Videos
|
Sports

ଗୋଲ୍ଡେନ ବୟ ନିରଜ ଚୋପ୍ରାଙ୍କ ପଦୋନ୍ନତି

Banajyotshna Ray
Browse all articles by Banajyotshna Ray
·1 year ago
ଗୋଲ୍ଡେନ ବୟ ନିରଜ ଚୋପ୍ରାଙ୍କ ପଦୋନ୍ନତି

Key Points

ଗୋଲ୍ଡେନ ବୟ ନିରଜ ଚୋପ୍ରାଙ୍କ ପଦୋନ୍ନତି

ଲେଫ୍ଟନାଣ୍ଟ କର୍ଣ୍ଣେଲ ହେଲେ ନିରଜ

ଗୋଲ୍ଡେନ ବୟ ନିରଜ ଚୋପ୍ରାଙ୍କ ପଦୋନ୍ନତି । ମିଳିଲା ବଡ଼ ଦାୟିତ୍ବ । ଅଲିମ୍ପିଆନ ନିରଜଙ୍କୁ ଭାରତୀୟ ଟେରିଟୋରିଆଲ ଆର୍ମିରେ ତାଙ୍କୁ ଲେଫ୍ଟନାଣ୍ଟ କର୍ଣ୍ଣେଲ ପଦ ମିଳିଛି । ଏହା ପୂର୍ବରୁ ତାଙ୍କୁ ରାଜପୁତନା ରାଇଫଲ୍ସରେ ସୁବେଦାର ପଦରେ ନିଯୁକ୍ତି ମିଳିଥିଲା । ଅଲିମ୍ପିକ୍ସରେ ଭାରତ ପାଇଁ ସ୍ବର୍ଣ୍ଣ ପଦକ ଜିତିଥିବା ନିରଜ ଚୋପ୍ରାଙ୍କୁ ଟେରିଟୋରିଆଲ ଆର୍ମି ରେଗୁଲେସନ- 1948 ଧାରା- 31 ଅନୁସାରେ ଏହି ନିଯୁକ୍ତି ମିଳିଛି । 2016ରେ ପ୍ରଥମ ନାୟବ ସୁବେଦାର ପଦରେ ଭାରତୀୟ ସେନାରେ ସାମିଲ ହୋଇଥିଲେ ନିପଜ ଚୋପ୍ରା ।   


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
neeraj-chopra-conferred-with-lieutenant-colonel-rank-in-territorial-army | Argus News