Videos
|
Sports

ପ୍ୟାରିସ ଅଲମ୍ପିକ୍ସ ରେକର୍ଡ କଲେ ବଲରାଜ ପନୱର

Sangram Tripathy
Browse all articles by Sangram Tripathy
·2 years ago
ପ୍ୟାରିସ ଅଲମ୍ପିକ୍ସ ରେକର୍ଡ କଲେ ବଲରାଜ ପନୱର


ଅର୍ଗସ ବ୍ୟୁରୋ:ହାରିଲେ ରେକର୍ଡ କଲେ। ପ୍ୟାରିସ ଅଲମ୍ପିକ୍ସରେ ହାରିବି ରେକର୍ଡ କରିଛନ୍ତି ଭାରତର ବଲରାଜ ପନୱାର । ସେ ଏକମାତ୍ର ଭାରତୀୟ ଭାବେ ରୋଇଂର ସ୍କୁଲ୍ସ ବ୍ୟକ୍ତିଗତ ଇଭେଣ୍ଟରେ ଭାଗନେଇଥିଲେ। ସେ ଏହି ପ୍ରତିଯୋଗିତାର ସି/ଡି ସେମିଫାଇନାଲରେ ପ୍ରବେଶ କରିଛନ୍ତି।

ସି/ଡି ସେମି ଫାଇନାଲ ଅର୍ଥ ସେ ପଦକ ପାଇଁ ଲଢ଼େଇ କରିପାରିବେ ନାହିଁ। ତାଙ୍କୁ ପୂର୍ବରୁ କୌଣସି ଭାରତୀୟ ଅଲିମ୍ପିକ୍ସର ସ୍କୁଲ୍ସ ଇଭେଣ୍ଟରେ କେବେ ହେଲେ ଏପରି କୀର୍ତ୍ତିମାନ ହାସଲ କରି ପାରି ନଥିଲେ। ଆଜି କ୍ୱାର୍ଟର ଫାଇନାଲର ହିଟ ୪ରେ ବଲରାଜ ରହିଥିଲେ। ସେ ୨୦୦୦ ମିଟର ଦୂରତାକୁ ୭.୦୫.୧୦ ସମୟରେ ଶେଷ କରି ୫ମ ସ୍ଥାନରେ ରହିଥିଲେ 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: