India vs Australia News / ଅଷ୍ଟ୍ରେଲିଆର ସିଡନୀରେ ରୋ-କୋଙ୍କ ଜଲଓ୍ବା ପରେ ଟାର୍ଗେଟରେ ଗମ୍ଭୀର-ଅଗରକର
·8 months ago·2 min read

Key Points
ଭାରତୀୟ ଟିମର ଦିଗଜ ଖେଳାଳି ରୋହିତ ଶର୍ମାଙ୍କ ବ୍ୟାଟିଙ୍ଗର ଯାଦୁ ଆଡିଲେଡ ଏବଂ ସିଡନୀରେ ଧମାଲ କରିଛି। ରୋ-କାଙ୍କ ଜଲଓ୍ବା ମନରୁ ଯାଉନି। ଦୁଇଜଣଙ୍କ ପାର୍ଟନରସିପ ସିଡନୀ ଗ୍ରାଉଣ୍ଡରେ ହଲ୍ଲା ମଚାଇଛି।
ଭାରତୀୟ ଟିମର ଦିଗଜ ଖେଳାଳି ରୋହିତ ଶର୍ମାଙ୍କ ବ୍ୟାଟିଙ୍ଗର ଯାଦୁ ଆଡିଲେଡ ଏବଂ ସିଡନୀରେ ଧମାଲ କରିଛି। ରୋ-କାଙ୍କ ଜଲଓ୍ବା ମନରୁ ଯାଉନି। ଦୁଇଜଣଙ୍କ ପାର୍ଟନରସିପ ସିଡନୀ ଗ୍ରାଉଣ୍ଡରେ ହଲ୍ଲା ମଚାଇଛି। ଯେଉଁଥିପାଇଁ ଟିମରେ ଏବେ ଦୁଇ ଜଣଙ୍କ ସ୍ଥିତି ଦୃଢ଼ ନଜର ଆସିଛି। ଦୁହିଁଙ୍କ ଅବସରକୁ ନେଇ ବହୁ ଚର୍ଚ୍ଚା ହୋଇଥିଲା। କିନ୍ତୁ ଏବେ ସେହି ଲୋକଙ୍କ ମୁହଁରେ ରୋ-କୋ ଶକ୍ତ ଚାପୁଡ଼ା ଲଗାଇଛନ୍ତି। ଖବର ମୁତାବକ ଟିମ ଇଣ୍ଡିଆର ହେଡ କୋଚ ଗୌତମ ଗମ୍ଭୀର ଏବଂ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଏନେଇ ବିବାଦଘେରରେ ରହିଛନ୍ତି।
କାରଣ ଦିନିକିଆ ସିରିଜରୁ ରୋହିତଙ୍କୁ ଅଧିନାୟକ ପଦରୁ ହଟାଇ ଶୁଭମନ ଗିଲଙ୍କୁ ଅଧିନାୟକ ପଦର ଦାୟିତ୍ବ ଦେଇଥିଲେ। କିନ୍ତୁ ଭାରତ ଅଷ୍ଟ୍ରେଲିଆର ୩ ଟିକିଆ ସିରିଜରେ ଗିଲଙ୍କ ପ୍ରଦର୍ଶନ ସେତେ ଭଲ ନ ଥିଲା। ସେଥିପାଇଁ ସିଡନୀ ଦିନିକିଆ ମ୍ୟାଚ ପରେ ଗମ୍ଭୀର ଏବଂ ଅଗରକରଙ୍କୁ ଟାର୍ଗେଟ କରାଯାଇଛି। ଫ୍ୟାନ୍ସମାନେ ହେଡ କୋଚ ଗମ୍ଭୀର ଏବଂ ମୁଖ୍ୟ ଚୟନକର୍ତ୍ତାଙ୍କୁ ଜବରଦସ୍ତ ଟ୍ରୋଲ କରିଛନ୍ତି। କାରଣ ରୋ-କୋ ସର୍ବଦା ସୁପରହିଟ୍।
ରୋ-କୋଙ୍କ ଫ୍ୟାନ୍ସ ଅଗରକର ଏବଂ ଗମ୍ଭୀରଙ୍କୁ କରୁଛନ୍ତି ଟ୍ରୋଲ
ହେଡ କୋଚ ଗୌତମ ଗମ୍ଭୀର ଏବଂ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ କାର୍ଯ୍ୟକାଳ ମଧ୍ୟରେ ରୋହିତ ଶର୍ମା ଏବଂ ଭାରତର କିଙ୍ଗ ବିରାଟ କୋହଲି ଉଭୟ ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଥିଲେ। କିନ୍ତୁ ଆପଣ ଯଦି ଦେଖିବେ ନୂଆ ଖେଳାଳିଙ୍କ ଠାରୁ ମଧ୍ୟ ବହୁତ ଭଲ ଖେଳୁଛନ୍ତି ରୋ-କୋ। ଉଭୟଙ୍କ ଫର୍ମ ଏବଂ ଫିଟନେସ ଯବୁ ଖେଳାଳିଙ୍କର ଠାରୁ ଅଧିକ ଭଲ ଅଛି। ଉଭୟ ଭଲ ମ୍ୟାଚ ଫିନିସର। ଦୁହିଁଙ୍କ ପାର୍ଟନରସିପ ଆରମ୍ଭ ହେଲାମାନେ ଆକ୍ରମଣାତ୍ମକ ହୋଇଥାଏ। ଦୁହେଁ ଶେଷ ପର୍ଯ୍ୟନ୍ତ ରହି ବିଶାଳ ରନକୁ ଚେଜ୍ କରିବାର ସାମର୍ଥ ମଧ୍ୟ ରଖିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ରୋହିତଙ୍କ ସେଞ୍ଚୁରୀ ଏବଂ ବିରାଟଙ୍କ ଅର୍ଦ୍ଧଶତକ ଫ୍ୟାନ୍ସମାନଙ୍କ ପାଇଁ ବହୁତ ବଡ଼ କଥା।
Almost no celebration from Rohit Sharma when he completed his century.
— Rajiv (@Rajiv1841) October 25, 2025
A huge slap on Agarkar & Gambhir who created environment so negative around him & sacked him for no reason from captaincy. I am so happy for him today❤️❤️pic.twitter.com/fdw3ZEA2nf
କାରଣ ଦିନିକିଆ ସିରିଜରୁ ରୋହିତଙ୍କୁ ଅଧିନାୟକ ପଦରୁ ହଟାଇ ଶୁଭମନ ଗିଲଙ୍କୁ ଅଧିନାୟକ ପଦର ଦାୟିତ୍ବ ଦେଇଥିଲେ। କିନ୍ତୁ ଭାରତ ଅଷ୍ଟ୍ରେଲିଆର ୩ ଟିକିଆ ସିରିଜରେ ଗିଲଙ୍କ ପ୍ରଦର୍ଶନ ସେତେ ଭଲ ନ ଥିଲା। ସେଥିପାଇଁ ସିଡନୀ ଦିନିକିଆ ମ୍ୟାଚ ପରେ ଗମ୍ଭୀର ଏବଂ ଅଗରକରଙ୍କୁ ଟାର୍ଗେଟ କରାଯାଇଛି। ଫ୍ୟାନ୍ସମାନେ ହେଡ କୋଚ ଗମ୍ଭୀର ଏବଂ ମୁଖ୍ୟ ଚୟନକର୍ତ୍ତାଙ୍କୁ ଜବରଦସ୍ତ ଟ୍ରୋଲ କରିଛନ୍ତି। କାରଣ ରୋ-କୋ ସର୍ବଦା ସୁପରହିଟ୍।
Head Coach Gautam Gambhir or Chief Selector Ajit Agarkar ki jagha team main nahi ban rahi hain. pic.twitter.com/ifgog0h02h
— KISHORE..... (@nanadianand) October 25, 2025
ରୋ-କୋଙ୍କ ଫ୍ୟାନ୍ସ ଅଗରକର ଏବଂ ଗମ୍ଭୀରଙ୍କୁ କରୁଛନ୍ତି ଟ୍ରୋଲ
ହେଡ କୋଚ ଗୌତମ ଗମ୍ଭୀର ଏବଂ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ କାର୍ଯ୍ୟକାଳ ମଧ୍ୟରେ ରୋହିତ ଶର୍ମା ଏବଂ ଭାରତର କିଙ୍ଗ ବିରାଟ କୋହଲି ଉଭୟ ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଥିଲେ। କିନ୍ତୁ ଆପଣ ଯଦି ଦେଖିବେ ନୂଆ ଖେଳାଳିଙ୍କ ଠାରୁ ମଧ୍ୟ ବହୁତ ଭଲ ଖେଳୁଛନ୍ତି ରୋ-କୋ। ଉଭୟଙ୍କ ଫର୍ମ ଏବଂ ଫିଟନେସ ଯବୁ ଖେଳାଳିଙ୍କର ଠାରୁ ଅଧିକ ଭଲ ଅଛି। ଉଭୟ ଭଲ ମ୍ୟାଚ ଫିନିସର। ଦୁହିଁଙ୍କ ପାର୍ଟନରସିପ ଆରମ୍ଭ ହେଲାମାନେ ଆକ୍ରମଣାତ୍ମକ ହୋଇଥାଏ। ଦୁହେଁ ଶେଷ ପର୍ଯ୍ୟନ୍ତ ରହି ବିଶାଳ ରନକୁ ଚେଜ୍ କରିବାର ସାମର୍ଥ ମଧ୍ୟ ରଖିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ରୋହିତଙ୍କ ସେଞ୍ଚୁରୀ ଏବଂ ବିରାଟଙ୍କ ଅର୍ଦ୍ଧଶତକ ଫ୍ୟାନ୍ସମାନଙ୍କ ପାଇଁ ବହୁତ ବଡ଼ କଥା।
Ajit Agarkar and Gautam Gambhir right now 😂 pic.twitter.com/wbT1NpNWAJ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
— Kshitij (@Kshitij45__) October 25, 2025
ସୋସିଆଲ ମିଡିଆରେ ଜଣେ ଫ୍ୟାନ୍ସ କହିଛନ୍ତି, ରୋହିତ ଶର୍ମା ଯେତେବେଳେ ନିଜର ସେଞ୍ଜୁରୀ କରିଥିଲେ ସେତେବେଳେ କୌଣସି ସେଲିବ୍ରେଶନ କରି ନ ଥିଲେ। ଅଗରକର ଏବଂ ଗମ୍ଭୀରଙ୍କ କୁହଁକୁ ଶକ୍ତ ଚାପୁଡ଼ା ମାରିଥିଲେ। ଏତେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ତାଙ୍କୁ କାହିଁକି ଅଧିନାୟକ ପଦରୁ ହଟାଗଲା ବୋଲି ଫ୍ୟାନ୍ସ ମାନେ ରାଗିଯାଇଛନ୍ତି। ଫ୍ୟାନ୍ସମାନେ କହିଛନ୍ତି ଆଜି କିନ୍ତୁ ଆମେ ବହୁତ ଖୁସି ଯେ, ଗମ୍ଭୀରଙ୍କ ନିଷ୍ପତ୍ତି ଭୁଲ ଥିଲା। ଗମ୍ଭୀର ଏବେ ମୁହଁ ଲୁଚାଇଦେଇଛନ୍ତି ବୋଧହୁଏ। ଏବେ କଣ କିଛି କହୁ ନାହାନ୍ତି।

After Rohit Sharma’s and Virat Kohli’s performances…
— Mr7 (@adrakwalichai1) October 25, 2025
Gautam Gambhir. Ajit Agarkar pic.twitter.com/9EblnCnzWA
Related Topics
Explore more stories