WorldCup Latest News / ଓଭର କନଫିଡେଣ୍ଟ ଭାରତୀୟ ଖେଳାଳିଙ୍କୁ ଧୂଳି ଚଟାଇଲା
·6 months ago·3 min read

Key Points
ହାଇଭୋଲଟେଜ ମ୍ୟାଚରେ ଦଳର ଶୋଚନୀୟ ପରାଜୟ
ଲାଗିଲା ଯେମିତି ଭାରତୀୟ ଟିମ ଓଭର କନଫିଡେଣ୍ଟ ଥିଲା
କାହାର ବି ଧୈର୍ଯ୍ୟ ନ ଥିଲା।

ହାଇଭୋଲଟେଜ ମ୍ୟାଚରେ ଦଳର ଶୋଚନୀୟ ପରାଜୟ। ଲାଗିଲା ଯେମିତି ଭାରତୀୟ ଟିମ ଓଭର କନଫିଡେଣ୍ଟ ଥିଲା। କାହାର ବି ଧୈର୍ଯ୍ୟ ନ ଥିଲା। କେହି ଗୋଟିଏ ମ୍ୟାଚକୁ ୨ କି ୩ ଓଭର ରହିକି ଖେଳିବା କଥା ଚିନ୍ତା କଲେନି। ଯିଏ ଆସିଲା ସିଏ ଗଲା। ଜିରୋରେ ଆଉଟ ଅଧା ପ୍ଲେୟର। ଲାଗୁଥିଲା ଯେମିତି ସାଉଥଆଫ୍ରିକା ଟିମ ୨୦୨୪ ଟି-୨୦ ବିଶ୍ବକପର ବଦଲା ନେଉଥିଲା। ଇଶାନ ଫ୍ଲପ, ତିଲକ ଫ୍ଲପ, ବଡ଼ ଛକା ମାରୁଥିବା ଅଭିଷେକ ଫ୍ଲପ, ରିଙ୍କୁ ଫ୍ଲପ। ସମସ୍ତେ ଫ୍ଲପ। ଭାରତୀୟ ଟିମ ଭାବିବାର ଥିଲା ସାଉଥ ଆଫ୍ରିକା ବିପକ୍ଷରେ ଖେଳୁଛନ୍ତି କିନ୍ତୁ ନା। ଭାରତୀୟ ଟିମ କୋଚ ମହାଶୟ ଗୌତମ ଗମ୍ଭୀର କି ଗୁରୁ ମନ୍ତ୍ର ଦେଉଛନ୍ତି କେଜାଣି ଦେଉ ଦେଉ ଆଉଟ୍ ହେଉଛନ୍ତି ଖେଳାଳି।
ସୁପର ୮ରେ ନିଜର ପ୍ରଥମ ମୁକାବିଲାରେ ଦକ୍ଷିଣ ଆଫ୍ରିକାଠୁ ଶୋଚନୀୟ ଭାବେ ହାରିଛି ଭାରତ । ଫଳରେ ସେମି ଫାଇନାଲ ରେସ୍ ଦଳ ପାଇଁ ଜଟିଳ ହୋଇ ପଡିଛି । ଚାପ ବଢିଯାଇଛି । ସମସ୍ତ ଖେଳାଳି ଟେନସନରେ ରହିଛନ୍ତି । ଏହାରି ଭିତରେ କୋଚ୍ ଗୌତମ ଗମ୍ଭୀର ଏବଂ କ୍ୟାପଟେନ୍ ସୂର୍ଯ୍ୟ କୁମାର ଯାଦବଙ୍କ ଭୂମିକାକୁ ନେଇ ଉଠିଛି ପ୍ରଶ୍ନ ।
ମୁକାବିଲାରେ ଦଳ ସିଲେକ୍ସନ ହେଲା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ । କାରଣ ଭାଇସକ୍ୟାପଟନ ଅକ୍ଷର ପଟେଲଙ୍କୁ ବାହାରେ ବସିବାକୁ ପଡିଥିଲା । ନେଟ୍ସରେ ସେ ଖୁବ୍ ବ୍ୟାଟିଂ ଅଭ୍ୟାସ କରିଥିଲେ । କିନ୍ତୁ ପ୍ଲେଇଂ ଇଲେଭେନରେ ଜାଗା ମିଳିନଥିଲା । ଅନ୍ୟ ଦିଗରେ ଓ୍ୱାଶିଂଟନ୍ ସୁନ୍ଦରଙ୍କୁ ସୁଯୋଗ ମିଳିଥିଲା। ହେଲେ ସେ ପ୍ରଭାବୀ ପ୍ରଦର୍ଶନ କରିପାରିନଥିଲେ । ଯାହାକୁ ନେଇ କୋଚ୍ ଏବଂ କ୍ୟାପଟେନଙ୍କୁ ସମସ୍ତେ ପ୍ରଶ୍ନ କରୁଛନ୍ତି।
ଅତିରିକ୍ତ କୋଚ୍ ରାୟନ ଟେନଙ୍କ କହିବାନୁସାରେ, ଦଳ ଚୟନକୁ ନେଇ ଦୀର୍ଘ ରାତି ଯାଏଁ ବୈଠକ ହୋଇଥିଲା । ହେଲେ ଯେଉଁ ନିଷ୍ପତ୍ତି ନିଆଯାଇଥିଲା ତାହା ବିବାଦୀୟ ଥିଲା । ଅକ୍ଷର ଚୂଡାନ୍ତ ଏକାଦଶରେ ସ୍ଥାନ ପାଇ ନ ଥିଲେ । ଓ୍ୱାଶିଂଟନ ସୁନ୍ଦର ଅକ୍ଷରଙ୍କ ଜାଗାରେ ସାମିଲ ହୋଇଥିଲେ ।
ଦେଖିବାକୁ ଗଲେ ଅକ୍ଷର ହେଉଛନ୍ତି ଏକ ଭଲ ଖେଳାଳି । ସେ ଭଲ ଅଲରାଉଣ୍ଡର । ବ୍ୟାଟିଂ ସହ ବୋଲିଂରେ ସେ ଆଗରେ । ଓ୍ୱାଶିଂଟନଙ୍କଠୁ ଅକ୍ଷରଙ୍କ ରେକର୍ଡ ଭଲ ରହିଛି । ପୂର୍ବରୁ ଟି୨୦ ବିଶ୍ୱକପରେ ୫ ନମ୍ବର ସ୍ଥାନରେ ବ୍ୟାଟିଂ କରନ୍ତି ଅକ୍ଷର । ଦଳକୁ ମଜଭୁତ ସ୍ଥିତିରେ ମଧ୍ୟ ପହଞ୍ଚାଇଛନ୍ତି । ଅନ୍ୟ ଦିଗରେ ମ୍ୟାଚରେ ସୁନ୍ଦର ମାତ୍ର ୨ ଓଭର ବୋଲିଂ କରିଥିଲେ । ଏଥିରେ ସେ ୨୭ ରନ୍ ଦେଇଥିଲେ କୌଣସି ଓ୍ୱିକେଟ୍ ନେଇପାରି ନ ଥିଲେ। ୫ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ ମଧ୍ୟ ମାତ୍ର ୧୧ ରନ୍ କରିଥିଲେ । ସେ ବ୍ୟାଟିଂ ବେଳେ ଅସୁବିଧା ସାମ୍ନା କରୁଥିବା ଏବଂ confidentର ଅଭାବ ରହୁଥିବା ସ୍ପଷ୍ଟ ବାରି ହୋଇ ପଡୁଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢ଼ନ୍ତୁ ଏହି ଖବର: ଟି-୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆ ଶୋଚନୀୟ ସ୍ଥିତି, ସବୁ ଦେଶ ଆଗରେ ପଛରେ ଭାରତ
ସେହିପରି ଅଭିଷେକ ଶର୍ମା ଏବଂ ତିଲକ ବର୍ମା ମଧ୍ୟ ଫର୍ମରେ ନାହାନ୍ତି। ତାଙ୍କ ଜାଗାରେ ସଞ୍ଜୁ ସାମସନଙ୍କୁ ସୁଯୋଗ ମିଳିପାରିଥାନ୍ତା । କିନ୍ତୁ ଦଳ ବାରମ୍ବାର ଏହି ଦୁଇ ବ୍ୟାଟରଙ୍କୁ ସୁଯୋଗ ଦେଉଛି। ଏହାର କାରଣ କେବଳ ଗୌତମ ଗମ୍ଭୀରଙ୍କୁ ଜଣା। ସେ କଣ କରିବାକୁ ଚାହୁଁଛନ୍ତି କିଛି ବୁଝା ପଡ଼ୁନି। ଉଭୟେ ଟୁର୍ଣ୍ଣାମେଣ୍ଟରେ ସବୁଠୁ ଖରାପ ପ୍ରଦର୍ଶନ କରିଛନ୍ତି । ବ୍ୟାଟରୁ ରନ୍ ବାହାରୁନି । ଭାରତ ଉପରେ ଚାପ ପଡୁଛି । ଟପ୍ ଅର୍ଡର ଫେଲ୍ ହେଉଥିବାରୁ ଦଳ ଦୁର୍ବଳ ଟିମ୍ ବିରୋଧରେ ବଡ ସ୍କୋର କରିପାରୁ ନାହିଁ। ଦଳ ପାଖରେ ଆଉ ଦୁଇଟି ମ୍ୟାଚ୍ ଅଛି । ଏହା ପୂର୍ବରୁ ଖେଳାଳିମାନେ ନିଜର ତ୍ରୁଟି ସୁଧାରିବା ଦରକାର । ନଚେତ୍ ସେମି ରେସରୁ ଦଳ ବିଦା ହେବା ଥୟ ।

Related Topics
Explore more stories