Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଗୁଜରାଟ ଟାଇଟନ୍ସକୁ ୪ ୱିକେଟ୍‌ରେ ହରାଇଲା ଆରସିବି

Sports

ଗୁଜରାଟ ଟାଇଟନ୍ସକୁ ୪ ୱିକେଟ୍‌ରେ ହରାଇଲା ଆରସିବି

Ritu Das
Browse all articles by Ritu Das
·2 years ago
ଗୁଜରାଟ ଟାଇଟନ୍ସକୁ ୪ ୱିକେଟ୍‌ରେ ହରାଇଲା ଆରସିବି

ଅର୍ଗସ ବ୍ୟୁରୋ: ଗୁଜରାଟ ଟାଇଟନ୍ସକୁ ୪ ୱିକେଟ୍‌ରେ ହରାଇ ଚଳିତ ଆଇପିଏଲ୍‌ରେ ହ୍ୟାଟ୍ରିକ୍ ବିଜୟ ପାଇଛି। ଶନିବାର ଗୁଜରାଟ ମାତ୍ର ୧୪୮ ରନ୍‌ର ଲକ୍ଷ୍ୟ ଦେଇଥିଲା। ଯାହାକୁ ପିଛା କରି ଅଧିନାୟକ ଫାଫ୍ ଡୁ’ପ୍ଲେସିସଙ୍କ 64 ରନ୍ ଓ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ବିସ୍ଫୋରକ ୪୨ ରନ୍ ଆରସିବିକୁ ଭଲ ଷ୍ଟାର୍ଟ୍ ଦେଇଥିଲା । 
ଶେଷ ଆଡକୁ ଶେଷରେ କିନ୍ତୁ ୱିକେଟ୍ ରକ୍ଷକ ଦୀନେଶ କାର୍ତ୍ତିକ ଓ ସ୍ବପ୍ନିଳ ସିଂହଙ୍କ ଦମଦାର ବ୍ୟାଟିଂ ବଳରେ ୩୮ ବଲ୍‌ ପୂର୍ବରୁ ମ୍ୟାଚ ହାତେଇନେଇଥିଲା ଦଳ।

ଏକାଦଶ ମ୍ୟାଚ୍‌ରୁ ଏହା ଆର୍‌ସିବିର ଚତୁର୍ଥ ବିଜୟ ଥିଲା। ଏହି ବିଜୟ ବଳରେ ବହୁ ଦିନ ପରେ ଆର୍‌ସିବି ମଧ୍ୟ ଶେଷ ସ୍ଥାନରୁ ଏକାଥରକେ ତିନିଟି ସ୍ଥାନ ଉପରକୁ ଲମ୍ଫ ମାରି ମୁମ୍ବାଇ, ଗୁଜରାଟ ଓ ପଞ୍ଜାବ ଉପରକୁ ସପ୍ତମ ସ୍ଥାନକୁ ଉଠିଛି।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
RCB win to Gujarat | Argus News