Rohit Sharma Viral Video / ବସରୁ ଖସି ପଡ଼ିଲେ ରୋହିତ ଶର୍ମା, ବିରାଟ ଦେଲେ ଏମିତି ପ୍ରତିକ୍ରିୟା… ଭିଡିଓ ହେଉଛି ଭାଇରାଲ୍
·1 hour ago·2 min read

Key Points
ଯେତେବେଳେ ଟିମ୍ ଇଣ୍ଡିଆ ସେମାନଙ୍କ ହୋଟେଲ ରୁମକୁ ଫେରିଥିଲା
ଟିମ୍ ଇଣ୍ଡିଆର ଷ୍ଟାର ଖେଳାଳି ରୋହିତ ଶର୍ମା ବସ୍ରୁ ଓହ୍ଲାଇବା ସମୟରେ ଖସି ପଡ଼ିଥିଲେ

ପ୍ରଥମ ଦିନିକିଆରେ ଟିମ୍ ଇଣ୍ଡିଆ ୱେଷ୍ଟଇଣ୍ଡିଜ୍କୁ ସହଜରେ ପରାସ୍ତ କରିଥିଲା। ଟିମ୍ ଇଣ୍ଡିଆ ବ୍ୟାଟିଂ ଏବଂ ବୋଲିଂ ଉଭୟରେ ଚମତ୍କାର ପ୍ରଦର୍ଶନ କରିଥିଲା। ମ୍ୟାଚ୍ ପରେ, ଯେତେବେଳେ ଟିମ୍ ଇଣ୍ଡିଆ ସେମାନଙ୍କ ହୋଟେଲ ରୁମକୁ ଫେରିଥିଲା, ଟିମ୍ ଇଣ୍ଡିଆର ଷ୍ଟାର ଖେଳାଳି ରୋହିତ ଶର୍ମା ବସ୍ରୁ ଓହ୍ଲାଇବା ସମୟରେ ଖସି ପଡ଼ିଥିଲେ। ରିପୋର୍ଟ ଅନୁଯାୟୀ ହିଟ୍ମ୍ୟାନ୍ ଦୁର୍ଘଟଣାରୁ ଅଳ୍ପକେ ବଞ୍ଚି ଯାଇଥିଲେ। କିନ୍ତୁ ପଡ଼ିଯିବା ପରେ ରୋହିତ ଶର୍ମାଙ୍କ ପ୍ରତିକ୍ରିୟା ଭାଇରାଲ ହେଉଛି। ଭିଡିଓଟି ଏବେ ସବୁଠି ଦେଖାଯାଉଛି।
ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେଉଛି। ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ପ୍ରଥମ ଦିନିକିଆ ଜିତିବା ପରେ ଟିମ୍ ଇଣ୍ଡିଆ ହୋଟେଲ୍କୁ ଫେରୁଥିବା ବେଳେ, କିଛି ଭାରତୀୟ ଖେଳାଳି ପ୍ରଥମେ ଓହ୍ଲାଇ ପଡ଼ିଲେ, ତା’ପରେ ରୋହିତ ଶର୍ମା ଓହ୍ଲାଇବାକୁ ଯାଉଥିବା ସମୟରେ ଖସି ପଡ଼ିଲେ। ସେଠାରେ ଉପସ୍ଥିତ କର୍ମଚାରୀ ଏବଂ ପୋଲିସ ଅଧିକାରୀମାନେ ତୁରନ୍ତ ତାଙ୍କୁ ଉଦ୍ଧାର କରିଥିଲେ। ତଥାପି, ରିପୋର୍ଟ ଅନୁଯାୟୀ ରୋହିତ ଶର୍ମା ସେପରି ଗୁରୁତର ଆଘାତ ପାଇ ନଥିଲେ।
ଯେତେବେଳେ ହିଟମ୍ୟାନ୍ ପଡ଼ିଗଲେ, ଦଳର ଅନ୍ୟ ଖେଳାଳିମାନେ ତାଙ୍କୁ ଦେଖିନଥିଲେ ସମସ୍ତେ ସେଲିବ୍ରେସନ ମୁଡରେ ଥିଲେ। କିନ୍ତୁ ବିରାଟ କୋହଲିଙ୍କ ନଜର ରୋହିତ ଶର୍ମାଙ୍କ ଉପରେ ପଡ଼ିଲା, ଯିଏ ସଙ୍ଗେ ସଙ୍ଗେ ବ୍ୟସ୍ତ ହୋଇଯାଇଥିଲେ। ପରେ ରୋହିତ ଠିଆ ହୋଇ ସୁସ୍ଥ ଦେଖରଯିବାପରେ ରୋ-କୋ ଏକାସାଙ୍ଗରେ ହୋଟେଲ ଭିତରକୁ ଯାଇଥିଲେ। ହିଟମ୍ୟାନ୍ ସେମିତି କୌଣସି ଆଘାତ ପାଇ ନାହାଁନ୍ତି, ତେଣୁ ସେ ଦ୍ୱିତୀୟ ଦିନିକିଆରେ ଟିମ୍ ଇଣ୍ଡିଆ ପାଇଁ ଖେଳିବାର ସମ୍ଭାବନା ଅଧିକ ରହିଛି।
ଟିମ୍ ଇଣ୍ଡିଆର ସୁପରଷ୍ଟାର ରୋହିତ ଶର୍ମା ପ୍ରଥମ ମ୍ୟାଚ୍ ରେ ଆଶା ଅନୁଯାୟୀ ଭଲ ପ୍ରଦର୍ଶନ କରିନଥିଲେ। ସେ ୩୫ ବଲ୍ ରୁ ମାତ୍ର ୩୨ ରନ୍ କରିଥିଲେ, ଯଦିଓ ସେ ଇନିଂସ ସମୟରେ ତିନୋଟି ଛକା ମାରିଥିଲେ। ରୋହିତ ପ୍ରଥମେ ପଡ଼ିଆରେ କିଛି ସମୟ ରହିଥିଲେ, କିନ୍ତୁ ପରେ ଏକ ଖରାପ ସଟ୍ ଖେଳି ତାଙ୍କ ୱିକେଟ୍ ହରାଇଥିଲେ। ପ୍ରଦର୍ଶନ ନ କରିବାରୁ ହିଟମ୍ୟାନଙ୍କ ଉପରେ ଚାପ ବଢ଼ିଛି। ଟିମ୍ ଇଣ୍ଡିଆରେ ରହିବା ପାଇଁ ରୋହିତଙ୍କୁ ଦ୍ୱିତୀୟ ଦିନିକିଆରେ ଭଲ ପ୍ରଦର୍ଶନ କରିବାକୁ ପଡିବ। ଯଦି ରୋହିତ ଦ୍ୱିତୀୟ ଦିନିକିଆରେ ବଡ଼ ଇନିଂସ ସ୍କୋର କରିବାରେ ବିଫଳ ହୁଅନ୍ତି, ତେବେ ତାଙ୍କୁ ଦିନିକିଆ ଦଳରୁ ବାଦ ଦିଆଯାଇପାରେ। ତଥାପି, ଯଦି ରୋହିତ ପରବର୍ତ୍ତୀ ଦୁଇଟି ମ୍ୟାଚ୍ରେ ଭଲ ସ୍କୋର କରନ୍ତି, ତେବେ ତାଙ୍କୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଖେଳିବାର ସୁଯୋଗ ମିଳିପାରେ। ତେବେ ପରବର୍ତ୍ତୀ ମ୍ୟାଚ୍ ରୋହିତଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ହେବ।
Rohit Sharma 𝗦𝗹𝗶𝗽𝗽𝗲𝗱 from the Bus 😱
— Mukku (@Cric_Mukku) September 28, 2026
While returning to the hotel after winning the first ODI against the West Indies, Rohit Sharma slipped badly on the stairs of the team bus. 😥
- Everyone was celebrating India's win, but Virat Kohli was 𝘀𝘁𝘂𝗻𝗻𝗲𝗱 to see Rohit. 😭 pic.twitter.com/T01Lf4tJsb
- ରୋହିତ ଶର୍ମା ବସରୁ ଖସି ପଡ଼ିଲେ
ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେଉଛି। ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ପ୍ରଥମ ଦିନିକିଆ ଜିତିବା ପରେ ଟିମ୍ ଇଣ୍ଡିଆ ହୋଟେଲ୍କୁ ଫେରୁଥିବା ବେଳେ, କିଛି ଭାରତୀୟ ଖେଳାଳି ପ୍ରଥମେ ଓହ୍ଲାଇ ପଡ଼ିଲେ, ତା’ପରେ ରୋହିତ ଶର୍ମା ଓହ୍ଲାଇବାକୁ ଯାଉଥିବା ସମୟରେ ଖସି ପଡ଼ିଲେ। ସେଠାରେ ଉପସ୍ଥିତ କର୍ମଚାରୀ ଏବଂ ପୋଲିସ ଅଧିକାରୀମାନେ ତୁରନ୍ତ ତାଙ୍କୁ ଉଦ୍ଧାର କରିଥିଲେ। ତଥାପି, ରିପୋର୍ଟ ଅନୁଯାୟୀ ରୋହିତ ଶର୍ମା ସେପରି ଗୁରୁତର ଆଘାତ ପାଇ ନଥିଲେ।
ଯେତେବେଳେ ହିଟମ୍ୟାନ୍ ପଡ଼ିଗଲେ, ଦଳର ଅନ୍ୟ ଖେଳାଳିମାନେ ତାଙ୍କୁ ଦେଖିନଥିଲେ ସମସ୍ତେ ସେଲିବ୍ରେସନ ମୁଡରେ ଥିଲେ। କିନ୍ତୁ ବିରାଟ କୋହଲିଙ୍କ ନଜର ରୋହିତ ଶର୍ମାଙ୍କ ଉପରେ ପଡ଼ିଲା, ଯିଏ ସଙ୍ଗେ ସଙ୍ଗେ ବ୍ୟସ୍ତ ହୋଇଯାଇଥିଲେ। ପରେ ରୋହିତ ଠିଆ ହୋଇ ସୁସ୍ଥ ଦେଖରଯିବାପରେ ରୋ-କୋ ଏକାସାଙ୍ଗରେ ହୋଟେଲ ଭିତରକୁ ଯାଇଥିଲେ। ହିଟମ୍ୟାନ୍ ସେମିତି କୌଣସି ଆଘାତ ପାଇ ନାହାଁନ୍ତି, ତେଣୁ ସେ ଦ୍ୱିତୀୟ ଦିନିକିଆରେ ଟିମ୍ ଇଣ୍ଡିଆ ପାଇଁ ଖେଳିବାର ସମ୍ଭାବନା ଅଧିକ ରହିଛି।
- ରୋହିତ ଶର୍ମାଙ୍କ ପ୍ରଦର୍ଶନ ସେତେ ଭଲ ନଥିଲା
ଟିମ୍ ଇଣ୍ଡିଆର ସୁପରଷ୍ଟାର ରୋହିତ ଶର୍ମା ପ୍ରଥମ ମ୍ୟାଚ୍ ରେ ଆଶା ଅନୁଯାୟୀ ଭଲ ପ୍ରଦର୍ଶନ କରିନଥିଲେ। ସେ ୩୫ ବଲ୍ ରୁ ମାତ୍ର ୩୨ ରନ୍ କରିଥିଲେ, ଯଦିଓ ସେ ଇନିଂସ ସମୟରେ ତିନୋଟି ଛକା ମାରିଥିଲେ। ରୋହିତ ପ୍ରଥମେ ପଡ଼ିଆରେ କିଛି ସମୟ ରହିଥିଲେ, କିନ୍ତୁ ପରେ ଏକ ଖରାପ ସଟ୍ ଖେଳି ତାଙ୍କ ୱିକେଟ୍ ହରାଇଥିଲେ। ପ୍ରଦର୍ଶନ ନ କରିବାରୁ ହିଟମ୍ୟାନଙ୍କ ଉପରେ ଚାପ ବଢ଼ିଛି। ଟିମ୍ ଇଣ୍ଡିଆରେ ରହିବା ପାଇଁ ରୋହିତଙ୍କୁ ଦ୍ୱିତୀୟ ଦିନିକିଆରେ ଭଲ ପ୍ରଦର୍ଶନ କରିବାକୁ ପଡିବ। ଯଦି ରୋହିତ ଦ୍ୱିତୀୟ ଦିନିକିଆରେ ବଡ଼ ଇନିଂସ ସ୍କୋର କରିବାରେ ବିଫଳ ହୁଅନ୍ତି, ତେବେ ତାଙ୍କୁ ଦିନିକିଆ ଦଳରୁ ବାଦ ଦିଆଯାଇପାରେ। ତଥାପି, ଯଦି ରୋହିତ ପରବର୍ତ୍ତୀ ଦୁଇଟି ମ୍ୟାଚ୍ରେ ଭଲ ସ୍କୋର କରନ୍ତି, ତେବେ ତାଙ୍କୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଖେଳିବାର ସୁଯୋଗ ମିଳିପାରେ। ତେବେ ପରବର୍ତ୍ତୀ ମ୍ୟାଚ୍ ରୋହିତଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ହେବ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories