WorldCup Controversy / ଭାରତର T-୨୦ ବିଶ୍ୱକପ୍ ବିଜୟ ପରେ ପାକ୍ ଖେଳାଳିଙ୍କ ଅବସର, ଜାଣନ୍ତୁ କାରଣ...
·6 months ago·2 min read

Key Points
ବିଶ୍ୱକପ୍ ଜିତିଲା ଭାରତ
ଅବସର ନେଲେ ପାକ୍ ଖେଳାଳି
ପ୍ରଶ୍ନ ଉଠୁଛି ଭିନ୍ନ ଭିନ୍ନ
ଅବସର ନେଲେ ପାକ୍ ଖେଳାଳି
ପ୍ରଶ୍ନ ଉଠୁଛି ଭିନ୍ନ ଭିନ୍ନ
ପାକିସ୍ତାନ ଖେଳାଳିଙ୍କ ବଡ଼ ଘୋଷଣା। ମାତ୍ର ୨୪ ବର୍ଷ ବୟସରେ ନେଲେ ଅବସର। ଏଇ ବୟସ କଣ ଅବସରର ନେବାର । କାରଣ ଏ ସମୟ କ୍ୟାରିୟର ଆରମ୍ଭ ହେବାର । ହେଲେ ମେନ୍ ଇନ୍ ଗ୍ରୀନ୍ର ଜଣେ କ୍ରିକେଟର ନେଇଛନ୍ତି ଏମିତି ନିଷ୍ପତ୍ତି । ପାକିସ୍ତାନୀ କ୍ରିକେଟ ଖେଳରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି ସେ । ସିଆଲକୋଟ କ୍ରିକେଟର ଜଣେ ଖେଳାଳି ପାକିସ୍ତାନୀ କ୍ରିକେଟକୁ କହିଛନ୍ତି ଅଲ୍ବିଦା । ସେ ହେଉଛନ୍ତି ସାହାଜାଇବ ଭଟ୍ଟି । କାଇଦ-ଏ-ଆଜମ ଟ୍ରଫି ଫାଇନାଲ, ଯାହା ବିଷୟରେ ସେ ତାଙ୍କ ପୋଷ୍ଟରେ କହିଥିଲେ । ତାହା ପାକିସ୍ତାନ ଘରୋଇ ସର୍କିଟରେ ତାଙ୍କର ଶେଷ ମ୍ୟାଚ୍ ଥିଲା।ଏବେ ସେ ପାକିସ୍ତାନ କ୍ରିକେଟକୁ କହିଛନ୍ତି ଅଲବିଦା ।
ମୋର ଏକମାତ୍ର ସ୍ୱପ୍ନ ହେଉଛି ପାକିସ୍ତାନକୁ ପ୍ରତିନିଧିତ୍ୱ କରିବା । କିନ୍ତୁ ରାଜନୀତି, ଦୁର୍ନୀତି, ଗଠନର ଅଭାବ ମୋର କ୍ୟାରିଅରକୁ ନଷ୍ଟ କରିଦେଇଛି । ଆଗକୁ ମୋ ପରି କ୍ରିକେଟ ଛାଡିବେ ବୋଲି ସେ ପରୋକ୍ଷରେ ଇଙ୍ଗିତ ଦେଇଛନ୍ତି । ପାକିସ୍ତାନ ଟି-୨୦ ବିଶ୍ୱକପ୍ ରୁ ବାଦ ପଡ଼ିବା ପରେ ଏବଂ ସେମାନଙ୍କର ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଲଗାତାର ଦ୍ୱିତୀୟ ଥର ପାଇଁ ଟାଇଟଲ ଜିତିବା ପରେ, ଆଶାୟୀ କ୍ରିକେଟର ଶାହଜାଇବ ଭାଟି ଏକ ଆଶ୍ଚର୍ଯ୍ୟଜନକ ଅବସର ଘୋଷଣା କରିଛନ୍ତି।ସବୁ ପରେ ବି ୨୪ ବର୍ଷୀୟ ଖେଳାଳି ସିଆଲକୋଟର ଐତିହାସିକ କାଇଦ-ଏ-ଆଜମ ଟ୍ରଫି ବିଜୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ବ୍ୟାଟିଂ ପରେ ବୋଲିଂ ସହିତ ଏକ ସ୍ମରଣୀୟ ଖେଳ ମଧ୍ୟ ଥିଲା । ମ୍ୟାଚ୍ ରେ ପାଞ୍ଚ ୱିକେଟ ଅକ୍ତିଆର କରିଥିଲେ ।
ତଥାପି, ତାଙ୍କର ମ୍ୟାଚ୍ ବିଜୟୀ ଅବଦାନ ସତ୍ତ୍ୱେ, ସାହିବଜାଦା ଭାଟି ପ୍ରାୟ ୪୦ଟି ମ୍ୟାଚରେ ବେଞ୍ଚରେ ବସିଥିବାର ଦେଖିବାକୁ ମିଳିଥିଲା । ତେଣୁ, ସେ ସମୟ ପୂର୍ବରୁ ଅବସର ନେବା ପଛରେ ପ୍ରାଥମିକ କାରଣ ଭାବରେ ତୃଣମୂଳ ସ୍ତରରେ ସୁଯୋଗର ଅଭାବ ଓ ଦଳୀୟ ପରିଚାଳନାକୁ ଦାୟୀ କରିଥିଲେ ।ତାଙ୍କର ଅଲରାଉଣ୍ଡର କ୍ପାଲିଟି ପାଇଁ ପ୍ରସିଦ୍ଧ, ଶାହଜାଇବ ଭାଟି । ଖେଳିଥିଲେ କେବଳ ଚାରୋଟି ମ୍ୟାଚ୍ । ଯେଉଁଥିରେ ଦୁଇଟି ପ୍ରଥମ ଶ୍ରେଣୀ, ଗୋଟିଏ ଲିଷ୍ଟ-ଏ ଏବଂ ଗୋଟିଏ ଟି-୨୦ ମ୍ୟାଚ୍ ସାମିଲ ଥିଲା।
ସୂଚନା ଥାଉକି, ସଲମାନ ଅଲି ଆଗାଙ୍କ ନେତୃତ୍ୱରେ, ପାକିସ୍ତାନ ୨୦୨୬ ଟି୨୦ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିଥିଲା । ନେଦରଲ୍ୟାଣ୍ଡସ୍ ବିପକ୍ଷରେ ରୋମାଞ୍ଚକର ତିନି ୱିକେଟ୍ ସହ ବିଜୟ ହାସଲ କରିଥିଲା ପାକିସ୍ତାନ୍ । ପରବର୍ତ୍ତୀ ମ୍ୟାଚ୍ରେ ଆମେରିକାକୁ ପରାସ୍ତ କରିଥିଲା ମେନ୍ ଇନ୍ ଗ୍ରୀନ୍ । ପରେ ଆର. ପ୍ରେମଦାସା ଷ୍ଟାଡିୟମ୍ରେ ଏକ ହାଇ ଭୋଲଟେଜ୍ ମୁକାବିଲାରେ ସେ ପାରସ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଠାରୁ ହାରିଥିଲା । ତଥାପି, ସାହିବଜାଦା ଫରହାନଙ୍କ ବ୍ୟାଟିଂ ବଳରେ ପାକିସ୍ତାନ ଟୁର୍ଣ୍ଣାମେଣ୍ଟରେ ଜବରଦସ୍ତ କମ୍ବ୍ୟାକ୍ କରିଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେହିଭଳି ନାମିବିଆକୁ ହରାଇ ବିଜୟ ସହିତ ସୁପର ୮ ପର୍ଯ୍ୟାୟରେ ପ୍ରବେଶ କରିଥିଲା ଦଳ ।ପତେ ନ୍ୟୁଜିଲାଣ୍ଡ ବିପକ୍ଷରେ ପାକିସ୍ତାନର ସୁପର ୮ ଧରାଶାୟୀ ହୋଇଥିଲେ ଓପନର । କିନ୍ତୁ ସଲମାନ ଅଲି ଆଗାଙ୍କ ଦଳ ଶ୍ରୀଲଙ୍କା ବିପକ୍ଷରେ ପାଞ୍ଚ ରନ୍ରେ ବିଜୟ ସହିତ ସୁପର ୮ ପର୍ଯ୍ୟାୟ ଶେଷ କରିବା ପୂର୍ବରୁ ଇଂଲଣ୍ଡକୁ କଡ୍ଡା ଟକ୍କର ଦେଇଥିଲା । କିନ୍ତୁ, ଦୁର୍ଭାଗ୍ୟବଶତଃ, ଖରାପ ନେଟ୍ ରନ୍ ରେଟ୍ ଯୋଗୁଁ ଦଳ ବାଦ୍ ପଡ଼ିଥିଲେ।
ଅଧିକ ପଢ଼ନ୍ତୁ ଖେଳ ଖବର: ଭାରତ ଟି-୨୦ ବିଶ୍ୱକପ୍ ଜିତିବା ପରେ ପ୍ରଶ୍ନ କଲେ ଶାହିଦ, ପାକିସ୍ତାନର ୧୦ ଖେଳାଳି କୁଆଡ଼େ ଗାଏବ୍ ?

Related Topics
Explore more stories