Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ସେମିରେ ହାରିଲେ ଲକ୍ଷ୍ୟ ସେନ,ଅଧା ରହିଗଲା କାଂସ୍ୟ ସ୍ବପ୍ନ

Sangram Tripathy
Browse all articles by Sangram Tripathy
·1 year ago
ସେମିରେ ହାରିଲେ ଲକ୍ଷ୍ୟ ସେନ,ଅଧା ରହିଗଲା କାଂସ୍ୟ ସ୍ବପ୍ନ

ଅର୍ଗସ ବ୍ୟୁରୋ:ପ୍ୟାରିସ ଅଲିମ୍ପିକ୍ସରେ ନିରାଶ କରିଛନ୍ତି ଲକ୍ଷ୍ୟ ସେନ। ଅଧା ରହିଗଲା କାଂସ୍ୟ ସ୍ବପ୍ନ। ବ୍ୟାଡମିଣ୍ଟନ ମେନ୍ସ ସିଙ୍ଗଲ୍ସ ବ୍ରୋଞ୍ଜ ମେଡାଲ ମୁକାବିଲାରେ ମାଲେସିଆର ଲି ଜି ଜିୟାଙ୍କଠାରୁ ପରାସ୍ତ ହୋଇଛନ୍ତି। ଲି ଜି ଜିୟା ଲକ୍ଷ୍ୟଙ୍କୁ ୧୩-୨୧, ୨୧-୧୬, ୨୧-୧୧ରେ ହରାଇଛନ୍ତି ।

ଯଦି ସେ ମେଡାଲ ଜିତିବାରେ ସଫଳ ହେଇଥାନ୍ତେ, ସେ ବ୍ୟାଡମିଣ୍ଟନ ମେନ୍ସ ସିଙ୍ଗଲରେ ଅଲମ୍ପିକ ପଦକ ହାସଲ କରିବାର ପ୍ରଥମ ଭାରତୀୟ ହୋଇଥାନ୍ତେ। ଏଯାଏ ଭାରତ ସୁଟିଂଙ୍ଗରେ ୩ଟି ବ୍ରୋଞ୍ଜ ପଦକ ଜିତିଛି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Nshyam Sen lost in semis, bronze dreams were left in half | Argus News