ହାଇ-ଜମ୍ପରେ ଭାରତକୁ ସ୍ୱର୍ଣ୍ଣ ଭେଟିଦେଲେ ପ୍ରବୀଣ କୁମାର
·1 year ago

ଅର୍ଗସ ବ୍ୟୁରୋ:ପ୍ୟାରିସ ପାରାଅଲମ୍ପିକ୍ସରେ ଚମକିଛନ୍ତି ଭାରତୀୟ କ୍ରୀଡ଼ାବିତ୍,ହାଇ ଜମ୍ପରେ ଦେଶକୁ ସ୍ୱର୍ଣ୍ଣ ପଦକ ଭେଟିଦେଇଛନ୍ତି ପ୍ରବୀଣ କୁମାର । ପାଲିଟିଯାଇଛନ୍ତି ସଭିଙ୍କ ସୁନା ପୁଅ। ଏଫ୬୪ ଫାଇନାଲରେ ସର୍ବାଧିକ ଉଚ୍ଚତାର ଜମ୍ପ କରି ସ୍ୱର୍ଣ୍ଣ ପଦକ ଉପରେ କବଜା କରିଛନ୍ତି ପ୍ରବୀଣ ଭାରତକୁ ପାଇଁ ସେ ଗୌରବ ଆଣିଛନ୍ତି । । ଚାରିଆଡୁ ଛୁଟିଛି ଶୁଭେଛାର ସୁଅ। ପ୍ରବୀଣ ଦେଶ ପାଇଁ ୨୬ ତମ ପଦକ ଜିତିଛନ୍ତି ।ଭାରତର ପଦକ ସଂଖ୍ୟା ୨୬ରେ ପହଞ୍ଚିଛି। ସେଥିରେ ୬ଟି ସ୍ୱର୍ଣ୍ଣ, ୯ଟି ରୌପ୍ୟ ଓ ୧୧ଟି କାଂସ୍ୟ ପଦକ ରହିଛି
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: