Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ପ୍ୟାରିସ ଅଲିମ୍ପିକ୍ସ: ଆୟର୍ଲାଣ୍ଡକୁ ୨-୦ରେ ପରାସ୍ତ କଲା ଭାରତ

Ritu Das
Browse all articles by Ritu Das
·1 year ago
ପ୍ୟାରିସ ଅଲିମ୍ପିକ୍ସ: ଆୟର୍ଲାଣ୍ଡକୁ ୨-୦ରେ ପରାସ୍ତ କଲା ଭାରତ

ଅର୍ଗସ ବ୍ୟୁରୋ: ଆଜି ହେଉଛି ପ୍ୟାରିସ ଅଲିମ୍ପିକ୍ସରେ ଚତୁର୍ଥ ଦିନ। ହକିରେ ଭାରତର ବଡ଼ ବିଜୟ। ପୁରୁଷ ହକିରେ ଭାରତର ଦମଦାର ବିଜୟ ହୋଇଛି। ହରମନପ୍ରିତଙ୍କ ଡବଲ ଗୋଲରେ ଜିତିଲା ଭାରତ। ଆୟର୍ଲାଣ୍ଡକୁ ୨-୦ରେ ପରାସ୍ତ କଲା ଭାରତ। 

ସୂଚନା ଥାଉକି, ପ୍ୟାରିସ୍ ଅଲମ୍ପିକ୍ସରେ ଭାରତ ଏବଂ ଆର୍ଜେଣ୍ଟିନା ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ଡ୍ର ରହିଥିଲା। ପରାଜୟରୁ ଭାରତୀୟ ହକି ଦଳ ରକ୍ଷା ପାଇଯାଇଛି। ତେବେ ମ୍ୟାଚ୍ ୨ ମିନିଟରୁ କମ୍ ସମୟ ବାକି ଥିବାବେଳେ ହରମାନପ୍ରୀତ ସିଂ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ସ୍ଥିତିକୁ ୧-୧କୁ ଆଣିଥିଲେ ।

ପ୍ରଥମେ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡକୁ ୩-୨ରେ ହରାଇଥିଲା ଭାରତ। ହକିରୁ ଭାରତ ଠାରୁ ପଦକ ଆଶା ରଖିଛନ୍ତି କ୍ରୀଡାପ୍ରେମୀ। ଆୟର୍ଲାଣ୍ଡକୁ ଭେଟିବ ଭାରତୀୟ ଦଳ । ଏଯାଏ ଭାରତକୁ କେବଳ ଗୋଟିଏ ପଦକ ମିଳିଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 

Sponsored
Paris Olympics | Argus News