Videos
|
Sports

ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ବଦଳରେ ଓଡିଶା ରାଜ୍ୟ କ୍ରୀଡା ସମ୍ମାନ 

Sangram Tripathy
Browse all articles by Sangram Tripathy
·2 years ago
ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ବଦଳରେ ଓଡିଶା ରାଜ୍ୟ କ୍ରୀଡା ସମ୍ମାନ 

ଅଗର୍ସ ବ୍ୟୁରୋ:ବଦଳିଲା କ୍ରୀଡା ପୁରସ୍କାର ନାଁ। ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ବଦଳରେ ମିଳିବ ଓଡିଶା ରାଜ୍ୟ କ୍ରୀଡା ସମ୍ମାନ। ପ୍ରତିବର୍ଷ ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ଦିଆଯାଏ ଏହି ସମ୍ମାନ। କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଏନେଇ ପ୍ରକାଶ ପାଇଛି ବିଜ୍ଞପ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Odisha State Sports Honor instead of Biju Patnaik Sports Award | Argus News