କଂଟାବାଞ୍ଜିରେ ଜାତୀୟସ୍ତରୀୟ ଖୋଖୋ ପ୍ରତିଯୋଗିତା ଗୁଜରାଟକୁ ହରାଇ ଓଡିଶା ଚାମ୍ପିୟନ୍
·1 year ago

ଅର୍ଗସ ବ୍ୟୁରୋ:କଂଟାବାଞ୍ଜିରେ ଜାତୀୟସ୍ତରୀୟ ଖୋଖୋ ପ୍ରତିଯୋଗିତା ଗୁଜରାଟକୁ ହରାଇ ଓଡିଶା ଚାମ୍ପିୟନ୍। ବଲାଙ୍ଗୀର କଂଟାବାଞ୍ଜି ରେଳବାଇ ଖେଳପଡିଆ ଠାରେ ଗତ ଦୁଇ ଦିନ ହେଲା ଜାତୀୟ ସ୍ତରୀୟ ୭ବ୍ଲକ ଖୋକୋ ପ୍ରତଯୋଗିତା ଚାଲିଥିଲା । ତେବେ ଫାଇନାଲ୍ ଖେଳ ସହ ଉଦ୍ଯାପିତ ହୋଇଛି । ଏହି ଉଦ୍ଯାପନି ଉତ୍ସବରେ ଓଡିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ ମୁକେଶ ମହାଳିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଲେ ସମ୍ନାନିତ ଅତିଥି ଭାବେ କଂଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ଜିଲ୍ଲା ସଭାପତି ଶିବାଜୀ ମହାନ୍ତି ପ୍ରମୁଖ ମଂଚାସିନ ରହିଥିଲେ । ଫାଇନାଲ ମ୍ୟାଚରେ ପୁରୁଷ ଗୁଜରାଟ ଓ ଓଡିଶା ମଧ୍ୟରେ ହୋଇଥିବା ବେଳେ ଓଡିଶା ଦଳ ଏଥିରେ ବିଜୟ ହାସଲ କରି ଚାମ୍ପିୟନ ହୋଇଛି । ତେବେ ମୁଖ୍ୟ ଅତିଥି ଶ୍ରୀ ମହାଳିଙ୍ଗଙ୍କ ଦ୍ୱାରା ଦୁଇ ଦଳକୁ ଟ୍ରଫି ସହ ମାନପତ୍ର ଦେଇ ସମ୍ନାନିତ କରିଥିଲେ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: