧିନାୟକ ସେଣ୍ଟନର ବଋଣ ଚକ୍ରବର୍ତ୍ତୀଙ୍କ ପ୍ରଦର୍ଶନକୁ ନେଇ କହିଛନ୍ତି, "ଆମେ ସମସ୍ତେ ଜାଣୁ ବଋଣ ଜଣେ ଭଲ ବୋଲର । ସେ ମଧ୍ୟ ଜଣେ ଭଲ ବ୍ଯାଟର, ସେ ଫର୍ମକୁ ଫେରିବା ଲାଗି ଏକ ମ୍ୟାଚ୍ର ଆବଶ୍ୟକତା ରହିଛି ।"
ଆଲୋଚନା ବେଳେ ସେଣ୍ଟନର ସ୍ଵୀକାର କରିଛନ୍ତି, ଏବେ ମାହୋଲ ଭାରତ ସପକ୍ଷରେ ରହିଛି । ବିଶେଷ କରି ବ୍ଯାଟିଂ ଦୃଷ୍ଟିରୁ ଭାରତ ଯେଭଳି ସେମିଫାଇନାଲ୍ ମୁକାବିଲାରେ ୨୫୦ରୁ ଅଧିକ ରନ୍ ସ୍କୋର୍ କରିଛନ୍ତି ।
ଏଥିସହ ପଢ଼ନ୍ତୁ: ବିଶ୍ଵକପ୍ରେ ଦୁବେ ଧମାକା; ଛକା, ରନ୍ ଓ ୱିକେଟ... ଭାରତକୁ ଏମିିତି ଜିତାଇଥିଲେ ମ୍ୟାଚ୍
ଭାରତ ଉପରେ ଅଧିକ ଚାପ
ମିଚେଲ ସେଣ୍ଟନରଙ୍କ ଅନୁସାରେ, ଫାଇନାଲ୍ ମ୍ୟାଚ୍ରେ ଭାରତ ଉପରେ ଅଧିକ ଚାପ ରିହବ । କାରଣ ଘରୋଇ ମୈଦାନରେ ବିଶ୍ଵକପ୍ ଜିତିବାକୁ ଚାହିଁବ । ଆମ ଟିମ୍ ସେମିରେ ପୁରା ଟୁର୍ଣ୍ଣାମେଣ୍ଟର ଅପରାଜିତ ଥିବା ଦକ୍ଷିଣ ଆଫ୍ରିକାକୁ ହରାଇ ଫାଇନାଲ୍କୁ ଆସିଛି । ଆମ ଟିମ୍ ଆତ୍ମବିଶ୍ଵାସ ସହ ଭାରତକୁ ଚକ୍ମା ଦେବା ପାଇଁ ପ୍ରୟାସ କରିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories