Rinku Singh Viral Photos / ରିଙ୍କୁ ସାନ ଭଉଣୀଙ୍କ ସହ ଧୁମଧାମରେ ପାଳନ କଲେ “ଭାଇ ଦୁଜ”…ଭାଇ-ଭଉଣୀଙ୍କ କୁଲ ଏବଂ ଟ୍ରାଡିସନାଲ ଲୁକ ବେଶ ଚର୍ଚ୍ଚାରେ
·2 hours ago·2 min read

Key Points
ଭାଇ-ଭଉଣୀଙ୍କ ନିଆରା ସେଲିବ୍ରେସନ ଏବେ ଭାଇରାଲ
ଶୀଘ୍ର ବାଜିବ ରିଙ୍କୁଙ୍କ ଶାହାନାଇ
ଏଥିପାଇଁ ରିଙ୍କୁଙ୍କ ବିବାହ ପ୍ରସ୍ତୁତି ଜୋରସୋରରେ ଚାଲିଛି

ଭାରତୀୟ କ୍ରିକେଟ ଟିମର ଧୂଆଁଧାର ବ୍ୟାଟ୍ସମ୍ୟାନ ରିଙ୍କୁ ସିଂହ କେବଳ କ୍ରିକେଟର ନୁହନ୍ତି ଜଣେ ଭଲ ଭାଇ ମଧ୍ୟ ଅଟନ୍ତି। ଭାଇ ଭଉଣୀଙ୍କ ମଧ୍ୟରେ ଅତୁଟ ଭଲପାଇବା ଏବଂ କଳିଝଗଡ଼ାର ସମ୍ପର୍କ ଥାଏ। କିନ୍ତୁ ପର୍ବପର୍ବାଣୀରେ ଭଉଣୀମାନଙ୍କର ଆଖିର ତାରା ହୋଇଥାଏ ଭାଇ। ଉଭୟଙ୍କ ମଧ୍ୟରେ ସୁନ୍ଦର ସମ୍ପର୍କର ଝଲକ ଦେଖିବାକୁ ମିଳେ। ପବିତ୍ର “ଭାଇ ଦୁଜ” ଅବସରରେ ଭାରତୀୟ କ୍ରିକେଟର ରିଙ୍କୁ ସିଂହ ଏବଂ ତାଙ୍କ ଭଉଣୀ ନେହା ସିଂହ କିଛି ଅନସିନ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଦୁଇଜଣ ଏକାସାଙ୍ଗରେ ଭାଇଦୁଜ ପର୍ବ ପାଳନ କରିଛନ୍ତି। ଆଉ ଏହାର ଏକ ସୁନ୍ଦର ଫଟୋ ନିଜେ ରିଙ୍କୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ଅବସରରେ ନେହାଙ୍କର ଟ୍ରାଡିସନାଲ ଲୁକ ଫ୍ୟାନ୍ସମାନଙ୍କୁ ଖୁବ ସୁନ୍ଦର ଲାଗିଛି। ସେହିପରି ରିଙ୍କୁଙ୍କ କାଜୁଆଲ ଲୁକ ମଧ୍ୟ ଫ୍ୟାନ୍ସଙ୍କୁ ବେଶ ପସନ୍ଦ ଆସିଛି। ରିଙ୍କୁ ଏବଂ ନେହାଙ୍କର ଏହି ଫଟୋ ଇଣ୍ଟରନେଟରେ ଖୁବ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଭାଇ-ଭଉଣୀଙ୍କ ଭଲପାଇବା ପୁରା ସଫା ଦିଶୁଛି।
ଫଟୋରେ ଦେଖିବାକୁ ମିଳୁଛି ନେହା ରିଙ୍କୁଙ୍କୁ ତିଳକ ଲଗାଇ ପ୍ରଥମେ ବନ୍ଦାପନା କଲେ। ପରେ ରିଙ୍କୁ ନିଜ ସ୍ନେହର ଭଉଣୀକୁ ମିଠା ଖୁଆଇଦେଇଥିଲେ। ସବୁ ପୂଜା ବିଦ୍ଧି ସରିବାପରେ ଦୁଇଜଣ ଗୋଟିଏ ରୁମରେ ବସି ଫଟୋ ପୋଜ ଦେଉଥିଲେ। ଏହି ପବିତ୍ର ପର୍ବରେ ଭାଇ-ଭଉଣୀ ମଧ୍ୟରେ ଥିବା ଭଲପାଇବା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏହି ଫଟୋ ବ୍ୟତୀତ ରିଙ୍କୁଙ୍କ ଭଉଣୀ ନେହା ଏକ ଛୋଟ ଭିଡିଓ ଇନଷ୍ଟାରେ ଶେୟାର କରିଛନ୍ତି। ଯେଉଁଥିରେ ଦେଖିବାକୁ ମିଳିବ ଯେ, ନେହା କାର ପାଖରେ ଛିଡ଼ା ହୋଇ ରିଙ୍କୁଙ୍କ ହାତ ଧରିଛନ୍ତି।
ଏହି ବିଶେଷ ଅବସରରେ ନେହା ସିଂହ ଗୋଲାପୀ ଏବଂ କମଳା ରଙ୍ଗର ଏକ ଏଥନିକ ସୁଟ ପିନ୍ଧିଛନ୍ତି। ନେହାଙ୍କ ଆଉଟଫିଟ ଫେଷ୍ଟିଭ ଟଚ୍ ଦେଉଛି। ଏହାସହ ନେହ କମଳା ରଙ୍ଗର ଏକ ଦୁପଟ୍ଟା ପକାଇଛନ୍ତି। ଯେଉଁଥିରେ ସୁନେଲୀ ରଙ୍ଗର ବର୍ଡର ଓ୍ବାର୍କ ହୋଇଛି। ନେହା ତାଙ୍କର ଏହି ଦେଶୀ ଲୁକ ସହ ଗୋଲଡେନ ଝୁମକା ବି ଲଗାଇଛନ୍ତି। ଚୁଟି ଖୋଲା ରଖିବା ସହ ମଥାରେ ଛୋଟ ବିନ୍ଦି ଲଗାଇଛନ୍ତି। ଖୁବ ସୁନ୍ଦର ଦିଶୁଛନ୍ତି। ଅନ୍ୟପକ୍ଷେ ରିଙ୍କୁ ଭାଇ ଦୁଜ ଅବସରରେ ଟ୍ରାଡିସନାଲ ଲୁକରେ ନୁହେଁ ବରଂ କଉଳ ଅନ୍ଦାଜରେ ନଜର ଆସିଛନ୍ତି। ହାଲକା ପିଙ୍କ କଲର ସ୍ବେଟସାର୍ଟ ପିନ୍ଧିଛନ୍ତି। ଏହାସହ ସେ କଳାଜିନ୍ସକୁ ପେୟାର କରିଛନ୍ତି। ନିଜର ସରଳ ଏବଂ କୁଲ ଅନ୍ଦାଜରେ କ୍ରିକେଟର ଖୁବ ହ୍ୟାଣ୍ଡସମ ଦିଶୁଛନ୍ତି।

- ତିଳକ ଲଗାଇ ନେହା ଆରମ୍ଭ କଲେ ପୂଜା ବିଧି

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ରିଙ୍କୁଙ୍କ ବିବାହ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି
ଖୁବଶୀଘ୍ର ରିଙ୍କୁଙ୍କ ବାଜିବ ଶାହାନାଇ। ଏଥିପାଇଁ ରିଙ୍କୁଙ୍କ ବିବାହ ପ୍ରସ୍ତୁତି ଜୋରସୋରରେ ଚାଲିଛି। ରିଙ୍କୁଙ୍କ ବିବାହ କାର୍ଡ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ବିବାହ ସେରିମନୀରେ ବହୁ ବଡ଼ ନେତା ଏବଂ କ୍ରିକେଟର ସାମିଲ ହେବେ ବୋଲି ଚର୍ଚ୍ଚା ଚାଲିଛି।
Related Topics
Explore more stories