Videos
|
Sports

ପ୍ୟାରିସ ଅଲମ୍ପିକ୍ସ:ଆଜି ବ୍ରୋଞ୍ଜ ପାଇଁ ଖେଳିବେ ରେସଲର ଅମନ

Sangram Tripathy
Browse all articles by Sangram Tripathy
·1 year ago
ପ୍ୟାରିସ ଅଲମ୍ପିକ୍ସ:ଆଜି ବ୍ରୋଞ୍ଜ ପାଇଁ ଖେଳିବେ ରେସଲର ଅମନ


ଅର୍ଗସ ବ୍ୟୁରୋ:ଡିଟି କ୍ରୁଜଙ୍କଙ୍କ ସହ ବ୍ରୋଞ୍ଜ ପାଇଁ ଆଜି ଲଢ଼େଇ କରିବେ ଭାରତୀୟ ରେସଲର ଅମନ ଶେରାୱତ । ତାଙ୍କ ପାଖରେ ବ୍ରୋଞ୍ଜ ଜିତିବାର ସୁଯୋଗ ରହିଛି। ପୁରୁଷ ୫୭ କେଜି ବର୍ଗର ସେମି ଫାଇନାଲରେ ଜାପାନର ଷ୍ଟାର ତଥା ୧ ନଂ ସିଡ୍‌ ରେଇ ହିଗୁଚିଙ୍କ ଠାରୁ ୦-୧୦ରେ ପରାସ୍ତ ହୋଇଥିଲେ ଅମନ।ପ୍ୟାରିସ୍ ଅଲମ୍ପିକ୍ସରେ ଏଯାଏ ଭାରତର ପଦକ ସଂଖ୍ୟା ୫ରେ ପହଞ୍ଚିଛି। ୩ଟି ବ୍ରୋଞ୍ଜ ପଦକ ସୁଟିଂରେ ମିଳିଥିବାବେଳେ ଗୋଟିଏ ବ୍ରୋଞ୍ଜ ପଦକ ଭାରତୀୟ ହକି ଦଳକୁ ମିଳିଛି। ଅନ୍ୟପଟେ ଜାଭେଲିନ୍ ଥ୍ରୋରେ ନୀରଜ ଚୋପ୍ରାଙ୍କୁ ମିଳିଛି ରୌପ୍ୟ ପଦକ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Paris Olympics: Wrestler Aman will play for bronze today | Argus News