୨୦୦ ମିଟର ଦୌଡ଼ରେ କାଂସ୍ୟ ପଦକ ଜିତି ଇତିହାସ ରଚିଲେ ପ୍ରୀତି ପାଲ୍
·1 year ago

ଅର୍ଗସ ବ୍ୟୁରୋ:ପ୍ୟାରିସ ପାରାଅଲମ୍ପିକ୍ସରେ ଚମକିଛନ୍ତି ପ୍ରୀତି ପାଲ୍,ମହିଳା ୨୦୦ ମିଟର(T35) ବର୍ଗରେ କାଂସ୍ୟ ପଦକ ଜିତି ରଚିଛନ୍ତିଇତିହାସ। ପ୍ୟାରିସ୍ ପାରା ଅଲମ୍ପିକ୍ସରେ ୨ଟି ପଦକ ଜିତିବାରେ ପ୍ରଥମ ଭାରତୀୟ ମହିଳା ଆଥଲେଟ୍ ହୋଇପାରିଛନ୍ତି । ଏହା ପୂର୍ବରୁ ୧୦୦ ମିଟର T୩୫ ରେସରେ ପ୍ରୀତି ପାଲ ନିଜର ପ୍ରଥମ ପାରାଅଲମ୍ପିକ୍ସରେ ବ୍ରୋଞ୍ଜ ଜିତିଥିଲେ ।୧୪.୨୧ ଟାଇମିଂରେ ରେସ ଶେଷ କରି ଏହି ସଫଳତା ହାସଲ କରିଥିଲେ ପ୍ରୀତି । ୨୦୧୮ରେ ସେ ଆଥଲେଟିକ୍ସ କ୍ୟାରିୟର ଆରମ୍ଭ କରିଥିଲେ । ନିଜର ସଫଳତା ଲାଗି ଭାରତକୁ ଗର୍ବିତ କରିପାରିଛନ୍ତି ଭାରତର ଏହି ଦୌଡ଼ ରାଣୀଜଣଙ୍କ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: