Rohit Sharma / ଭାଇରାଲ ହେଉଛି ପନ୍ତ ରୋହିତଙ୍କ ଭିଡିଓ: Eye Lashes ଚୁଟି ଆଣି ହିଟମ୍ୟାନ୍ ମାଗିଲେ ସିକ୍ରେଟ୍ ଓ୍ୱିଶ
·7 months ago·2 min read

Key Points
ଭାଇରାଲ ହେଉଥିବା ବିଭିନ୍ନ ଭିଡିଓରେ ଦେଖିବାକୁ ମିଳିଥିଲା ଯେ, ଦକ୍ଷିଣ ଆଫ୍ରିକା ରନ୍ ଚେଜ୍ ଆରମ୍ଭ କରିବା ପୂର୍ବରୁ ରୋହିତଙ୍କ ମୁହଁରେ ଆଖି ପତାର ଏକ ଚୁଟି ବା ଆଇଲ୍ୟାସ୍ ଲାଗିଥିଲା
ରାୟପୁରରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ପରାସ୍ତ ହୋଇଛି ଟିମ୍ ଇଣ୍ଡିଆ । ଦଳ ବିରାଟ କୋହଲି ଏବଂ ଋତୁରାଜ ଗାଏକଓ୍ୱାଡଙ୍କ ଶତକ ବଳରେ ୩୫୮ ରନ୍ କରିପାରିଥିଲା । କିନ୍ତୁ ଦକ୍ଷିଣ ଆଫ୍ରିକା ରନ୍ ଚେଜ୍ କରିବାରେ ସଫଳ ହୋଇଥିଲା । ବିଜୟ ସହ ସିରିଜକୁ ମଧ୍ୟ ବରାବର ସ୍ଥିତିକୁ ଆଣିଛି ଦକ୍ଷିଣ ଆଫ୍ରିକା ଟିମ୍।
ତେବେ ମୁକାବିଲାରେ ଏକ ରୋଚକ ସିନ ଦେଖିବାକୁ ମିଳିଥିଲା। ଯାହା ଆପଣଙ୍କୁ ନିଶ୍ଚିତ ଖୁସି ଲାଗିବ। ଭାଇରାଲ ହେଉଥିବା ବିଭିନ୍ନ ଭିଡିଓରେ ଦେଖିବାକୁ ମିଳିଥିଲା ଯେ, ଦକ୍ଷିଣ ଆଫ୍ରିକା ରନ୍ ଚେଜ୍ ଆରମ୍ଭ କରିବା ପୂର୍ବରୁ ରୋହିତଙ୍କ ମୁହଁରେ ଆଖି ପତାର ଏକ ଚୁଟି ବା ଆଇଲ୍ୟାସ୍ ଲାଗିଥିଲା । ଯାହାକୁ ଦେଖିଥିଲେ ଋଷଭ ପନ୍ତ । ଚୂଡାନ୍ତ ଏକାଦଶରେ ସାମିଲ ନଥିଲେ ବି ପନ୍ତ ବାଉଣ୍ଡରୀ ଲାଇନ୍ ପାଖରେ ଠିଆ ହୋଇଥିଲେ । ସେ ରୋହିତଙ୍କ ଆଇଲ୍ୟାସ୍ ଚୁଟି ପଡ଼ିଥିବା ଦେଖି ହିଟମ୍ୟାନଙ୍କୁ କହିଥିଲେ।
ତେବେ ପନ୍ତ ଏହାକୁ ହାତରେ ଆଣି ରୋହିତଙ୍କୁ ଦେଇଥିଲେ । ହିଟମ୍ୟାନ୍ ଆଖି ବନ୍ଦ କରି କିଛି ଓ୍ୱିଶ ରିଥିଲେ । ଯାହା ଆମେ ସମସ୍ତେ କରିଥାନ୍ତି । ରୋହିତ ଅଳ୍ପ ହସି ଆଖି ବନ୍ଦ କରି ଓ୍ୱିସ୍ ମାଗିଥିଲେ ଏବଂ ପରେ ଏହାକୁ ଫୁଙ୍କିଥିଲେ । ଏସମସ୍ତ ଘଟଣା କ୍ୟାମେରାରେ କଏଦ ହୋଇଛି । ଯାହାକୁ ନେଇ ସୋସିଆଲ ମିଡିଆରେ ଅନେକ ୟୁଜର ନାନା କମେଣ୍ଟ ଦେଉଛନ୍ତି। କିଛି ୟୁଜର୍ସ କମେଣ୍ଟ କରିଛନ୍ତି "ଦିଲ ତୋ ବଚା ହୈ ଜୀ"। ରୋହିତ ହୃଦୟରୁ ଜଣେ ବହୁତ ସାଧାରଣ ମଣିଷ। କାରଣ ପୂର୍ବରୁ ଜଣେ ଛୁଆ ସହ ତାଙ୍କର ଭିଡିଓ ଭାଇରାଲ ହୋଇଥିଲା ଯେତେବେଳେ ସେ ନେଟ ପ୍ରାକ୍ଟିସ କରୁଥିଲେ। ଆଉ ତାଙ୍କ ସୁରକ୍ଷାକର୍ମୀ ଛୁଆଟିକୁ ଅଟକାଇଥିଲେ ଆଉ ରୋହିତ ଏହା ଦେଖି ସଙ୍ଗେ ସଙ୍ଗେ ରାଗିଯାଇଥିଲେ। ଆଉ ଛୁଆଟିକୁ ନିଜ ପାଖକୁ ଡାକି ତା' ସହ ସେଲଫି ମଧ୍ୟ ଉଠାଇଥିଲେ।
ସୂଚନାଯୋଗ୍ୟ, ମୁକାବିଲାରେ ରୋହିତଙ୍କ ବ୍ୟାଟରୁ ବଡ ସ୍କୋର ସମସ୍ତେ ଆଶା କରିଥିଲେ । କିନ୍ତୁ ସେ ମାତ୍ର ୧୪ ରନ୍ କରି ଆଉଟ୍ ହୋଇଥିଲେ । କଟ୍ ବିହାଇଣ୍ଡ୍ ହୋଇ ସେ ପ୍ୟାଭିଲିୟନ ଫେରିଥିଲେ । ଅନ୍ୟ ଦିଗରେ ବିରାଟଙ୍କ ବ୍ୟାଟରୁ ଲଗାତାର ଦ୍ୱିତୀୟ ଶତକ ବାହାରିଛି। ରାଞ୍ଚି ପରେ ରାୟପୁରରେ ମଧ୍ୟ ଦମଦାର୍ ପାଳି ସେ ଖେଳିଥିଲେ । କିନ୍ତୁ ବୋଲରଙ୍କ ନିରାଶଜନକ ପ୍ରଦର୍ଶନ ପାଇଁ ଦଳ ମୁକାବିଲା ହାରିଯାଇଥିଲା।

A wholesome moment between @RishabhPant17 & @ImRo45 during the innings break.
— Nekait (@nekait_rr) December 4, 2025
Pant noticed an eyelash on Rohit’s face, asked him to make a wish, Rohit closed his eyes and did it✨
Quite a #PaRo moment💙
That tiny hope, that silent wish. We’ve all been there!@BCCI #RoKo pic.twitter.com/lZsGVwXm0y
ତେବେ ପନ୍ତ ଏହାକୁ ହାତରେ ଆଣି ରୋହିତଙ୍କୁ ଦେଇଥିଲେ । ହିଟମ୍ୟାନ୍ ଆଖି ବନ୍ଦ କରି କିଛି ଓ୍ୱିଶ ରିଥିଲେ । ଯାହା ଆମେ ସମସ୍ତେ କରିଥାନ୍ତି । ରୋହିତ ଅଳ୍ପ ହସି ଆଖି ବନ୍ଦ କରି ଓ୍ୱିସ୍ ମାଗିଥିଲେ ଏବଂ ପରେ ଏହାକୁ ଫୁଙ୍କିଥିଲେ । ଏସମସ୍ତ ଘଟଣା କ୍ୟାମେରାରେ କଏଦ ହୋଇଛି । ଯାହାକୁ ନେଇ ସୋସିଆଲ ମିଡିଆରେ ଅନେକ ୟୁଜର ନାନା କମେଣ୍ଟ ଦେଉଛନ୍ତି। କିଛି ୟୁଜର୍ସ କମେଣ୍ଟ କରିଛନ୍ତି "ଦିଲ ତୋ ବଚା ହୈ ଜୀ"। ରୋହିତ ହୃଦୟରୁ ଜଣେ ବହୁତ ସାଧାରଣ ମଣିଷ। କାରଣ ପୂର୍ବରୁ ଜଣେ ଛୁଆ ସହ ତାଙ୍କର ଭିଡିଓ ଭାଇରାଲ ହୋଇଥିଲା ଯେତେବେଳେ ସେ ନେଟ ପ୍ରାକ୍ଟିସ କରୁଥିଲେ। ଆଉ ତାଙ୍କ ସୁରକ୍ଷାକର୍ମୀ ଛୁଆଟିକୁ ଅଟକାଇଥିଲେ ଆଉ ରୋହିତ ଏହା ଦେଖି ସଙ୍ଗେ ସଙ୍ଗେ ରାଗିଯାଇଥିଲେ। ଆଉ ଛୁଆଟିକୁ ନିଜ ପାଖକୁ ଡାକି ତା' ସହ ସେଲଫି ମଧ୍ୟ ଉଠାଇଥିଲେ।
Rishabh Pant placed one of Rohit Sharma’s eyelash hair on Rohit’s right hand and told him to make a wish.😭❤️ pic.twitter.com/9h8FHGnPbV
— Mention Cricket (@MentionCricket) December 3, 2025
ସୂଚନାଯୋଗ୍ୟ, ମୁକାବିଲାରେ ରୋହିତଙ୍କ ବ୍ୟାଟରୁ ବଡ ସ୍କୋର ସମସ୍ତେ ଆଶା କରିଥିଲେ । କିନ୍ତୁ ସେ ମାତ୍ର ୧୪ ରନ୍ କରି ଆଉଟ୍ ହୋଇଥିଲେ । କଟ୍ ବିହାଇଣ୍ଡ୍ ହୋଇ ସେ ପ୍ୟାଭିଲିୟନ ଫେରିଥିଲେ । ଅନ୍ୟ ଦିଗରେ ବିରାଟଙ୍କ ବ୍ୟାଟରୁ ଲଗାତାର ଦ୍ୱିତୀୟ ଶତକ ବାହାରିଛି। ରାଞ୍ଚି ପରେ ରାୟପୁରରେ ମଧ୍ୟ ଦମଦାର୍ ପାଳି ସେ ଖେଳିଥିଲେ । କିନ୍ତୁ ବୋଲରଙ୍କ ନିରାଶଜନକ ପ୍ରଦର୍ଶନ ପାଇଁ ଦଳ ମୁକାବିଲା ହାରିଯାଇଥିଲା।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories